Vastu: ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ମରିଗଲେ ବି କରନ୍ତୁ ନାହିଁ ଏହି ସବୁ କାମ ,ଘରକୁ ମାଡ଼ି ଆସିବ ଭୟଙ୍କର ଦାରିଦ୍ରତା

ମହିଳା ମାନେ ଶୋଇବା ପୂର୍ବରୁ ରାତିରେ କରିବେ ନାହିଁ ଏହି ସାତୋଟି କାର୍ଯ୍ୟ ଗୋଟିଏ ସ୍ତ୍ରୀ କିମ୍ବା ଗୋଟିଏ ଝିଅ ନିଜର ସବୁ କିଛି ଛାଡ଼ି ଅନ୍ୟ ଏକ ଅଜଣା ପୁଅର ହାତ ଧରି ଗୋଟିଏ ପୁଅର ଗୃହ ଲକ୍ଷ୍ମୀ ସାଜି ଥାଏ | ଗୃହ ଲକ୍ଷ୍ମୀର ଆଖ୍ୟା ଦିଆ ଯାଇଥିବା ସ୍ତ୍ରୀ ଘର ମଧ୍ୟରେ କରୁଥିବା ପ୍ରତ୍ୟକ କାର୍ଯ୍ୟ ଶୁଭ ଏବଂ ଅଶୁଭ ପ୍ରଭାବ ଘର ଉପରେ ପଡ଼ିଥାଏ | ଆପଣ ନିଶ୍ଚୟ ଜାଣିଥିବେ ଯେ ଗୋଟିଏ ଝିଅ ଘରକୁ ସ୍ୱର୍ଗ ଏବଂ ନର୍କ ବନାଇ ଥାଏ ଘରର ସ୍ତ୍ରୀ ଅଜାଣତରେ କରୁଥିବା ଏହି କେତୋଟି କାର୍ଯ୍ୟ ତାଙ୍କ ଶୋଇବା ପୂର୍ବରୁ ଭୁଲରେ କରିବା ସେମାନଙ୍କ ଜୀବନ ଏବଂ ଘର ପରିବାରକୁ ନଷ୍ଟ କରି ଦେଇଥାଏ ଏବଂ ତାହାର ଉନ୍ନତିରେ ବାଧା ସୃଷ୍ଟି କରିଥାଏ | ଯାହାକି ଦରିଦ୍ରତା ,ପାପ ଏବଂ ଆପଣଙ୍କ କରଜ ବଢ଼ିବାର କାର୍ଯ୍ୟ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ବିଷୟରେ ଯାହା ସ୍ତ୍ରୀ ଭୁଲରେ ଶୋଇବା ପୂର୍ବରୁ କରିବା ଉଚିତ ନୁହେଁ |

ପ୍ରଥମେ ସ୍ତ୍ରୀ ବା କୌଣସି ନାରୀ ରାତିରେ ଶୋଇବା ପୂର୍ବରୁ ନିଜ ଶରୀରରେ କୌଣସି ତେଲର ବ୍ୟବସ୍ଥା କରିବା ଅନୁଚିତ ହୋଇଥାଏ ଏହି ସମୟ ନକରାତ୍ମକ ଶକ୍ତି ମାନଙ୍କର ସମୟ ଏହି ସମୟରେ ଶରୀରରେ ତେଲର ବ୍ୟବହାର କରିବା ଦ୍ୱାରା ବୃହସ୍ପତି ଗ୍ରହ ଅସନ୍ତୋଷ ରହିଥାଏ | ଜନ୍ମ କୁଣ୍ଡଳୀର ଗ୍ରହ ଵୃହସ୍ପତି ଏକ ମୁଖ୍ୟ ଗ୍ରହ ଯାହାଙ୍କ ଅସନ୍ତୋଷ କ୍ଷଣ ମାତ୍ରେ ଜୀବନରେ ରହିଥିବା ପ୍ରତ୍ୟକ ଖୁସି ଆପଣଙ୍କ ଠାରୁ ଦୂରେଇ ଯାଇଥାଏ |

ରାତିରେ ମହିଳାମାନେ ନିଜେ କିମ୍ବା ଘରର କୌଣସି ସଦସ୍ୟଙ୍କୁ କ୍ଷୀର କିମ୍ବା ଦହିର ସେବନ ଦେବା ଉଚିତ । କହିବାକୁ ଗଲେ ରାତିରେ ପ୍ରାୟତଃ ସମସ୍ତେ ରୁଟି ସହିତ କ୍ଷୀର କିମ୍ବା ଦହିର ସେବନ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହିଭଳି କରିବା ଦ୍ଵାରା ଘରର ବାସ୍ତୁ ଖରାପ ହୋଇଯାଏ ଏହା ସହିତ ଏହା ଘରର କରଜ ଓ ଅଭାବକୁ ବି ବୁଦ୍ଧି କରିଥାଏ

ରାତିରେ ଶୋଇବା ପୂର୍ବରୁ ମହିଳାମାନେ ନିଜ ଶରୀରରୁ ଅଳଙ୍କାର କାଢିବା ଉଚିତ ନୁହେଁ ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାର ସୁନ୍ଦରତା ଓ ପବିତ୍ରତାର ଆଖ୍ୟା ଦିଆ ଯାଇଛି । ରାତିରେ ଶୋଇବା ପୂର୍ବରୁ ଅଳଙ୍କାର କାଢିବା ଦ୍ଵାରା ମହିଳା ମାନେ ଅପବିତ୍ର ହୋଇ ଯାଆନ୍ତି । ଏହିଭଳି କରିବା ଦ୍ଵାରା ସ୍ତ୍ରୀର ସମ୍ମାନ ହାନି ହୋଇଥାଏ

ମହିଳା ମାନେ ରାତିରେ ନଗ୍ନ କିମ୍ବା ନିଜର କେସକୁ ଖୋଲା କରିବା ଶୋଇବା ଉଚିତ ନୁହେଁ । ଏହାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଏହିଭଳି ଅବସ୍ଥାରେ ରାତିରେ ଶୋଇବା ଦ୍ଵାରା ଭୁତ ପ୍ରେତଙ୍କ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ସେଥିପାଇଁ ଏହିଭଳି ଶୋଇବା ଅନୁଚିତ ।

Leave a Reply

Your email address will not be published. Required fields are marked *