ଖୁସିଖବର, SBI କିମ୍ବା BOI ବ୍ୟାଙ୍କରେ ଖାତା ଥିଲେ ନିହାତି ଦେଖନ୍ତୁ, ନହେଲେପରେ ପସ୍ତେଇବେ |

ଯଦି ଆପଣ ମାନଙ୍କ SBI ଏବଂ BOI ବ୍ୟାଙ୍କରେ ଖାତା ଅଛି ତେବେ ଜାଣି ରଖନ୍ତୁ ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖୁସିଖବର | ଏବେ ଏମାନଙ୍କୁ ମିଳିବାକୁ ଯାଉଛି ଅଧିକ ସୁଧର ଲାଭ ତେବେ ଆସନ୍ତୁ ଜାଣିବା ପୁରା ଖବର | ନିକଟରେ ଅନେକ ବ୍ୟାଙ୍କ ତାର ଫିକ୍ସଦିପଜିଟି ଓ FD ଉପରେ ତାର ସୁଦ୍ଧ ହାର ବୃଦ୍ଧି କରିଛନ୍ତି ଏହାପରେ ଋଣ କରିବା ସହଜ ଏବଂ ଆକର୍ଷକ ହୋଇଛି | ଉଲେଖ ଯୋଗ୍ୟ 2023 ପରେ RBI ତରଫରୁ ଏହାର ରେଫେର ରେଟରେ ତାର କୌଣସି ପରିବର୍ତନ କରାଯାଇ ନାହିଁ |

ଫଳରେ ଅନେକ ବ୍ୟାଙ୍କ ଋଣରେ ଆକର୍ଷଣୀୟ ସୁଦ୍ଧ ହାର ପ୍ରଦାନ କରୁଛି ଅଗଷ୍ଟ 8ରେ RBI ମନିଟରିଂ ପଲିସୀ ନିଶ୍ଚପତି ଆସିଥିବା ବେଳେ ଏହା ପୂର୍ବରୁ ଅନେକ ବ୍ୟାଙ୍କ ଋଣ ଉପରେ ସୁଧହାର ବୃଦ୍ଧି କରିଛନ୍ତି | ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କର FIX ଦିପଜିଟି ଉପରେ ଅଧିକ ଲାଭ ଦାୟକ | ପ୍ରଥମେ ରହିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଥିରେ ଗ୍ରାହକଙ୍କ ଜମାରାଶି ଉପରେ 3.50%ରୁ 7% ସୁଦ୍ଧା ହାର ପ୍ରଦାନ କରୁଛି |

ଏହା 7ଦିନରୁ ଆରମ୍ଭ କରି 10 ବର୍ଷ ଅବଧି ପର୍ଯ୍ୟନ୍ତ ଲାଗୁହେବ ତେବେ ସମସ୍ତ ଜମା ଅବଧି ପାଇଁ ବରିଷ୍ଠ ନାଗରିକଙ୍କୁ ଅତିରିକ୍ତ 0.5% ସୁଧହାର ଅଧିକ ମିଳୁଛି | ସେହି ପରି ଜୁନ 15ରୁ ଏହି ସୁଧହାର କାର୍ୟ୍ଯକାରୀ ହୋଇଛି | ଏହା ଛଡ଼ା ବ୍ୟାଙ୍କ ଅଫ ଇଣ୍ଡିଆ ତାର 3କୋଟିରୁ କାମ ଏବଂ 3କୋଟିରୁ 10 କୋଟି ପର୍ଯ୍ୟନ୍ତ ଜମାରାଶି ଉପରେ FD ହାରକୁ ଅପଡେଟ କରିଛି | ଏହି ନୂତନ ଅପଡେଟ ଅଗଷ୍ଟ 1ରୁ ଲାଗୁ ହୋଇଛି 7ଦିନରୁ ଆରମ୍ଭ କରି 10 ବର୍ଷ ପର୍ଯ୍ୟନ୍ତ ଜମାରାଶି ଉପରେ 3% ରୁ 6% ସୁଦ୍ଧ ହାର ରହିଛି |

ସେହ ପରି 666 ଦିନ ପାଇଁ 3 କୋଟିରୁ କମ ଜମାରାଶି ଉପରେ ସର୍ବାଧିକ 7.30 % ର ସୁଧହାର ରହଛି | ଆଉ ଯଦି ଆପଣଙ୍କର HDFC ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଜାଣିରଖନ୍ତୁ ବ୍ୟାଙ୍କ 7ଦିନରୁ ଆରମ୍ଭ କରି 10 ପର୍ଯ୍ୟନ୍ତ ଜମାରାଶି ଉପରେ 3. 7. 4 % ସୁଦ୍ଧା ହାର ପ୍ରଦାନ କରିଥଏ | ସାଧାରଣ ଗ୍ରାହାକଙ୍କ ପାଇଁ ସର୍ବାଧିକ 7.40% ଏବଂ ବରିଷ୍ଠ ନାଗରିକ ପାଇଁ 7.90%ସୁଧହାର ରହିଛି |

Leave a Reply

Your email address will not be published. Required fields are marked *