ବନ୍ଧୁଗଣ ଜୁନ ୧୫ରେ ପଡୁଅଛି ପବିତ୍ର ରଜ ସଙ୍କ୍ରାନ୍ତି । ଏହି ଦିନ ଠାରୁ ଏହି ୪ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କର ଭାଗ୍ଯର କବାଟ ଖୋଲିବାକୁ ଯାଉଛି । ଦୀର୍ଘ ୫୦୦ ବର୍ଷ ପରେ ରଜ ସଙ୍କ୍ରାନ୍ତି ରେ ହେବାକୁ ଯାଉଛି ଗ୍ରହ ମାନଙ୍କର ସଂଯୋଗ । ରାଶି ଚକ୍ରରେ ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ କାରଣରୁ ଗ୍ରହ ମାନଙ୍କରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ ।
୧. ମେଷ ରାଶି – ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଆଉଛି । ଆପଣ କଠିନ ରୁ କଠିନ କାମ ସହଜରେ କରି ଆଗକୁ ଆଗକୁ ବଢି ଚାଲିବେ । ପରିଶ୍ରମ ଓ ଶ୍ରମିକ କାମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଧନ ଲାଭ ହେବ । ଯାହା ଫଳରେ ପରିବାରର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣିପାରନ୍ତି ।
୨. ସିଂହ ରାଶି – ଏହି ରାଶିର ଲୋକଙ୍କୁ ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣ ଦିନ ରାତି ପରିଶ୍ରମ କରି ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆପଣ ଜରୁରୀ କାମରେ ନିସ୍ପତି ନେବାରେ ସଫଳ ହେବେ । ଆପଣଙ୍କର ଆଗାମୀ ସମୟ ଘୋଡା ଠାରୁ ଅଧିକ ଦୌଡିବାରେ ଲାଗିବ । ଧନ ନୂଆ ଧାରାରେ ବୋହିବ ।
୩. କନ୍ୟା ରାଶି – ଆପଣଙ୍କ ଘରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବ । ଯାହା ଫଳରେ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଚାକିରିରେ ଉନ୍ନତିର ବଡ ଖୁସି ଖବର ପ୍ରାପ୍ତ ହେବ । ଧନରେ ଅପାର ବୃଦ୍ଧି ହେବ । ସବୁ ପ୍ରକାରର ଦୁଖ କଷ୍ଟର ଅନ୍ତ ହେବ ।
୪. ମେଷ ରାଶି – ଆପଣଙ୍କ ଜୀବନରେ ସବୁ ପ୍ରକାରର ଖୁସି ଆସିବାକୁ ଆଉଛି । ଆପଣ କଠିନ ରୁ କଠିନ କାମ ସହଜରେ କରି ଆଗକୁ ଆଗକୁ ବଢି ଚାଲିବେ । ପରିଶ୍ରମ ଓ ଶ୍ରମିକ କାମ କରୁଥିବା ବ୍ୟକ୍ତିଙ୍କୁ ଅଧିକ ଧନ ଲାଭ ହେବ । ଯାହା ଫଳରେ ପରିବାରର ସଦସ୍ୟଙ୍କ ପାଇଁ ନୂଆ ନୂଆ ଜିନିଷ କିଣିପାରନ୍ତି ।