ଏବେ ଏବେ ସ୍କୁଲ ପିଲାଙ୍କ ପାଇଁ ଆସିଲା ବହୁତ ବଡ଼ ଅପଡେଟ ନୂଆ ସରକାର ଆସିଲା ପରେ ଏବେ ସ୍କୁଲ ପିଲାଙ୍କ ପାଇଁ ଆସିଲା ନୂଆ ଘୋଷଣା କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ସବୁ ସ୍କୁଲ ପିଲାଙ୍କ ପାଇଁ ବିଷୟଟି ଗୁରୁତ୍ୱପୂର୍ଣ୍ଣ ରହିବ । ବଦଳିବ ସ୍କୁଲ ୟୁନିଫର୍ମ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜାରି ହେଲା ଚର୍ଚ୍ଚା ଗତ ବର୍ଷ ନବମ ଏବଂ ଦଶମ ଶ୍ରେଣୀ ଙ୍କ ୟୁନିଫର୍ମ ରଙ୍ଗ ବଦଳି ଥିଲା
ନୀଳ ରଙ୍ଗକୁ ବଦଳାଇ ସବୁଜ ଏବଂ ଚେକ ସାର୍ଟ କରା ଯାଇଥିଲା ପୋଷାକର ଛାତିରେ ଲେଖା ଯାଇଥିଲା ଆମେ ଗଢ଼ିବୁ ନୂଆ ଉତ୍ସା ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ବିରୋଧୀ ଏବେ କଡ଼ ଲେଉଟା ଇଛି କ୍ଷମତା ବିଜେପି ସରକାର ଆସିବା ପରେ ପୁଣି ଥରେ ସ୍କୁଲ ୟୁନିଫର୍ମ କୁ ନେଇ ଉଠିଛି ପ୍ରଶ୍ନ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ କହିଛନ୍ତି ଯଦି ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ୍ରେସ କର୍ଡର ରଙ୍ଗ କରାଯାଇଥାଏ
ତେବେ ସେଥିରେ ପରିବର୍ତ୍ତନ ଆବଶ୍ୟକ ବିଭାଗ ସହିତ ଏନେଇ ଆଲୋଚନା ପରେ ସଠିକ ନିଷ୍ପତି ନିଆଯିବ ତେବେ ଏହାକୁ କାଉଣ୍ଟର କରିଛି ବିଜେଡି । ବିଜେଡି କହିଛି ପ୍ରଭାବ ବିସ୍ତାର ପାଇଁ ନୂଆ ସରକାର ଯୋଜନା ବଦଲାଇଛନ୍ତି ସୂଚନା ଅଛି 2023 ରେ ନୂଆ ଶିକ୍ଷାବର୍ଷ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ବଦଳି ଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣାରେ ପୋଷାକ ଓ ଚପଲ ମିଳୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷା ପିଲାଙ୍କୁ ମାଗଣା ୟୁନିଫର୍ମ ମିଳିଥିଲା
550 ଟଙ୍କାରେ ହଳେ ଜୋତା ଏବଂ ମଉଜା ଯୋଗାଇ ଦିଆଗଲା । ହେଲେ ପିଲାଙ୍କ ପୋଷାକ କୁ ନେଇ ଦେଖା ଦେଇଥିଲା ବିବାଦ ସେତେବେଳେ ସରକାର ଦଳରେ ଥିବା ରାଜା ଏବଂ ଐତିହିକ ଦଳର ରଙ୍ଗ ସହ ପିଲାମାନ ଙ୍କ ପୋଷାକ ସମାନ ବୋଲି ଅଭିଭାବକ ଉଠାଇ ଥିଲେ ବିରୋଧ । ନୂଆ ସରକାର ଓଡ଼ିଶାରେ ଆସିବା ପରେ ପୁଣି ଥରେ ୟୁନିଫର୍ମ ବଦଳିବ ବୋଲି ଜଣା ପଡ଼ିଛି।