Health : ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା ଏକ ଘଣ୍ଟାରେ ଭଲ କରିବାର ଘରୋଇ ଉପାୟ ,ଥରେ ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଥଣ୍ଡା କାଶ ଭଳି ସମସ୍ୟାର ଦୂର କରିବା ପାଇଁ ଆମେ ଅନେକ ପ୍ରକାର ମେଡିସିନ ସେବନ କରିଥାଆନ୍ତି କଫ ତ ଛାଡ଼ିଯାଏ କିନ୍ତୁ ଠଣ୍ଡା ଆମର ଶରୀରରୁ ଛାଡ଼ି ନଥାଏ ଯେକୌଣସି ପ୍ରକାର ମେଡିସିନ ପ୍ରୟୋଗ କରନ୍ତୁ ଥଣ୍ଡା ଆମ ଶରୀରରେ ଜମିକି ରହିଥାଏ |ଏହି ସମସ୍ୟା ଦୂର କରିବା ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଆନ୍ତି ଯାହା ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ |ମେଡ଼ିସିନ ମଧ୍ୟ ଆମ ଶରୀରକୁ ବହୁତ ସାଇଡ ଇଫେକ୍ଟ ପକାଇଥାଏ |ଆଜି ଏହି ସବୁ ସମସ୍ୟାରୁ ଦୂର କରିବା ପାଇଁ ଆମେ ଆପଣଙ୍କ ପାଇଁ ପ୍ରାକୃତିକ ଘରୋଇ ଉପଚାର ନେଇ ଆସିଚୁ ବିଶ୍ୱାସ କରନ୍ତୁ ଏହା ବହୁତ ଚମତ୍କାରୀ ଅଟେ ଆପଣ ନିଶ୍ଚୟ ଏହାର ସେବନ କରନ୍ତୁ |

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡ଼ିବ ତାହା ହେଉଛି ରସୁଣ ଏହା ଥଣ୍ଡା ଏବଂ କାଶ ଭଳି ସମସ୍ୟା ଦୂର ପାଇଁ କେତେ ଉପଯୋଗୀ ଆପଣ ଜାଣିଥିବେ |ଆପଣ ରସୁଣ ଚୋପାକୁ ଭଲ ଭାବରେ ଛଡ଼ାଇ ଏହାକୁ ଏକ ଗରମ କଢ଼ାରେ ଭାଜି ନିଅନ୍ତୁ ଏହାକୁ ଆପଣ ସେପର୍ଯ୍ୟନ୍ତ ଭାଜନ୍ତୁ ଯେପର୍ଯ୍ୟନ୍ତ ଏହା କଳା ନପଡ଼ିଚି |ଭଲ ଭାବରେ କଳା ପଡ଼ିଗଲା ପରେ ଆପଣ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ |ତାପରେ ଆପଣ ଏହାର ଗୁଣ୍ଡ ବନେଇ ଦିଅନ୍ତୁ |

ତାପରେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି 50 ଗ୍ରାମ ମହୁ ଏହା ଆମ ଶରୀର ପାଇଁ ବହୁତ ଅଧିକ ଗରମ ହୋଇଥାଏ ଏହା ଥଣ୍ଡା ଏବଂ କଫ ଭଳି ସମସ୍ୟା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ |ଆପଣ ଏହି ଗୁଣ୍ଡରେ ସମ୍ପୂର୍ଣ୍ଣ 50 ଗ୍ରାମ ମହୁ ମିଶେଇ ଦିଅନ୍ତୁ ଏବେ ଆପଣ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ |

ଏବେ ଜାଣନ୍ତୁ ଥଣ୍ଡା ଏବଂ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହା ପ୍ରୟୋଗ କିପରି କରିବେ ଯଦି ଛୋଟ ପିଲା ମାନେ ସେବନ କରିବେ ଏହାକୁ କେବଳ ଆଙ୍ଗୁଳି ଟିପରେ ନିଅନ୍ତୁ ପିଲାଙ୍କୁ ଟିକେ ଚଟେଇ ଦିଅନ୍ତୁ |6 ବର୍ଷ ବୟସର ଶିଶୁଙ୍କୁ ଆପଣ ଏହିପରି ଖୁଆଇ ପାରିବେ ଏହାକୁ ଆପଣ ଥରେ ନିଶ୍ଚୟ ପ୍ରୟୋଗ କରିକି ଦେଖନ୍ତୁ |

Leave a Reply

Your email address will not be published. Required fields are marked *