ମୁମ୍ବାଇ ହାରିବା ପରେ ବିଗିଡିଗଲା ପଏଣ୍ଟ ଟେବୁଲ୍ ,ସବୁଠାରୁ ତଳେ ରହିଗଲା ହାର୍ଦିକ ବାହିନୀ ଚିନ୍ତାରେ ନିତା ଅମ୍ବାନୀ

ନମସ୍କାର ଦର୍ଶକବନ୍ଧୁ IPL ର ତୃତୀୟ ମ୍ୟାଚରେ ଲଗାତାର ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ତାନ ଜିତିଲା ପରେ ବଦଳିଗଲା ସମ୍ପୂର୍ଣ୍ଣ ପଏଣ୍ଟ ଟେବୁଲ ମୁମ୍ବାଇ ହାରିବା ପଛରେ କଣ ରହିଛି ପୁରା କାରଣ କଣ ରହିଛି ବଡ଼ କାରଣ ଆସନ୍ତୁ ସମ୍ପୂର୍ଣ୍ଣ ବିସ୍ତାର କରି ଜାଣିପାରିବା |ଚଳିତ ସଂସ୍କରଣରେ ରାଜସ୍ତାନର ବିଜୟ ରଥ ଗଡ଼ି ଚାଲିଛି |

ଅନ୍ୟପଟେ ଘରୋଇ ପଡ଼ିଆରେ ମଧ୍ୟ ନଜକୁ ପରାଜୟରୁ ବଞ୍ଚାଇ ପାରି ନାହିଁ ମୁମ୍ବାଇ ଇଣ୍ଡିଆନ୍ସ |ଟ୍ରେଣ୍ତ ବୋଲ୍ଟ ଏବଂ ୟୁଜିବିନ୍ଦର ଚହଲଙ୍କ ଘାତକ ବୋଲିଙ୍ଗ ଜରିଆରେ ରିୟାନ ପରାଗଙ୍କ ଘାତକ ଅର୍ଦ୍ଧ ଶତକ ଜରିରେ IPL ର 14 ତମ ମ୍ୟାଚ ମୁମ୍ବାଇକୁ ରାଜସ୍ତାନ 6 ଉଇକେଟରେ ପରାସ୍ତ କରିଛି |

ଏହି ବିଜୟ ପରେ ରାଜସ୍ତାନ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଥିବା ବେଳେ କ୍ରମାଗତ ତୃତୀୟ ପରାଜୟ ଭୋଗିଛି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଙ୍ଗ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ 9 ଉଇକେଟ ହରାଇ 125 ରନ କରିଥିଲା |

ଏହାର ବିପରୀତ ରିୟାନ ପରାଗଙ୍କ ଅପରାଜିତ 54 ରନ ବଳରେ ରାଜସ୍ତାନ ରୟାଲ 4 ଉଇକେଟ ହରାଇ 15.3 ଓଭରରେ ଏହି ବିଜୟ ହାସଲକୁ ସହଜରେ ହାସଲ କରିଛି |

Leave a Reply

Your email address will not be published. Required fields are marked *