ମାଳିକା ବଚନ, କାହିଁକି ଏମିତି ଦେଖା ଯାଉଥିଲା ଆକାଶରେ, କଣ ରହିଛି ଏହା ପଛର ରହସ୍ୟ…ଜାଣନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଘଟିଥିଲା କିଛି ଅଜବ ଘଟଣା ଏମିତି ଘଟଣା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଦେଇଛି ଲୋକମାନେ କହୁଛନ୍ତି ସତ୍ୟ ହେଲା କି ମାଳିକା ଭବିଷ୍ୟ ବାଣୀ ହିଁ ଦର୍ଶକ ବନ୍ଧୁ ଏମିତି ଦେଖା ଯିବା ପଛର କଣ ରହସ୍ୟ ରହିଛି ଚାଲନ୍ତୁ ଜାଣିବା ।ବିଷୟ ଟିକୁ ଶେଷ ଯାଏ ଦେଖିଲେ ଜାଣିପାରିବେ ସତ କଣ ପଞ୍ଚ ଶାଖା ମାଳିକା

ଏବିଷୟରେ କଣ ଲେଖା ଅଛି ଜାଣନ୍ତୁ ମହାପୁରୁଷ ଅଚ୍ୟୁତ ନନ୍ଦ ଦାସ କହିଛନ୍ତି ଯେବେ ଏସବୁ ଘଟଣା ଘଟିବ ତେବେ ଜାଣନ୍ତୁ ଏବେ ସଂହାର ହେବ ଏପରି ଘଟଣା ଯେତେ ଘଟିବ ଜାଣିବ ବିଶ୍ୱରେ ପ୍ରଳୟ ଆସିବ ।ମହାପୁରୁଷ ବଳରାମ ଦାସ ଯାହା କହିଥିଲେ ତାହା ଆଜି ସତ୍ୟରେ ପରିଣତ ହୋଇଛି ।

ଯବନ ମାନଙ୍କ ବିନାଶର ପାଲଟି ଗଲା ଏବେ କଳି ସୃଷ୍ଟି ହେବ ବିନାଶ ଉତ୍କଳ ଭୂମିରୁ ଲୀଳା ଚହଟିବ ଓଡ଼ିଶାରୁ ପ୍ରଥମେ ଘଟିବ ଏସବୁ ଘଟଣା ଏକଥା ଆମେ କହୁ ନାହିଁ ଯାହା ମାଲିକରେ ବର୍ଣ୍ଣିତ ଆମେ ଆପଣଙ୍କୁ କହୁଚୁ ତେଣୁ ଏ ବିପଦରୁ ବଞ୍ଚିବା ପାଇଁ ଗୋଟିଏ ରାସ୍ତା ଭଗବାନଙ୍କ ଶରଣ ନେବା ଏବଂ ସତ୍ ମାର୍ଗରେ ଚାଲିବା

Leave a Reply

Your email address will not be published. Required fields are marked *