ପୁଅ ଅପକର୍ମ ପାଇଁ ବାପା-ମା ଜୀବନ ହରିଲେ, କିନ୍ତୁ ଜଳୁଥିବା ଜୁଇରୁ ଶବ ଉଠାଇନେଲା ପୋଲିସ, ଆଉ ତାପରେ ଯାହା ହେଲା…

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ସେହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଭାବରେ। ଜଳୁଥିବା ଜୁଇରୁ ମୃ-ତ ଦେହ ଉଠାଇ ଆଣିଲା ପୋଲିସ! ମଶାଣିରେ ଜୁଇ ଜଳୁଥିବା ଜୁଇ ହେଲେ କାହିଁକି ପୋଲିସ କଲେ ଏପରି କାମ ଆସନ୍ତୁ ଜାଣିବା ।

ପୁଅର ଅପକର୍ମ ପାଇଁ ଆତ୍ମହ-ତ୍ୟା ର ରାସ୍ତା ବାଛି ନେଇଥିଲେ ବାପା ଓ ମା ବନ୍ଧୁ ବାନ୍ଧବ ଓ ସହି ପଡ଼ିସାର ଲୋକ ଗାଁ ଶ୍ମଶାନ ରେ ମୃ-ତ ଦେହ ସଂସ୍କାର କରୁଥିବା ସମୟରେ ପହଞ୍ଚିଥିଲା ପୋଲିସ ଗାଡ଼ି ଓ ଉଠାଇ ଆଣିଥିଲା ଅଧା ଜଳା ମୃ-ତ ଦେହ । ଏଭଳି ଏକ ଅଘଟଣ ଘଟିବା ପଛରେ ଅଛି ବ୍ରହ୍ମପୁର ସଦର ଥାନା ଗୌତମୀ ଗ୍ରାମରେ ।

ଗାଁ ମଶାଣିରେ ମହିଳା ଓ ଜଣେ ପୁରୁଷଙ୍କ ଜୁଇ ଜଳୁଥିବା ସମୟ ରେ ବ୍ରହ୍ମପୁର ସଦର ଥାନା ପୋଲିସ ଶ୍ମଶାନରେ ପହଞ୍ଚି ଜୁଇକୁ ଲିଭାଇ ଶରୀରକୁ ଥାନାକୁ ନେଇ ଆସିଥିଲେ ତେବେ ଏହି ଘଟଣା ଏପରି ଗୌତମୀ ଗ୍ରାମର ଏସ ମୁକୁନ୍ଦଙ୍କ ପୁଅ ଏସ ମୁକୁନ୍ତଲ୍ ଚାକିରି କରିଦେବାକୁ କହି ସେ ବହୁତ୍ ଯୁବକ ଏବଂ ଯୁବତୀଙ୍କ ଠାରୁ ଟଙ୍କା ଆଣିଥିଲେ ହେଲେ ଚାକିରି ଦେଇନଥିଲେ ।

ହେଲେ ଯେମିତି ଏହି କଥା ମୁକୁନ୍ତଲଙ୍କ ବାପାଙ୍କୁ ଜଣ ପଡ଼ିଲା ଏହି ଘଟଣା ଟିରୁ ଗଭୀର ଆଘାତ ପାଇଁ ସେ ଓ ତାଙ୍କ ସ୍ତ୍ରୀ ଆତ୍ମହ-ତ୍ୟା କରିଥିଲେ ହେଲେ ପୋଲିସ କିଛି ନବୁଝି ଆସି ସିଧା ସଡ଼କ ମୃତ ଦେହକୁ ଜୁଇରୁ ନେବ କଣ ଠିକ କମେନନ୍ଟ କରି ନିଶ୍ଚୟ ଜଣାଇବେ। ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *