ଜି ସାର୍ଥକର ଓଡ଼ିଆ ସିରିଏଲରେ ଅଭିନୟ କରୁଥିବା କୁନି କଳାକାର ମାନଙ୍କ ପ୍ରକୃତ ନାମ ଓ ବୟସ ଜାଣିଲେ ହସି ହସି ଗଡ଼ିଯିବେ

ବନ୍ଧୁଗଣ ଆପଣମାନେ ତ ଓଡ଼ିଆ ସିରିଏଲ ସବୁ ନିଶ୍ଚିତ ଦେଖୁଥିବେ ଏହି ସିରିଏଲରେ ଅଭିନୟ କରୁଥିବା ସବୁ କୁନି କୁନି କଳାକାର ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ଆପଣମାନେ କେବେ ଜାଣିଛନ୍ତି ଏମାନଙ୍କ ପ୍ରକୃତ ନାମ କଣ ଏବଂ ଏମାନଙ୍କ ପ୍ରକୃତ ବୟସ କେତେ ଯଦି ଜାଣି ନାହାଁନ୍ତି ଆମର ଏହି ପେଜଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ଜି ସାର୍ଥକରେ ପ୍ରସାରିତ ହେଉଥିବା ଶ୍ରୀ ସିରିଏଲର କୁନି ଅଭିନେତ୍ରୀ ମିଠି ତେବେ ମିଠିଙ୍କର ପ୍ରକୃତ ନାମ ହେଉଛି ସନୟା ଏବଂ ତାଙ୍କ ପ୍ରକୃତ ବୟସ ହେଉଛି ସାତ ବର୍ଷ |

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ତୁ ମୋ ଆଖିର ତାରା ସିରିଏଲର କୁନି ତାରିଣୀ ତେବେ କୁନି ତାରିଣୀଙ୍କ ପ୍ରକୃତ ନାମ ହେଉଛି ଶ୍ରେୟା ତେବେ ଶ୍ରେୟାଙ୍କ ପ୍ରକୃତ ବୟସ ହେଉଛି ପାଞ୍ଚ ବର୍ଷ |

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ଅନୁରାଧା ସିରିଏଲର କୁନି ଅଭିନେତା ଆରିୟାନ ତେବେ ତାଙ୍କ ପ୍ରକୃତ ନାମ ହେଉଛି ଆରିୟାନ ଆୟାନ୍ସ ଏବଂ ତାଙ୍କର ପ୍ରକୃତ ବୟସ ହେଉଛି ପାଞ୍ଚ ବର୍ଷ |

ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ସୁନା ଝିଅ ସିରିଏଲର କୁନି ଅଭିନେତ୍ରୀ ଆଂଶିକା ତେବେ ତାଙ୍କ ପ୍ରକୃତ ନାମ ହେଉଛି ଶ୍ରେୟାନ୍ସୀ ଦାସ ତେବେ ଶ୍ରେୟାନ୍ସ ଙ୍କ ପ୍ରକୃତ ବୟସ ହେଉଛି ଛଅ ବର୍ଷ |

ଏହି ଲିଷ୍ଟର ପଞ୍ଚମରେ ଆସୁଛନ୍ତି ସୁନା ଝିଅ ସିରିଏଲର କୁନି ଅଭିନେତ୍ରୀ ବଂଶିକା ତେବେ ବଂଶିକାଙ୍କ ପ୍ରକୃତ ନାମ ହେଉଛି ଲୁଇ ଏବଂ ତାଙ୍କ ପ୍ରକୃତ ବୟସ ହେଉଛି ପାଞ୍ଚ ବର୍ଷ

Leave a Reply

Your email address will not be published. Required fields are marked *