ରାତିକୁ ରଙ୍ଗୀନ କରି ବଡ଼ ହିରୋଇନ୍ ହେଉଛନ୍ତି ଏହି ସବୁ ଅଭିନେତ୍ରୀ ମାନେ ,ଏପରି ଖୁଲସା କଲେ ଏହି Heroine ଜାଣିଲେ ବିଶ୍ୱାସ ହେବନି

ନମସ୍କାର ଦର୍ଶକବନ୍ଧୁ ରାତିକୁ ରଙ୍ଗୀନ କରି ଶେଜକୁ ଗରମ କରି ଗୋଟିଏ ପରେ ଗୋଟିଏ ଫିଲ୍ମ କରୁଥିବା ଏହି ସବୁ ଅଭିନେତ୍ରୀ ମାନେ ଚାଲି ଆସୁଛନ୍ତି ନିଜର ମେଣ୍ଟନାନ୍ସ ଏବଂ ଫିଲ୍ମ କରିବା ପାଇଁ ରାତିକୁ ରଙ୍ଗୀନ କରୁଛନ୍ତି |ଡାଇରେକ୍ଟର ଏବଂ ପ୍ରଡ୍ୟୁସରଙ୍କ ପାଖରେ ତା ସହିତ ଗୋଟେ ଗୋଟେ ବୟ ଫ୍ରେଣ୍ଡ ରଖି ରାତିକୁ ରଙ୍ଗୀନ କରୁଛନ୍ତି |

ନିଜକୁ ଭାବୁଛନ୍ତି ଆମେ ଗୋଟେ ଗୋଟେ ସୁପରଷ୍ଟାର ଆମ ଭଳି ବଡ଼ ଷ୍ଟାର କଳାକାର ଏ ସାରା ଓଡ଼ିଶାରେ ଖୋଜିଲେ ମଧ୍ୟ ମିଳିବ ନାହିଁ |ନିଜ ଭିତରେ ଟ୍ୟାଲେଣ୍ଟ ପଛେ ଜିରୋ ଥାଉ ଆଗରେ ଫୁଟାଣି ମାରି କହୁଛନ୍ତି ଆମେ ହିରୋ |ଯଦି ତମ ନିଜ ଭିତରେ ଏତେ ଟ୍ୟାଲେଣ୍ଟ ଅଛି ତାହେଲେ ଆସ ଗୋଟେ ରାତି ମୋ ସହିତ ଗୋଟିଏ ଲାଇବ ପର୍ଫମାନ୍ସ କର |

ତୁମର କେତେ ନଲେଜ ,କେତେ ଟ୍ୟାଲେଣ୍ଟ ଏବଂ କେତେ ଆଟିଚ୍ୟୁଡ ସେଇଟି ଜଣା ପଡ଼ିଯିବ |ଏକଥା ଆମେ ଆପଣଙ୍କୁ କହୁ ନାହୁଁ ଦର୍ଶକବନ୍ଧୁ ଏକଥା ମେଡିଆ ସାମ୍ନାରେ ବର୍ଷିକି କହୁଛନ୍ତି ରାଣୀ ପ୍ରିୟଦର୍ଶନୀ ଆଉ କଣ କଣ କହୁଛନ୍ତି ଟିକେ ସମ୍ପୁର୍ଣ୍ଣ ଭିଡିଓ ଦେଖନ୍ତୁ ଆପଣ ଜାଣିପାରିବେ ….

Leave a Reply

Your email address will not be published. Required fields are marked *