ନମସ୍କାର ଦର୍ଶକବନ୍ଧୁ ରାତିକୁ ରଙ୍ଗୀନ କରି ଶେଜକୁ ଗରମ କରି ଗୋଟିଏ ପରେ ଗୋଟିଏ ଫିଲ୍ମ କରୁଥିବା ଏହି ସବୁ ଅଭିନେତ୍ରୀ ମାନେ ଚାଲି ଆସୁଛନ୍ତି ନିଜର ମେଣ୍ଟନାନ୍ସ ଏବଂ ଫିଲ୍ମ କରିବା ପାଇଁ ରାତିକୁ ରଙ୍ଗୀନ କରୁଛନ୍ତି |ଡାଇରେକ୍ଟର ଏବଂ ପ୍ରଡ୍ୟୁସରଙ୍କ ପାଖରେ ତା ସହିତ ଗୋଟେ ଗୋଟେ ବୟ ଫ୍ରେଣ୍ଡ ରଖି ରାତିକୁ ରଙ୍ଗୀନ କରୁଛନ୍ତି |
ନିଜକୁ ଭାବୁଛନ୍ତି ଆମେ ଗୋଟେ ଗୋଟେ ସୁପରଷ୍ଟାର ଆମ ଭଳି ବଡ଼ ଷ୍ଟାର କଳାକାର ଏ ସାରା ଓଡ଼ିଶାରେ ଖୋଜିଲେ ମଧ୍ୟ ମିଳିବ ନାହିଁ |ନିଜ ଭିତରେ ଟ୍ୟାଲେଣ୍ଟ ପଛେ ଜିରୋ ଥାଉ ଆଗରେ ଫୁଟାଣି ମାରି କହୁଛନ୍ତି ଆମେ ହିରୋ |ଯଦି ତମ ନିଜ ଭିତରେ ଏତେ ଟ୍ୟାଲେଣ୍ଟ ଅଛି ତାହେଲେ ଆସ ଗୋଟେ ରାତି ମୋ ସହିତ ଗୋଟିଏ ଲାଇବ ପର୍ଫମାନ୍ସ କର |
ତୁମର କେତେ ନଲେଜ ,କେତେ ଟ୍ୟାଲେଣ୍ଟ ଏବଂ କେତେ ଆଟିଚ୍ୟୁଡ ସେଇଟି ଜଣା ପଡ଼ିଯିବ |ଏକଥା ଆମେ ଆପଣଙ୍କୁ କହୁ ନାହୁଁ ଦର୍ଶକବନ୍ଧୁ ଏକଥା ମେଡିଆ ସାମ୍ନାରେ ବର୍ଷିକି କହୁଛନ୍ତି ରାଣୀ ପ୍ରିୟଦର୍ଶନୀ ଆଉ କଣ କଣ କହୁଛନ୍ତି ଟିକେ ସମ୍ପୁର୍ଣ୍ଣ ଭିଡିଓ ଦେଖନ୍ତୁ ଆପଣ ଜାଣିପାରିବେ ….