ବାଛନ୍ତୁ ନିଜ ମନ ପସନ୍ଦର ଗୋଟିଏ ଠାକୁର, ଜାଣନ୍ତୁ ନିଜ ଭବିଷ୍ୟତ ଓ ବର୍ତମାନ ର କିଛି ଗୁପ୍ତ ରହସ୍ୟ ବିଷୟରେ |

ଆଜିର ବିଷୟଟିରେ ବହୁତ ସୁନ୍ଦର ବିଷୟ ବସ୍ତୁ ଅଟେ ଆଜିର ବିଷୟଟିକୁ ନିଶ୍ଚିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏହି ବିଷୟଟିରେ ଆମେ ଜାଣିବା ବାଛନ୍ତୁ ଗୋଟିଏ ଠାକୁର ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ଓ କେବେ ଆପଣଙ୍କ ମନର ଇଛା ପୁର୍ଣ ହେବ | ତେବେ ଦର୍ଶକବନ୍ଧୁ ତିନଟି ତିନୋଟି ଫୋଟ ରହିଅଛି ପ୍ରଭୁ ଗଣେଶ, ମହାଦେବ ଏବଂ ଶ୍ରୀକୃଷ୍ଣ ଫୋଟ ଆପଣଙ୍କୁ କେଉଁ ଠାକୁର ଅଧିକ ପସନ୍ଦ ଲାଗେ ସେହି ଠାକୁରକୁ ବାଛନ୍ତୁ ଏବଂ ତାଙ୍କ ଆଧାରରେ କୁହା ଯାଉଥିବା କଥାମାନ ଶୁଣନ୍ତୁ ତେବେ ଆପଣ ଯାଏ ସଠିକ ଉତ୍ତର ପାଇପାରିବେ |

ଯଦି ଆପଣ ପ୍ରଭୁ ଗଣେଶଙ୍କୁ ବାଛିଛନ୍ତି ତେବେ ବର୍ତମାନ ସମୟରେ ଆପଣ ଦୁଃଖ ଭୋଗ କରିବେ ନାହିଁ ସମସ୍ତ ମନସ୍କାମନା ପୁର୍ଣ ହେବ | ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେ କାର୍ଯ୍ୟ ତାହା ନିଶ୍ଚିତ ପୁର୍ଣ ହେବ | ମିତ୍ର ମାନଙ୍କ ସହିତ ପୁରୁଣା ସମ୍ପର୍କ ଯଦି ସେଥିରେ କିଛି ବିଘ୍ନ ଆସିଥିଲା ସେ ଠିକ ହୋଇଯିବ | ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଶତ୍ରୁ ଆପଣ ଠାରୁ ମଧ୍ୟ ଭୟବିତ୍ତ ରହିବେ ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ରହିଁ ମୁକ୍ତି ମିଳିଯିବ | ଯଦି ଆପଣ ଆଗକୁ କୌଣସି କାର୍ଯ୍ୟ କରନ୍ତି ତେବେ ଆପଣ ଆପଣଙ୍କ ବିବେକ ଓ ଚିନ୍ତା ଏହି ଦୁଇଟି ଯାକ ଭଲସେ କାର୍ଯ୍ୟରେ ଲଗାନ୍ତୁ ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ | ସନ୍ତାନ ସୁଖର ପ୍ରାପ୍ତି ରହୁଅଛି, ଯଦି ଆପଣ ପୂର୍ବରୁ ଋଣ କରିଅଛନ୍ତି ତାହାକୁ ସୁଜି ପାରୁ ନଥିଲେ ତାହାକୁ ଶୁଝିବା ପାଇଁ ଆପଣକୁ କିଛି ବାଟ ମିଳିଯିବ କାରଣ ଆପଣଙ୍କ ପାଇଁ ଆଗକୁ ଋଣ ନାସାର ଯୋଗ ରହୁଅଛି | ଗ୍ରହ ମାନେ ବର୍ତମାନ ଆପଣଙ୍କ ସପକ୍ଷରେ ଯାଉଛନ୍ତି ଆପଣ ଆଉ ଅପେକ୍ଷା ନକରି ଜଣେ ବିଶ୍ୱସ୍ତ ପଣ୍ଡିତଙ୍କ ପାଖକୁ ଯାଆନ୍ତୁ ଏବଂ ଆପଣଙ୍କର ଜାତକରେ ଯଦି କିଛି ଦୋଷ ରହୁଅଛି ତେବେ ତାହା କିଛି ପ୍ରତିକାର କରନ୍ତୁ |

ଯଦି ଅପାଙ୍କ ଭଗବାନ ଶିବଙ୍କୁ ବାଛିଛନ୍ତି ତେବେ ଆପଣଙ୍କ ଭବିଷ୍ୟ କଣ କହୁଅଛି ଆପଣଙ୍କର ଦୃସ୍ୱପ୍ନ ଏଥର ଦୂର ହେଲା ଏବଂ ସୁଖ ସୋଭାଗ୍ୟର ଯୋଗ ପାଇଁ ଆନନ୍ଦର ସମୟ ଅତିବାହିତ କରିବେ | ଆପଣ ବର୍ତ୍ତମାନ ଯେଉଁ ଏକ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିଛନ୍ତି ସେଥିରେ ସଫଳତା ପାଇବା ପାଇଁ ଅଧିକ ବ୍ୟସ୍ତ ରହୁଛନ୍ତି ତାହା ଆପଣ ଛନ୍ତିତ ରୁହନ୍ତୁ ନାହିଁ ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିୟ ପ୍ରାପ୍ତ ହେବ | କିନ୍ତୁ ସଫଳତା ଆପଣଙ୍କ ହାତକୁ ବିଳମ୍ବରେ ଆସିବ ଖରାପ ଦଶା ଯୋଗୁ କିଛି ଆସନ୍ତି ଭୋଗ କରୁଛନ୍ତି ଗ୍ରହ ଦଶା ମନ୍ଦ ହେତୁ ଆପଣ ଏହା ମଧ୍ୟରେ ଅନେକ ଯନ୍ତ୍ରଣା ଭୋଗ କରି ସାରିଛନ୍ତି କିନ୍ତୁ ଏଥର ସେପରି ଫଳ ଆଉ ଆପଣ ଭୋଗ କରିବେ ନାହିଁ ରୋଗ ପୀଡ଼ା ଦୂର ହେବ | ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଆପଣଙ୍କ ପ୍ରତି ଭୟଭୀତ ମଧ୍ୟ ରହିବେ ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ, ସନ୍ତାନ ସୁଖର ପ୍ରାପ୍ତି ରହୁଅଛି |

ଯଦି ଆପଣ ଭଗବାନ ଶ୍ରୀକୃଷ୍ଣ ଙ୍କୁ ବାଛିଛନ୍ତି ତେବେ ଆପଣ ଯାଣିନିଅନ୍ତୁକି ଆପଣ ବହୁତହିଁ ସୁନ୍ଦର ସମ୍ପର୍ଣ ବ୍ୟକ୍ତିତ୍ୱ ଅଟନ୍ତି | ଅନ୍ୟର ମନ ମହିଲା ଭଳି କଥା କହିଥାନ୍ତି | ଦେଖିବାକୁ ଖୁବ ସୁନ୍ଦର ଚତୁର ସମାଜରେ ଆପଣ କ୍ଷତି ସମ୍ପୂର୍ଣ ବ୍ୟକ୍ତି ଅଟନ୍ତି ତେବେ ଆପଣଙ୍କର ଅତୀତରେ ଏତେଦିନ ହେଲା ମନ୍ଦ ମନ୍ଦରେ ଦୁଃଖ ଭୋଗ କରି ଆସି ଆପଣ ବହୁତ ଚିନ୍ତିତ ହୋଇ ପଡିଛନ୍ତି କିନ୍ତୁ ବର୍ତମାନ ଆପଣଙ୍କୁ କୌଣସିଭି ମନ୍ଦ ଆପଣଙ୍କର ଜୀବନରେ ଘଟିବାର ନାହିଁ | ସନ୍ତାନ ମାନଙ୍କ ପାଇଁ ମଧ୍ୟ କିଛି ଦୁଃଖ ପାଉଥିଲେ ପରିବାର ତରଫରୁ ମଧ୍ୟ ଆପଣଙ୍କୁ କିଛି ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ୱରଙ୍କ ଶୁଭ ଦୃଷ୍ଟି ଆସିଅଛି | ସନ୍ତାନ ସୁଖରେ ଆନନ୍ଦ ପାଇବେ ଅପବେୟା ଯାହା ଅଧିକ ରହୁଥିଲା ସେଥିରେ ମଧ୍ୟ ସୁଧାର ଆସିବ ଆର୍ଥିକ ପରିସ୍ଥିତିରେ ଉନତି ନଥିଲା କିନ୍ତୁ ଏଥର ଦୂର ହେବ |

Leave a Reply

Your email address will not be published. Required fields are marked *