ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୁଃଖ ଉପରେ ନଳିତା ବିଡା ଚାରିବର୍ଷ ର ସମ୍ପର୍କକୁ ଛାଡ଼ି ଚାଲି ଗଲେ ହାର୍ଦ୍ଦିକ ପାଣ୍ଡ୍ୟା ଙ୍କ ପତ୍ନୀ ସୋସିଆଲ।ମେଡିଆ ରେ ପୋଷ୍ଟ କରି ଲେଖିଲେ ପାଣ୍ଡ୍ୟା ଙ୍କ ସ୍ତ୍ରୀ ନତାସା ଟିମ ଇଣ୍ଡିଆର ଅଲ ରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତସା ଷ୍ଟାନ ଭୋକ ଙ୍କ ମଧ୍ୟରେ ସୋସିଆଲ ମେଡିଆ ରେ ଭିନ୍ନ ଭିନ୍ନ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।
ନାତସା ଏକ ସୋସିଆଲ ମେଡିଆ ପୋଷ୍ଟରେ ଲେଖିଛନ୍ତି ଉଭୟେ ପାରସ୍ପରିକ ସମ୍ବତି ସହିତ ଅଲଗା ହୋଇ ଯାଇଛନ୍ତି ହାର୍ଦ୍ଦିକ ଏବଂ ନତସା ୨୦୨୦ ମସିହାରେ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ପ୍ରାୟ ଚାରି ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଛନ୍ତି । ନତସା ପୋଷ୍ଟ ରେ ତାଙ୍କ ପୁଅ ଅଗସ୍ତ୍ୟ ବିଷୟରେ କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ଭିତରେ ହାର୍ଦ୍ଦିକ ଏବଂ ମୁଁ ସହମତି କ୍ରମେ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ ।
ଆମେ ଦୁହେଁ ଏକାଠି ରହି ଶ୍ରେଷ୍ଠ ତ୍ଵ ଦେଇଥିଲି କିନ୍ତୁ ବର୍ତ୍ତମାନ ଆମ ଦୁହେଁ ଙ୍କ ପାଇଁ ଏହା ଶେଷ ନିଷ୍ପତି । ଅଗସ୍ତ୍ୟ ଆମ ଉଭୟ ଜୀବନର ଏକ ଅଂଶ ହୋଇ ରହିବ ଆମେ ଦୁହେଁ ତାଙ୍କୁ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।