ଠାକୁରପୂଜା କଲାବେଳେ ବ୍ୟବହାର କରୁଛନ୍ତି କି ଏହିଫୁଲ ? ତେବେ ହୋଇଯନ୍ତୁ ସାବଧାନ |

ଠାକୁର ଘରେ ପୂଜା କଲାବେଳେ ଆମେ ବିଭିନ ପ୍ରଜାତିର ଫୁଲ ଦେଖିବାକୁ ମିଳେ | ବିଭିନ ଭଳି ରଙ୍ଗ ଓ ବାସ୍ନା ଫୁଲ ଆମେ ଦେଖିବାକୁ ପାଇଁ ଥାଉଁ | ଫୁଲ ରସ ରଙ୍ଗ ଓ ସୌନ୍ଦରାଜୟ ସମସ୍ତ ଙ୍କୁ ମନ କୁ କିଣିଥାଏ | ଭଅଁର ମାନେ ଫୁଲ ଉପରେ ବସିବାକୁ ପାଗଳ ହୋଇଥାନ୍ତି | ଭୋଗବାନ ଙ୍କୁ ପୂଜା କଲା ବେଳେ ଆମେ ଫୁଲ ଓ ନୈବେଦ୍ୟ ଭୋଗବାନ ଙ୍କୁ ଦେଇଥାନ୍ତୁ |

କିନ୍ତୁ ଆପଣ ମାନେ କଣ ଜାଣିଛନ୍ତି କୋଉ ଫୁଲ ଦେଇ ଭୋଗବାନ ଙ୍କୁ ପୂଜା କରାଯାଏ ଓ କୋଉ ଫୁଲ ପୂଜା ରେ ବେବହାର କରାଯାଏ | ଯୋଉ ଫୁଲ ଅନ୍ୟ ଦେବା ଦେବୀ ଙ୍କ ଉପରେ ଥାଟ ଛଡ଼ାଯାଇଥାଏ | ସେହି ଫୁଲ ଭଗବାନଙ୍କ ଉପରେ ଆଉ ଠାରେ ଛଡ଼ାଇବା ଉଚିତ ନୁହଁ | ଯୋଉ ଫୁଲ ପୋକ ଖାଇଥାଏ କଢ କଟା ଫଟା ଖରାପ ଗନ୍ଧ ଯୁକ୍ତ ହୋଇଥାଏ କିମ୍ୱା ତଳେ ପଡି ଯାଇଥାଏ ସେହି ଫୁଲ କୁ ଆଉ ଠାରେ ଭଗବାନଙ୍କ ପାଖରେ ଛଡ଼ାଇବା ଉଚିତ ନୁହଁ |

ଚୋରାଇ ଆଣିଥିବା ଫୁଲ ଠାକୁର ଙ୍କ ପାଖରେ ଛଡ଼ାଇବାନ ଉଚିତ ନୁହଁ | ତୁଳସୀ ପତ୍ର, ବେଲ ପତ୍ର କେବେ ବି ବସି ହୋଇନଥାଏ ଏହାସକୁ ଠାକୁରଙ୍କ ପହରେ ଛଡ଼ାଇବା ଉଚିତ ଭଗବାନ ଶିବ କୁ ଜୁନ କଦଳୀ ଭୋଗବାନ ନାରାୟଣ ଦୁଦୁରା ଦେବୀ ମାନଙ୍କୁ ଅରଖ ମନ୍ଦାର ଓ ଦେବା ମାନଙ୍କୁ ଟଗର ଫୁଲ ଛଡ଼ାଇବା ଉଚିତ ନୁହଁ କିନ୍ତୁ ଏହାକୁ ତାନ୍ତ୍ରିକ ପଦ୍ଧତିରେ ଛଡାଇପାରିବେ |

କୌଣସି ପତ୍ର କିମ୍ବା ଫୁଲ କୁ ଓଲଟା ଛଡ଼ାଇବା ଉଚିତ ନୁହଁ | ମା ଲକ୍ଷ୍ମୀ ଙ୍କର ପଦ୍ମ ଫୁଲସ ଅଧିକ ପ୍ରିୟ ହୋଇଥିବା ସହ ତୁଳସୀ ଏହା ଠାରୁ ଆହୁରି ପ୍ରିୟ ହୋଇଥାଏ ଯଦି ଏହା ନମିଳେ ତୁଳସୀ ଶାଖା ମୂଳ ଓ ମାଟି ନେଇ ବି ପୂଜା କରିହେବ |ଶିବଙ୍କୁ କେତକୀ , ଗଣେଶ ଙ୍କୁ ତୁଳସୀ ଏବଂ ଦୁର୍ଗା ଙ୍କୁ ଦୁର୍ବଳ ଛଡ଼ାଇବା ଅନୁଚିତ | କରବୀର ଓ ଜବାପୁଷ୍ପ ମା ଦୁର୍ଗା ଙ୍କର ପ୍ରିୟ ଅଟେ | ଏହି ବିଧି ମାନି ଭଗବାନଙ୍କୁ ଫୁଲ ଅର୍ପଣ କଲେ ପୁଣ୍ୟ ମିଳିବ |

Leave a Reply

Your email address will not be published. Required fields are marked *