ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ଖୁବ ଶୀଘ୍ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନୁଷ୍ଠିତ ହେବ ନୂଆ ବିଦ୍ୟାଳୟ ,ସବୁ Student ମାନେ ଶୀଘ୍ର ଦେଖନ୍ତୁ

ଓଡ଼ିଶା ବାସୀଙ୍କ ପାଇଁ ମୋଦୀ ସରକାର ଘୋଷଣା କଲେ ବଡ଼ ଖବର ଯାହାକି ଓଡ଼ିଶାରେ ଲାଗୁ ହେବ ପିଏମ ଶ୍ରୀ ସ୍କୁଲ ,ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳ ରେ ଦୁଇଟି ଲେଖାଏଁ ସ୍କୁଲ ଖୋଲିବ କଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଚୁ ଓଡ଼ିଶାରେ ଲାଗୁ ହେବ ପିଏମ ଶ୍ରୀ ସ୍କୁଲ । ଓଡ଼ିଶାର ପ୍ରତି ବ୍ଲକର ଦୁଇଟି ଲେଖାଏ ସ୍କୁଲ ପ୍ରତି ପୌରାଞ୍ଚଳରେ ଖୋଲାଯିବ।

ରାଜ୍ୟରେ ପିଏମ ଶ୍ରୀ ସ୍କୁଲ ନେଇ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ଓଡ଼ିଶାର ଶିକ୍ଷା ସଚିବଙ୍କ MOU ସ୍ବାକ୍ଷରିତ ହୋଇଛି ଏହି ସବୁ ସ୍କୁଲ ର ଜାତୀୟ ଶିକ୍ଷାନୀତିର ପୁର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ । ଏହା ସବୁ ବିଦ୍ୟାଳୟ ପାଇଁ ଉଦାହରଣ ଭାବରେ କାର୍ଯ୍ୟ କରିବ ।

ଏହି ସ୍କୁଲ ଗୁଡ଼ିକ ଜାତୀୟ ଶିକ୍ଷାନୀତିର ହୋଇଥିବା ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠ ପଢ଼ାର ପଦ୍ଧତି ଶିକ୍ଷକ ମାନଙ୍କ ପରିବର୍ତ୍ତିତ ଦକ୍ଷତାକୁ ଗୋଟିଏ ସ୍କୁଲ ରେ ପରିପ୍ରକାଶ କରିବ । ପ୍ରଧାମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟରେ ଏହାକୁ ଲାଗୁ କରାଯାଇଛି

ରାଜ୍ୟରେ ପ୍ରାୟ ୮୦୦ ସ୍କୁଲ ନିୟୋଜିତ ହେବାର ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ରେ ପିଏମ ଶ୍ରୀ ସ୍କୁଲ ନିୟୋଜିତ ହେବାକୁ ଯାଉଛି ଜାତୀୟ ଶିକ୍ଷା ନୀତି କଳ୍ପନା ଯୋଜନାକୁ କାର୍ଯ୍ୟ କାରି କରିବା ପାଇଁ ପିଏମ ଶ୍ରୀ ସ୍କୁଲ କାର୍ଯ୍ୟରତ ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *