Cricket News : ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ହିଟ ମ୍ୟାନ କରିବେ ଏହି ବିଶାଳ ରେକର୍ଡ଼, ଆଉ ମାତ୍ର ଏତିକି ପାଦ ଦୂରରେ…

ବିଶ୍ୱରେକଡ଼ ପଛରେ ରହି ଶ୍ରୀଲଙ୍କା ବିପକ୍ଷ ସିରିଜରେ ଇତିହାସ ରଚିବେ ହିଟ ମ୍ୟାନ ଆସନ୍ତା 36 ତାରିଖରୁ ଆରମ୍ବ ହବାକୁଯାଉଛି ଶ୍ରୀଲଙ୍କା ବିପକ୍ଷରେ T20 ସିରିଜ ଏହାପରେ ଅଗଷ୍ଟ 2 ତାରିଖରୁ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳା ଯିବା ତେବେ T20 ଦଳରୁ ବିଦାୟ ନେବାପରେ ଦିନିକିଆ କ୍ରିକେଟ କୁ କମ୍ପାୟାର କରିବେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହିଲ ତେବେ ଉଭୟ ପ୍ରତ୍ୟାବର୍ତ୍ତନ ଅନେଇ ରହିଛନ୍ତି |

ଭାରତିଆ ଫାନ ଶ୍ରୀଜିରେ ଶେମି ସିରିଜରେ ଅଧିନାୟକ ରୋହିତ ବିଶ୍ୱ ରେକର୍ଡ ନିଜନାମରେ କରିପାରନ୍ତି ଦିନିକିଆ କ୍ରିକେଟ ଅଧିକ ରେକଡ଼ ଭାଙ୍ଗିଥିବା ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛନ୍ତି ରୋହିତ ଙ୍କ ନେତୃତ୍ୱ ନେଇ ଶ୍ରୀଲଙ୍କା ବିପକ୍ଷରେ ରେ ଦିନିକିଆ ସିରିଜ ଖେଳିବ ଟିମ ଇଣ୍ଡିଆ ତେବେ ସିରିଜରେ ରୋହିତଙ୍କ ଟାର୍ଗେଟ ବଡ ରେକଡ଼ରହିଛି ସିରିଜିର ରହି ସର୍ବଧିକ ଛକା ମାରିଥିବା ଅଧିନାୟକଙ୍କ ଶ୍ରେଷ୍ଠ ସ୍ତାନ ହତିଆର କରିପାରନ୍ତି |

ବର୍ତମାନ ପ୍ରଯନ୍ତ ରେକଡ଼ ଇଂଲଣ୍ଡ ପୂର୍ଵ ଅଧିନାୟଜ ଇୱାନମାର୍ଗଙ୍କ ନାମରେ ରହିଛି ଅଧିନାୟକ ନାମରେ ଭାବରେ ଇୱାନମାର୍ଗଙ୍କ 236 ଛକା ହାସଲ କରିଥିବା ବେଳେ ରୋହିତ ଶର୍ମା ମାତ୍ର ଦୁଇଟି ଛକା ଦୂରରେ ରହିଛନ୍ତି ତେବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଦୁଇଟି ଛକା ମାରିଲେ ରୋହିତ ମଧ୍ୟ ମାରକାଲଙ୍କ ରେକଡ଼ ଭାଙ୍ଗି ସମକକ୍ଷ ହୋଇ ପାରିବେ | ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନି ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି |

ଦିନିକିଆ କ୍ରିକେଟ ଅହିତ 211ଟି ଛକା ସହିତ ତୃତୀୟ ସର୍ବାଧିକ ଛକା ହାସଲ କରିଛନ୍ତି | ସେହି ପରି ଅଷ୍ଟେଲିଆର ପୂର୍ବତନ ଅଧିନାୟକ ରିଙ୍କିପଣ୍ଟିଙ୍ଗ 171 ଟି ଛକା ମାରି ଏହି ତାଲିକାରେ ସାମିଲ ହୋଇଛନି | ତେବେ ନିୖଜଲ୍ୟାଣ୍ଡ ପୂର୍ବ ଅଧିନାୟକ ମ୍ୟକୁଲମ ଅଧିନାୟ ଭାବରେ ଇଣ୍ଟରନ୍ୟାଶନାଲ କ୍ରିକେଟରେ 170 ଛକା ମାରିଛନ୍ତି | ସେହି ପରି ଭାରତର ପୂର୍ବ ଅଧିନାୟକ କହିଲି 138ଟି ଛକା ହାସଲ କରିଛନ୍ତି |

Leave a Reply

Your email address will not be published. Required fields are marked *