ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ସରକାର ନେଲେ ବଡ଼ ପଦକ୍ଷେପ ,School ଖୋଲିବା ପୂର୍ବରୁ ମାନିବାକୁ ପଡ଼ିବ ଏହି ସବୁ ନିୟମ

ନମସ୍କାର ବନ୍ଧୁଗଣ ସ୍କୁଲ ନିୟମରେ ହେଲା ବଡ଼ ପରିବର୍ତ୍ତନ ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଗୁଡ଼ିକ ଆସନ୍ତା 17 ତାରିଖରେ ଖୋଲିବାକୁ ଯାଉଅଛି ଏହା ମଧ୍ୟରେ ଜାରି ହେଲା ବଡ଼ ଅପଡେଟ ଯାହା ଆପଣ ସମସ୍ତେ ଜାଣିରଖିବା ଜରୁରୀ ଆସନ୍ତୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି କଣ ରହିଛି ବଡ଼ ଖବର ଜାଣିବା | ଆସନ୍ତା 17 ତାରିକରେ ଖୋଲିବ ସ୍କୁଲ ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି ଶ୍ରେଣୀ ଗୃହକୁ ନେଇ ଶୌଚାଳୟ ପରିସ୍କାର କରିବାକୁ ନିର୍ଦେଶ |

ସମସ୍ତ DEO ଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦେଶ ଶ୍ରେଣୀ ଗୃହ କ୍ୟାମ୍ପସ ସଫା କରିବା ସହିତ କଟାଯିବ ଅନା ବନା ଘାସ ଜାଞ୍ଜ ହେବ ମଧ୍ୟାହ୍ନ ଭୋଜନ ସାମଗ୍ରୀ ଏବଂ ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ତେବେ ସ୍କୁଲ ଖୋଲିବାର ଦିନକ ପୂର୍ବରୁ ଆସିବେ ପ୍ରାଚୀ ଏବଂ ସହତଙ୍କ ବୋଲି ଜଣାପଡ଼ିଛି ଖରା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ଘୋଷଣା କରିଥିଲେ ତେବେ ଏପ୍ରିଲ 25 ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ

ରାଜ୍ୟ ସରକାର ଏପ୍ରିଲ 22 ରୁ 24 ତାରିକ ପର୍ଯ୍ୟନ୍ତ ତିନିଦିନ ପାଇଁ ସ୍କୁଲକୁ ସକାଳୁଆ କରିଥିବା ବେଳେ ଆସନ୍ତା 25 ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ଏହା ସହିତ ମଧ୍ୟାହ୍ନ ଭୋଜନ ପାଇଥିବା ରୋଷେଇ ସାମଗ୍ରୀକୁ ଜାଞ୍ଜ କରାଯିବ ଏହାର ଏକ୍ସପେରି ତାରିଖ ଜାଞ୍ଜ କରାଯିବ ସ୍ମାର୍ଟ କ୍ଲାସ ରୁମ ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯିବ |

ସ୍କୁଲ ଖୋଲିବାର ଏକ ସପ୍ତାହ ପୂର୍ବରୁ ଇଣ୍ଟରନେଟ ସଂଯୋଗକୁ ନିଶ୍ଚିତ କରାଯିବ | ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ଏବଂ ପିଲାଙ୍କୁ ସୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ହୋଇଥିବା ବୈଠକରେ ଏପରି ନିଷ୍ପତି ନିଆଯାଇଛି

Leave a Reply

Your email address will not be published. Required fields are marked *