Malika Bachana : ମା ସମଲେଶ୍ବରୀଙ୍କଠୁ ମିଳିଲା ଭୟାନକ ସଂକେତ ଶେଷ ହେବାକୁ ଯାଉଛି କି କଳିର ସମୟ ସତର୍କ କଲା ମାଳିକା

ନମସ୍କାର ବନ୍ଧୁଗଣ ମହାପୁରୁଷ 600 ବର୍ଷ ପୂର୍ବେ ମାଳିକାରେ ବର୍ଣ୍ଣନା କରିଛନ୍ତି ମା ସମଲେଇ ଜାଗି ଉଠିବ ମହମାହି ମା ସମଲେଇ ଜାଗି ଉଠିବ ଲୀଳା ଆରମ୍ଭ ହେବ ମା ସଂହାର କାର୍ଯ୍ୟ ମଧ୍ୟ କରିବେ । ଆପଣ ମାନେ ଜାଣିଥିବେ ଦୁଇବର୍ଷ ପୂର୍ବେ ମା ସମଲେଇ ଙ୍କ ଠାରେ ନିଆଁ ଲାଗି ଯାଇଥିଲା । ଆଉ ଏହି ନିଆଁ ଲାଗିବା ହେଉଛି ମାଆଙ୍କ ସଙ୍କେତ

ମହାପୁରୁଷ କହିଲେ ମା ଗ୍ରାମ ଦେବା ଦେବୀ ଛାଡ଼ି ପଳାଇଲେ ମହାପୁରୁଷ କହିଲେ ଗ୍ରାମ ଦେବା ଦେବୀ ଛାଡ଼ି ପଳାଇଲେ ନଦୀ ମଝିରେ ମାତା ବି ନଥିବେ ଗ୍ରାମ ଦେବା ଦେବୀ ଛାଡ଼ି ପଳାଇବେ ପ୍ରଭୁ ଜଗନ୍ନାଥ ବାରମ୍ବାର ସଂକେତ ଦେଉଛନ୍ତି ଯେମିତି ନୀଳଚକ୍ର ଉପରେ ପକ୍ଷୀ ବାରମ୍ବାର ଉଡ଼ି ଯାଉଛନ୍ତି

ଠିକ୍ ସେହିପରି ମା ସମଲେଇ ମଧ୍ୟ ସଂକେତ ଦେଉଛନ୍ତି ଆଗକୁ ଏକ ଭୟଙ୍କର ବିପଦ ମାଡ଼ି ଆସୁଚି ଯେ ଏହି ସ୍ଥାନରେ ଆଗକୁ ଏକ ଭୟଙ୍କର ବିପଦ ମାଡ଼ି ଆସିବ । ଆଉ ଏହି ସମଲେଇ ମନ୍ଦିରର ଜନ ସାଧାରଣ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ ।

ସେଥିପାଇଁ ସମସ୍ତଙ୍କୁ ସତର୍କ କରୁଛନ୍ତି ମା ସମଲେଇ ସମ୍ବଲପୁର ରେ ମା ସମଲେଇ ଭକ୍ତଙ୍କୁ କରିବେ କଳ ସମସ୍ତଙ୍କୁ ସତର୍କ କରୁଛନ୍ତି ଏବଂ ଯିଏ ଚେତିଲା ଭକ୍ତ ସିଏ ଚେତି ଯିବ ଆପଣ ମଧ୍ୟ ସତର୍କ ହୋଇ ଯାଆନ୍ତୁ ଏବଂ ଭଗବାନଙ୍କ ଶରଣ ନିଅନ୍ତୁ ଏବଂ ଉଚିତ ମାର୍ଗରେ ଚାଲନ୍ତୁ ।

Leave a Reply

Your email address will not be published. Required fields are marked *