ରୋହିତ କୋହଲିଙ୍କ ଖେଳ ଶେଷ କରିବାକୁ ଆସିଲେ ଗମ୍ଭୀର ଓ ରାହୁଲ୍ ଙ୍କ ଯୋଡ଼ି, ଆଉ ଦେଖିବାକୁ ମିଳିବନି Kohli ଙ୍କ ସୋ ଚିନ୍ତାରେ ଫ୍ୟାନ୍ସ

ଟିମ ଇଣ୍ଡିଆର ନୂଆ କୋଚ ହେଲେ ଗୌତମ ଗମ୍ଭୀର କେଏଲ ରାହୁଲ ହେଲେ ଟିମ ଇଣ୍ଡିଆର କ୍ୟାପଟେନ ରୋହିତ କୋହଲିଙ୍କ ଯୁଗ ହେଲା ଶେଷ ଏବେ ରାହୁଲ ଏବଂ ଗମ୍ଭୀରଙ୍କ ଯୁଗ ଆରମ୍ଭ | ଜୁଲାଇ ଶେଷରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତ କରିବ ଯେଉଁଠି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଓଡିଆଇ ଏବଂ ତିନି ମ୍ୟାଚ ବିଶିଷ୍ଟ ଟିଟ୍ୱେଣ୍ଟି ଖେଳାଯିବ |

ଶ୍ରୀଲଙ୍କା ସହିତ ଟିମ ଇଣ୍ଡିଆର 27 ଜୁଲାଇରୁ ଆରମ୍ଭ ହେବ ଏବଂ ଟିଟ୍ୱେଣ୍ଟି ସିରିଜ ସର୍ବ ପ୍ରଥମେ ଖେଳାଯିବ ଶ୍ରୀଲଙ୍କା ଇଣ୍ଡିଆ ସିରିଜ ପାଇଁ ଦୁଇଦଳ ଘୋଷଣା କରାଯିବ | ତେବେ ଓଡ଼ିଆଇରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ କାରଣ ଉଇକେଟ କିପର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବର୍ତ୍ତମାନ କମବ୍ୟାକ କରିବାକୁ ଯାଉଛନ୍ତି | ସେ ଓଡିଆଇ ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ହୋଇପାରିବେ

ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶ୍ରୀଲଙ୍କା ବିପକ୍ଷରେ ଷ୍ଟାର ଖେଳାଳି କେଏଲ ରାହୁଲ ଟିମ ଇଣ୍ଡିଆର ଅଧିନାୟକ କରିବେ କାରଣ ମେଡିଆ ରିପୋର୍ଟ ଅନୁଯାଇ ଅଧିନାୟକ କରିବାରେ କେଏଲ ରାହୁଲଙ୍କ ନାମ ସର୍ବାଗ୍ରେ ରହିଛି | ମୁଖ୍ୟ କୋଚ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକଳାପ ଏବେ ଶେଷ ହୋଇଛି

ଯେଉଁଥିପାଇଁ ଟିମ ଇଣ୍ଡିଆର ନୂତନ କୋଚ ଭାବରେ ନିୟୋଜିତ ହୋଇଛନ୍ତି ଗୌତମ ଗମ୍ଭୀର | ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାଇ BCCI ଗମ୍ଭୀରକୁ ମୁଖ୍ୟ ପ୍ରଶିକ୍ଷଣ ଭାବରେ ଘୋଷଣା କରିପାରନ୍ତି ଏଥି ସହିତ ଖବର ଆସୁଛି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା କେବଳ ଟେଷ୍ଟ ମ୍ୟାଚ ଖେଳିବେ ସେମାନଙ୍କୁ ଓଡିଆଇ ମ୍ୟାଚରେ ଖେଳିବାକୁ ଅନୁମତି ଦିଆଯିବ ନାହିଁ

Leave a Reply

Your email address will not be published. Required fields are marked *