Manoj ଙ୍କୁ ମୁଁ ବୁଝେଇଛି ମନୋଜ କେବଳ ମୋର, ଏମିତି କହିଲେ ମମତା ନନ୍ଦ, ଦେଖନ୍ତୁ ସମ୍ପିର୍ଣ ଖବର |

ମୋ ପାଇଁ ଆଜି ମନୋଜ ମିଶ୍ର ବଞ୍ଚିଛନ୍ତି ସେ ଅସୁବିଧାରେ ଥିଲା ବେଳେ ବିଛଣାରୁ ତାଙ୍କ ହାତ ଧରି ମୁ ତାଙ୍କୁ ଉଠେଇଛି ସେଥିପାଇଁ ମନୋଜଙ୍କ ଉପରେ ମୋର କେବଳ ଅଧିକାର ଅଛି | ଏହି ଭଳି ଏକ ବୟାନ ଦେଇଛନ୍ତି ମମତା ନନ୍ଦ ଏକ ଇଣ୍ଟରଭିଉ ରେ, ତାହେଲେ ଆପଣମାନେ ଜାଣିଥିବେ ମମତା ନନ୍ଦ ଏବେ ମନୋଜ ମିଶ୍ରଙ୍କୁ ବିବାହ କରିସାରିଛନ୍ତି | ତାହା ପୁଣି ଏବେ ଶାଶୂଘରେ ଓଡ଼ିଆ ଘରର ବୋହୁ ବୋଲି ଚାଲୁଥିବାର ନଜର ଆସିଛନ୍ତି ଗତ ଦିନ ମାନଙ୍କରେ ମନୋଜ ମିଶ୍ର ଓ ମମତା ନନ୍ଦ ଗୋଟେ LIV ଇଣ୍ଟରଭିଉ ରେ କହିଥିଲେ |

ଆଉ ଏହି ଇଣ୍ଟରଭିଉ ରେ ତାଙ୍କୁ ପଚାରିଥିଲେ କି ଆପଣ ମନୋଜ ମିଶ୍ରକୁ କେମିତି ଭଲ ପାଇଥିଲେ ଏହାର ଉତର ଦେବାକୁ ଯାଇ ମମତା ନନ୍ଦକହିଥିଲେ କି ଯେତେବେଳେ 2019 ମସିହାରେ ମନୋଜ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିଲା ସେତେବେଳେ ତାଙ୍କ ପାଖରେ କେହିବି ନଥିଲେ ତାଙ୍କୁ କେହିବି ସାହାଯ୍ୟ କରିନଥିଲେ | ଆଉ ସେତେବେ ସମୟରେ ମୁଁ ତାଙ୍କର ବୋହହୁତ ସେବା କରିଥିଲି ଆଉ ତାଙ୍କୁ ରୋଗରୁ ଭଲ କରିଛି |

ଆଉ ଏହା ଛଡା ମନୋଜ ମିଶ୍ର ଅଭିନୟ ନପାଇବା କାରଣରୁ ଡିପ୍ରେସନକୁ ଚାଲିଯାଇଥିଲେ ସେତେବେଳେ ସମୟରେ ମୁ ତାଙ୍କ ପାଖରେ ରହିଥିଲି | ଆଉ ତାଙ୍କୁ ମୁଁ ହିଁ ଥହୀଙ୍କ ବାଟକୁ ଆଣିଛି ତାଙ୍କୁ ମୁହିଁ ଭଲ କରିଛି ଆଉ ତାଙ୍କ ମାଇଣ୍ଡ ଠିକ କରିଛି ଏହି ଭଳି କଥା କହିଥିଲେ ମମତା ନନ୍ଦ | ଆଉ ଏହି କାରଣରୁ ମନୋଜ ମିଶ୍ର ଆଉ ମୋ ମଧ୍ୟରେ ଭଲପାଇବା ପ୍ରେମ ସମ୍ପର୍କ ଗଢିଉଠିଥିଲା |

Leave a Reply

Your email address will not be published. Required fields are marked *