କ’ଣ ଆପଣ ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଭୟଙ୍କର ଅର୍ଥ ଜାଣିଛନ୍ତି ? ଜାଣିରଖନ୍ତୁ ନଚେତ…

ନମସ୍କାର ବନ୍ଧୁଗଣ ସ୍ବପ୍ନରେ ଭଗଵାନ ଦେଖା ଦେଲେ କଣ ହୋଇଥାଏ ସବୁଠୁ ପ୍ରଥମେ ଚାଲନ୍ତୁ ଜାଣିବା ସ୍ଵପ୍ନ ବିଷୟରେ କିଛି ମହତ୍ତ୍ଵପୂର୍ଣ୍ଣ କଥା। ସ୍ବପ୍ନ ଦେଖିବା ବୋହୁତ ସାଧାରଣ କଥା ଅଟେ ପ୍ରାୟ ସବୁ ଲୋକଙ୍କୁ ସ୍ବପ୍ନ ଆସିଥାଏ କିଛି ଲୋକଙ୍କୁ ଲଗାତାର ଏକ ଫିଲ୍ମ ପରି ସ୍ବପ୍ନ ଦେଖା ଦେଇଥାଏ। ୩ ପ୍ରକାରର ଲୋକଙ୍କୁ ସ୍ବପ୍ନ ବୋହୁତ ଅଧିକ ଆସିଥାଏ ପ୍ରଥମରେ ଯିଏ ବୋହୁତ ବେମାରୀ ରହିଥାଏ, ଦ୍ୱିତୀୟରେ ଯାହାର ହାତର ରେଖା ବୋହୁତ ଅଙ୍କାବଙ୍କା ହୋଇଥାଏ ଏବଂ ତୃତୀୟରେ ଯିଏ ବୋହୁତ ଅଧିକ ଭାବିଥାଏ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା କେଉଁ ପ୍ରକାର ସ୍ବପ୍ନ ସତ ହୋଇଥାଏ।

ଯଦି ଆମେ ରାତିକୁ ୩ ଭାଗରେ ବିଭକ୍ତ କରିଦେବା ତେବେ ୧୦ ଟାରୁ ୧୨ ଟା ଭିତରେ ଯେଉଁ ସ୍ବପ୍ନ ଆସିଥାଏ ଏହାର କୌଣସି ଅର୍ଥ ରହି ନଥାଏ କାହିଁକି ନା ଏହା ଆମ ଶୋଇବାର ପ୍ରଥମ ପହର ହୋଇଥାଏ ହୋଇପାରେ ଯେଉଁ କାର୍ଯ୍ୟ ଆପଣ କରିକି ଶୋଇଛନ୍ତି କିମ୍ବା ଯେମିତି ଆପଣଙ୍କର ଦିନ ଯାଇଥିବ ସେହି ସମ୍ବନ୍ଧିତ ସ୍ବପ୍ନ ଆପଣଙ୍କୁ ଏହି ସମୟରେ ଆସିଥାଏ କିନ୍ତୁ ୧୨ ଟାରୁ ୩ ଟା ଭିତରେ ଯେଉଁ ସ୍ବପ୍ନ ଦେଖା ଦିଏ ତାହା ଆପଣଙ୍କ ପାଇଁ ଏକ ସୂଚକ ହୋଇପାରେ ଏମିତି ସ୍ବପ୍ନ ଦେଖିବା ସମୟରେ ଆପଣ ନିଦରେ ବୋହୁତ ଅଜବ ବା ବ୍ୟାକୁଳ ଅନୁଭବ କରିଥାନ୍ତି ଏବଂ ୩ ଟାରୁ ୬ ଟା ଭିତରେ ଦେଖା ଯାଇଥିବା ସ୍ବପ୍ନ ପୁରା ହେବାର ସମ୍ଭାବନା ବୋହୁତ ଅଧିକ ହୋଇଥାଏ। ଯଦି ସୂର୍ଯ୍ୟ ଉଦୟ ସମୟରେ ଆପଣ କୌଣସି ସ୍ବପ୍ନ ଦେଖୁଛନ୍ତି ତେବେ ଏହାର ବୋହୁତ ଅଧିକ ସମ୍ଭାବନା ହୋଇଥାଏ କି ଏହି ସ୍ବପ୍ନ ଆପଣ ଉଠିବା ପରେ ଦିନରେ କୌଣସି ବି ସମୟରେ ପୁରା ହୋଇପାରେ।

