ଓଡ଼ିଆ ସିରିଏଲରେ ଅଭିନୟ କରୁଥିବା ଦୁଇ ଭଉଣୀଙ୍କୁ ଆପଣମାନେ ଆଗରୁ ଜାଣିଛନ୍ତି କି ,ଯଦି ଦେଖି ନାହାଁନ୍ତି ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ଭଉଣୀ ମାନେ ଯେଉଁ ମାନେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ତେବେ ଆସନ୍ତୁ ଜାଣିବା ସେହି ହିରୋଇନ ମାନଙ୍କ ଭଉଣୀ ମାନଙ୍କ ବିଷୟରେ |

ଆମ ଲିଷ୍ଟର ପ୍ରଥମରେ ଆସୁଛନ୍ତି ଜାଙ୍କଲିନ ତାହେଲେ ଆପଣମାନେ ଜାଣିଥିବେ ଜାଙ୍କଲିନ ରଜ କୁଇନ ଜିତିବା ପରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଏବଂ ତାଙ୍କ ସାନ ଭଉଣୀ ସୋମାଲିନ ମଧ୍ୟ ରଜ କୁଇନ ଜିତିବା ପରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି |

ଏହା ପରେ ଆସୁଛନ୍ତି ନେହା ନାଗେଶ୍ୱରୀ ଏହି ଅଭିନେତ୍ରୀ ତୋ ପାଇଁ ତୋରି ପାଇଁ ସିରିଏଲରେ କାମ କରୁଥିବାର ନଜର ଆସିଛନ୍ତି ତାଙ୍କ ସୁନ୍ଦର ଅଭିନୟକୁ ଦର୍ଶକମାନେ ବେଶ ଅଧିକ ଭଲ ପାଇବା ଦେଇଛନ୍ତି ତେବେ ନେହା ନାଗେଶ୍ୱରୀଙ୍କ ଭଉଣୀ ଜଣେ ଅଭିନେତ୍ରୀ ଅଟନ୍ତି |

ଏହା ପରେ ଆସୁଛନ୍ତି ଦେବୀକା ଅରୁନ୍ଧତୀ ଦେବୀକାଙ୍କ ସାନ ଭଉଣୀଙ୍କ ନାମ ହେଉଛି ଆଗାମୀ ଅନୁଭୂତି ସେ ମଧ୍ୟ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରନ୍ତି ତାଙ୍କ ମା ବି ଜଣେ ଅଭିନେତ୍ରୀ ଥିଲେ କିନ୍ତୁ ସେ ମୃତ୍ୟୁ ବରଣ କରିସାରିଛନ୍ତି |

ଏହା ପରେ ଆସୁଛନ୍ତି ଅର୍ପିତା ଏବଂ ଅଙ୍କିତା ଆପଣମାନେ ଅର୍ପିତାକୁ ବେଶ ଭଲ ଭାବରେ ଜାଣିଥିବେ ଓଲିଉଡ଼ତ ବହୁତ ସାରା ସିରିଏଲରେ ସେ ଅଭିନୟ କରିଛନ୍ତି ସେହିଭଳି ତାଙ୍କ ସାନ ଭଉଣୀ ମଧ୍ୟ ଓଡ଼ିଆ ସିରିଏଲରେ ସୁନ୍ଦର ଅଭିନୟ କରିଛନ୍ତି |

ଏହା ପରେ ଆସୁଛି ଶୀତଲ ଏବଂ ସିମ୍ରନ ଏହି ଦୁଇ ଅଭିନେତ୍ରୀଙ୍କ ମା ବି ଜଣେ ଅଭିନେତ୍ରୀ ଅଟନ୍ତି ତାହେଲେ ଏହି ଦୁଇ ଝିଅ ଏବେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଛନ୍ତି |

Leave a Reply

Your email address will not be published. Required fields are marked *