ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ଖୁସିର ଖବର ,ସରାକର ନେଲେ ବଡ଼ ନିଷ୍ପତି ପ୍ରତି ଗରିବ ଲୋକ ମାନଙ୍କୁ ମିଳିବ ଏହି ସୁବିଧା

ଏବେ ଏବେ ପ୍ରଧାନମନ୍ତ୍ରୀ ଅଭାସଯୋଜନକୁ ନେଇ ଆସିଲ ବୋହୁତ ବଡ଼ ଖବର । ବୋହୁତ ଲୋକଙ୍କୁ ମିଳିବାକୁ ଯାଉଛି ଆଭାସ ଯୋଜନାରେ ଘର । ତେବେ କଣ ଆସୁଛି ଅପଡେଟ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର ।

ଆଜି କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତି ପ୍ରସ୍ତାବକୁ ଅନୁମୋଦନ କରିଛି। ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ପାଇଁ ଭାରତ ସରକାର ୧୫/୧୬ ରୁ ୨୦୧୫/୧୬ ରୁ ପ୍ରଧାମନ୍ତ୍ରୀ ଆଭାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି

ପିଏମ୍ ଅଧୀନରେ ୧୦ ବର୍ଷ ମଧ୍ୟରେ ଆଭାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪କୋଟି ୨୧ ଲକ୍ଷ୍ୟ ଘର ନିର୍ମାଣ ହୋଇଛି । ନିର୍ମିତ ସମସ୍ତ ଘରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ଯୋଜନା ସହିତ ଘରଇ ଶୌଚାଳୟ LPG ସଂଯୋଗ ବିଦୁତ୍ ସଂଯୋଗ କାର୍ଯ୍ୟକ୍ରମ ଘରଇ ଟ୍ୟାପ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଥାଏ।

ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକ ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ଅଜି କ୍ୟାବିନେଟ୍ ବୈଠକରେ ନିଶ୍ଚିପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *