ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହା ସୁନା ପ୍ରେମୀ ମାନଙ୍କ ପାଇଁ ଖୁସି ଖବର ସାରା ଦେଶରେ ସମାନ ହେବ ସୁନା ଦର ଖୁବ ଶୀଘ୍ର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ | ତେବେ ଭାରତର ଅଲଗା ଅଲଗା ସହରରେ ସୁନା ଓ ରୂପାର ମୂଲ୍ୟ ଅଲଗା ରହିଛି | ପ୍ରତ୍ୟକ ରାଜ୍ୟର ଅଲଗା ଅଲଗା ଟ୍ୟାକ୍ସ ବ୍ୟତୀତ ଅନେକ ପ୍ରକାର ଅନ୍ୟ ହିସାବ ମଧ୍ୟ ଯୋଡ଼ା ଯାଏ ତେଣୁ ରାଜ୍ୟ ଅନୁସାରେ ମୂଲ୍ୟବାନ ଧାତୁ ଦର ମଧ୍ୟ ବଦଳିଯାଏ |
ହେଲେ ଏବେ ଦେଶରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଆପଣ ଭାରତର ଯେଉଁ ଜାଗାରେ ସୁନା କିଣିଲେ ଆପଣଙ୍କୁ ଗୋଟିଏ ରେଟ ଦେବାକୁ ହେବ | ଏପରି ହେଲେ ସ୍ବର୍ଣ୍ଣ ବ୍ୟବସାୟୀ ଏବଂ ଜୁଲେରୀ ବ୍ୟବସାୟୀ ମଧ୍ୟ ସୁବଳ ହେବ | ୱାନ ନେସନ ୱାନ ରେଟ ଅନୁଯାଇ ଦେଶର ବଡ଼ ବଡ଼ ସହମତ ଲାଗୁ ହୋଇଛନ୍ତି |
ତେଣୁ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ସେପ୍ଟେମ୍ବର 2024 ରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହା ଉପରେ ଅଧିକାରୀଙ୍କ ଘୋଷଣା ହୋଇପାରେ | ଦେଶର ଏହି ପଲିସି ଲାଗୁ ହେବା ପରେ ଉପୁଜିବାକୁ ଥିବା ଆହ୍ୱାନର ମୁକାବିଲା ନିମନ୍ତେ ଗୋଲ୍ଡ ଇଣ୍ଡଷ୍ଟ୍ରି ନୂଆ ଯୋଜନା ପ୍ରସ୍ତୁତି କରିଛନ୍ତି | କେନ୍ଦ୍ର ସରକାର ସୁନା ଦର ସାରା ଦେଶରେ ସମାନ କରିବାକୁ ଚାହୁଁଛନ୍ତି
ଏହି ପଲିସି ଲାଗୁ ହେବା ପରେ ଦିଲ୍ଲୀ ,କୋଲକାତା ଚେନ୍ନାଇ ଯେକୌଣସି ମେଟ୍ରୋ ସହର ହେଉ ଅଥବା କୌଣସି ଛୋଟ ସହରରେ ଆପଣ ସ୍ବର୍ଣ୍ଣ ଅଳଙ୍କାର କିଣନ୍ତି ଏକ ସମାନ ମୂଲ୍ୟ ବୈଠ କରିବାକୁ ପଡ଼ିବ | ଏହି ପଲିସି ଲାଗୁ ହେଲେ ବଜାରରେ ପାରଦର୍ଶିତା ବଢ଼ିବ ଏହା ସୁନା ମୂଲ୍ୟରେ ଦର ମଧ୍ୟ ହ୍ରାସ ହୋଇପାରେ |