ପାଞ୍ଚ ବର୍ଷ ଯାଏ କରିପାରିବେନି ଟିମରେ ପରିବର୍ତନ କରିପାରିବେନି ଖେଳାଲି | ଆଇପିଏଲ ଅଧିକାରୀଙ୍କ ଆଗରେ ପ୍ରାନ୍ତ ହେଇଛି ମାଲିକଙ୍କ ବଡ ଦାବି | ଆଇପିଏଲ 2025 ପୃବରୁ ହେବାକୁ ଥିବା ମେଗା ଅପସନ ପାଇଁ ସବୁ ପ୍ରାଞ୍ଚାଇଚି ମାଲିକ ମତ ଲୋଡ଼ା ଯାଇଛି | ଏଥିରେ ଟିମ ମ୍ୟାନେଯେମେଣ୍ଟ ମଧ୍ୟ ଆଇପିଏଲ ଅଧିକାରୀଙ୍କୁ ନିଜର ଦାବି ଜଣାଇଛନ୍ତି |
ସବୁଠୁ ଅଧିକ ବିତର୍କ ରିଟର୍ନସିପ ନିୟମ ଏବଂ ରାଇଟ ଟୁ ମ୍ୟାଚ ଅପସନ କୁ ନିଆହୋଇଥିଲା | ପି ଏଫ ପି ଏନ ରିପୋଟ ଅନୁଯାଇ ଫ୍ରାଞ୍ଚାଇଚି ମାଲିକ ଙ୍କ ଦାବି ଯେ ସେମନଙ୍କୁ ଚାରି ରୁ ଛଅ ଜଣ ଖେଳାଳୀ ରିଟର୍ନକରିବା ପାଇଁ ଅନୁମତି ଦିଆଯାଉ |
ଏହା ବ୍ୟତୀତ ପ୍ରତି ଫ୍ରାଞ୍ଚାଇଚି ମାଲିକ ପାଖରେ 8 ରାଇଟ ଟୁ ମ୍ୟାଚ ଆପ୍ସନ ରହିବ ଦରକାର କେବଳ ସେତିକି ନୁହେଁ ମେଘା ଆପ୍ସନ ଅବଧିକୁ ମଧ୍ୟ ବାଡ଼େଇବା ପାଇଁ ଦାବି କରିଛନ୍ତି | ଫ୍ରାଞ୍ଚାଇଚି ଗୁଡିକ ପକ୍ଷରୁ ଅଧିକାରୀଙ୍କୁ ପ୍ରତି 5 ବର୍ଷ ପରେ ମେଘା ଆପ୍ସନ କରିବାକୁ ଦାବି କରାଯାଇଛି |