ଅଧିକାଂଶ ଲୋକଙ୍କର ଏହା ବି ପ୍ରଶ୍ନ ହୋଇଥାଏ କି ଯେଉଁ ପ୍ରକାରର ଲୋକଙ୍କ ସ୍ବପ୍ନ ସତ ହୋଇଥାଏ ତ ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କ ହୃଦୟ ସଫା ହୋଇଥାଏ କିମ୍ବା ଯାହାର ମନରେ ଛଳ କପଟ ନଥାଏ କିମ୍ବା ଯେଉଁ ଲୋକ ବୋହୁତ ସଚ୍ଚା ହୃଦୟରେ ପୂଜାପାଠ କରିଥାନ୍ତି ଏବଂ ଯିଏ ଅନ୍ୟର କଷ୍ଟକୁ ବୁଝି ପାରିଥାନ୍ତି ଏମିତି ଲୋକଙ୍କ ସ୍ବପ୍ନ ପ୍ରାୟ ସତ ହୋଇଯାଇଥାଏ। ବନ୍ଧୁଗଣ ଏହା ତ ଥିଲା କେଉଁ ପ୍ରକାର ଲୋକଙ୍କ ସ୍ବପ୍ନ ପୂରଣ ହୋଇଥାଏ ଏବେ ଆସନ୍ତୁ ଜାଣିବା ଯଦି ଆପଣ ଭଗଵାନ ବା ଦେବୀ ଦେବତାଙ୍କୁ ସ୍ବପ୍ନରେ ଦେଖୁଛନ୍ତି ତ ଏହାର ଅର୍ଥ କଣ ହୋଇଥାଏ।

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନର ବିଶେଷ ମହତ୍ତ୍ଵ ରହିଥାଏ କାହିଁକି ନା ଏହି ସ୍ବପ୍ନ ଆପଣଙ୍କ ବିଷୟରେ ସଙ୍କେତ ଦେଇଥାନ୍ତି ଏହି ପ୍ରକାର ଯେବେ ଆପଣ ଦେବୀ ଦେବତା କିମ୍ବା ଭଗଵାନଙ୍କୁ ସ୍ବପ୍ନରେ ଦେଖିଥାନ୍ତି ତେବେ ଏହାର କିଛି ନା କିଛି ଅର୍ଥ ରହିଥାଏ। ବନ୍ଧୁଗଣ ଦେବୀ ଦେବତାଙ୍କର ସ୍ବପ୍ନ ସେବେ ଆସିଥାଏ ଯେବେ ଆପଣ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି କିମ୍ବା ଆପଣ ଭକ୍ତିରେ ବିଶ୍ୱାସ ରଖିଥାନ୍ତି କିନ୍ତୁ ବ୍ୟସ୍ତତା ପାଇଁ ଭଗଵାନଙ୍କୁ ପୂଜା କରିପାରି ନଥାନ୍ତି କିମ୍ବା ବୋହୁତ ସମୟ ଧରି ଆପଣଙ୍କର କୌଣସି ତୀର୍ଥସ୍ଥଳ ଯିବାକୁ ଇଚ୍ଛା ରହିଥାଏ କିନ୍ତୁ ସମ୍ଭବ ହୋଇ ପାରିନଥାଏ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ଦେବୀ ଦେବତାଙ୍କର ସ୍ବପ୍ନ ଦେଖିଲେ କଣ ଅର୍ଥ ରହିଥାଏ।

ଭଗଵାନ ବିଷ୍ଣୁ
ଯଦି ଆପଣ ଭଗଵାନ ବିଷ୍ଣୁଙ୍କୁ ସ୍ବପ୍ନରେ ଦେଖୁଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଭାଗ୍ୟର ଉଦୟ ହେବାର ଅଛି ଆପଣଙ୍କ ଜୀବନରେ ଯାହାବି କଷ୍ଟ ଅଛି ଜଲ୍ଦୀ ହିଁ ସେ ସବୁ କଷ୍ଟ ଦୁର ହେବାକୁ ଯାଉଅଛି। ଭଗଵାନ ବିଷ୍ଣୁଙ୍କୁ ସ୍ବପ୍ନରେ ଦେଖିବା ସୁଖ ଏବଂ ସମୃଦ୍ଧିର ସଙ୍କେତ ହୋଇଥାଏ।

ଲକ୍ଷ୍ମୀ ମାତା
ଲକ୍ଷ୍ମୀ ମାତାଙ୍କୁ ସ୍ବପ୍ନରେ ଦେଖିବା ବୋହୁତ ଶୁଭ ହୋଇଥାଏ ଏହା ପ୍ରତିଷ୍ଠା, ଧନଧାନ୍ୟ, ସୁଖ, ସମୃଦ୍ଧିର ପ୍ରତୀକ ଅଟେ ଲକ୍ଷ୍ମୀ ମାତାଙ୍କୁ ସ୍ବପ୍ନରେ ଦେଖିବାର ଅର୍ଥ ଆପଣଙ୍କର ବ୍ୟବସାୟରେ ଲାଭ ହେବାକୁ ଯାଉଅଛି।

ଭଗଵାନ ରାମ
ଭଗଵାନ ରାମଙ୍କୁ ସ୍ବପ୍ନରେ ଦେଖିବା ଭବିଷ୍ୟତରେ ଜଲ୍ଦୀ ହିଁ ମିଳିବାକୁ ଥିବା କୌଣସି ବଡ ସଫଳତାର ସଙ୍କେତ ଅଟେ।

ମା ସୀତା
ଯଦି ଆପଣ ସ୍ବପ୍ନରେ ମାତା ସୀତାଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଯେଉଁ କାର୍ଯ୍ୟ ପାଇଁ ଆପଣ ଲମ୍ବା ସମୟ ଧରି ଅପେକ୍ଷା କରିଥିଲେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବାର ଅଛି।

ଭଗଵାନ ଶ୍ରୀକୃଷ୍ଣ
ଭଗଵାନ ଶ୍ରୀକୃଷ୍ଣଙ୍କୁ ସ୍ଵପ୍ନରେ ଦେଖିବାର ଅର୍ଥ ହେଉଛି ଆପଣଙ୍କର ପ୍ରେମ ସମ୍ବନ୍ଧ ସଫଳତା ଆଡ଼କୁ ଅଗ୍ରସର ହେଉଅଛି।

ରାଧା
ଯଦି ଆପଣ ରାଧାଙ୍କୁ ସ୍ବପ୍ନରେ ଦେଖୁଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଜୀବନରେ ଆନନ୍ଦର ଆଗମନ ହେବାକୁ ଯାଉଅଛି।

ଭଗଵାନ ଶିବ
ଯଦି ଆପଣ ସ୍ବପ୍ନରେ ଭଗଵାନ ଶିବ ଆସିଲେ ତ ଏହାର ଅର୍ଥ ହେଲାକି ଆପଣ ଭକ୍ତି ମାର୍ଗରେ ଉନ୍ନତି କରୁଛନ୍ତି ତାହା ସହିତ ଭଗଵାନ ଶିବଙ୍କୁ ସ୍ବପ୍ନରେ ଦେଖିବା ଜୀବନରେ ପାପ ଏବଂ ବିପତ୍ତିର ନାଶର ସଙ୍କେତ ହୋଇଥାଏ।

ଭଗଵାନ ହନୁମାନ
ଯଦି ଭଗଵାନ ହନୁମାନ ଆପଣଙ୍କ ସ୍ବପ୍ନରେ ଆସନ୍ତି ତେବେ ବୁଝି ଯାଆନ୍ତୁ କି ଆପଣ ଭୟ ଉପରେ ବିଜୟ ପ୍ରାପ୍ତ କରୁଛନ୍ତି ତାହା ସହିତ ଏହା ଶତ୍ରୁ ମାନଙ୍କର ନାଶର ସୂଚକ ଅଟେ।

ମା ଦୁର୍ଗା
ସ୍ବପ୍ନରେ ମା ଦୁର୍ଗାଙ୍କୁ ଦେଖିବା ଶକ୍ତିର ପ୍ରତୀକ ଅଟେ ମା ଦୁର୍ଗାଙ୍କ ସ୍ଵପ୍ନ ରୋଗର ବିନାଶର ସଙ୍କେତ ହୋଇଥାଏ।

ଭଗଵାନ ବ୍ରହ୍ମା
ଭଗଵାନ ବ୍ରହ୍ମାଙ୍କୁ ସ୍ବପ୍ନରେ ଦେଖିବାର ଅର୍ଥ ଏହା କି ଆପଣଙ୍କ ଜୀବନରେ ପ୍ରସନ୍ନତାର ଆଗମନ ନିଶ୍ଚିତ ଅଟେ।

ଭଗଵାନ ଗଣେଶ
ଭଗଵାନ ଗଣେଶ ସ୍ବପ୍ନରେ ଆସିବାର ଅର୍ଥ ଏହା ଅଟେ କି ଆପଣଙ୍କ ଜୀବନରେ ଅଟକି ଯାଇଥିବା ସବୁ କାର୍ଯ୍ୟ ଏବେ ଜଲ୍ଦୀ ହିଁ ପୂରଣ ହେବାକୁ ଯାଉଛି।

ମା ସରସ୍ଵତୀ
ମା ସରସ୍ଵତୀଙ୍କୁ ସ୍ବପ୍ନରେ ଦେଖିବାର ଅର୍ଥ ଏହା ଅଟେ କି ଶିକ୍ଷା କ୍ଷେତ୍ରରେ ଆପଣ ଜଲ୍ଦୀ ସଫଳତା ପ୍ରାପ୍ତ କରିବାକୁ ଯାଉଛନ୍ତି।

ଯମରାଜ୍
ଯମରାଜ୍ ସ୍ବପ୍ନରେ ପ୍ରକଟ ହେବା ଆପଣଙ୍କ ଲମ୍ବା ଆୟୁର ପ୍ରତୀକ ହୋଇଥାଏ।

Leave a Reply

Your email address will not be published. Required fields are marked *