ଫୋନ ପେ ୟୁଜର ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଆପଣ Phone Pe ବ୍ୟବହାର କରୁଥିଲେ ପାଇପାରିବେ ଲାଭ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଫୋନ ପେ ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ଯଦି ଆପଣଙ୍କର ଫୋନ ପେ ଅଛି ଆପଣ ମଧ୍ୟ ଫୋନ ପେରେ ଟଙ୍କା ରଖୁଛନ୍ତି ତେବେ ଜାଣିରଖନ୍ତୁ ଏବେ ଆପଣଙ୍କୁ ମିଳିବାକୁ ଯାଉଛି ନୂଆ ସୁବିଧା ଯେଉଁଥିରେ ଆପଣ ମଧ୍ୟ ଫୋନ ପେ ରେ ଉଠାଇ ପାରିବେ ଲାଭ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ୟୁଜରମାନେ ସେମାନଙ୍କ ଫୋନପେ ଆପରେ ବର୍ତ୍ତମାନର ‘ଲୋନ’ ବିଭାଗ ଅଧୀନରେ ଲୋନ ସୁବିଧା ପାଇପାରିବେ |

ସେମାନେ ଆଗ୍ରହୀ ଥିବା ଲୋନର ବର୍ଗ ଚୟନ କରିପାରିବେ ଏବଂ ଋଣଦାତାଙ୍କ ତାଲିକାରୁ ପସନ୍ଦର ଲୋନ କମ୍ପାନୀକୁ ଚୟନ କରିପାରିବେ। ୟୁଜର ଲୋନର ଆବେଦନ ସହଜରେ ନିଜର ପରିଚିତ ଫୋନପେ ଆପରେ ହିଁ ଆରମ୍ଭ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ ଅନ୍ୟ କୌଣସି ଆପ୍ଲିକେସନକୁ ଯିବାକୁ ପଡ଼ିବ ନାହିଁ | ଯାହା ଦ୍ୱାରା ୟୁଜର ମାନଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହେବ |

ତେବେ ଆପଣ ଚାହିଁଲେ ବାଇକ ଲୋନ ,କାର ଲୋନ ,ଫଣ୍ଡ ଲୋନ ଏବଂ ଗୋଲ୍ଡ ଲୋନ ଏଜୁକେସନ ଲୋନ ନେଇପାରିବେ | ତେବେ ଫୋନ ପେ 535 ପ୍ଲସ ମିଲିୟନ ପଞ୍ଜିକୃତ ୟୁଜରଙ୍କୁ ଏକ ସୁରକ୍ଷିତ ଉପାୟରେ ଲୋନ ପ୍ରଦାନ କରିବା ସହ ଶକ୍ତିଶାଳୀ ଏବଂ ନିରବିଛିନ ୟୁଜର ଅନୁଭୂତ ଦେବାକୁ ଲକ୍ଷ ରଖିଛି |

ତେବେ ଫୋନ ପେ ଏକାଧିକ ପ୍ରମୁଖ ଋଣ ଦାତା କମ୍ପାନୀ ଡାଟା କ୍ୟାପିଟାଲ ଏହିଭଳି ଅନେକ କମ୍ପାନୀ ସହ ପାର୍ଟନର ରହିଛି ଏବଂ ଆଗାମୀ ସପ୍ତାହ ଗୁଡ଼ିକରେ ଅନେକ ଋଣ ଦାତା ଯୋଗ କରାଯିବ | ଏହି ପ୍ଲାଟଫର୍ମରେ 15 ଟି ସକ୍ରିୟ ପାର୍ଟନର ଅଛନ୍ତି ଆସନ୍ତା ତ୍ରୟ ମାସ ସୁଦ୍ଧା ପଚିଶକୁ ବୃଦ୍ଧି ରଖିବାକୁ ଲକ୍ଷ ରଖାଯାଇଛି ଯାହାକି ଆପଣମାନେ ଫୋନ ପେ ମାଧ୍ୟମରେ ଲୋନ ନେଇପାରିବେ |

Leave a Reply

Your email address will not be published. Required fields are marked *