Vastu : ସକାଳୁ ଉଠି ମରିଗଲେବି ଦେଖନ୍ତୁ ନାହିଁ ଏହି ୫ଟି ଜିନିଷ ସର୍ବନାଶ ହେବ ,ମା ଲକ୍ଷ୍ମୀ କେବେବି ଆପଣଙ୍କ ଗୃହରେ ରହିବେ ନାହିଁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ମଣିଷକୁ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡ଼ିକର ଦର୍ଶନ କରିବା ଉଚିତ ହୋଇଥାଏ ଏହି ଜିନିଷ ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ଯେଉଁ ମଣିଷ ସକାଳୁ ଉଠି ଏହି ଜିନିଷର ଦର୍ଶନ କରିଥାଏ ତାହା ଜୀବନରେ ନକରାତ୍ମକତା ସମାପ୍ତ ହୋଇଥାଏ ଏବଂ ତା ଜୀବନ ସକାରାତ୍ମକତାରେ ଭରି ରହିଥାଏ ଆମ ଘରର ଆଖ ପାଖରେ ଏମିତି ଜିନିଷ ଥାଏ ଯାହା ନକରାତ୍ମକ ଶକ୍ତି ଛାଡ଼ି ଥାଏ ଏବଂ କିଛି ଏମିତି ଜିନିଷ ଥାଏ କିନ୍ତୁ ଆମେ ସକାଳୁ ଉଠି ନକାରାତ୍ମକ ବସ୍ତୁର ଦର୍ଶନ କରିଥାଆନ୍ତି ଏହା ଦ୍ୱାରା ଆମ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ତେବେ ଆସନ୍ତୁ ଜାଣିବା ସେହି ସବୁ ବସ୍ତୁ ଗୁଡ଼ିକ କଣ ଅଟେ |

ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ ଆଇନା କେବେ ମଧ୍ୟ ଦେଖିବା ଉଚିତ ନୁହେଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଅଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରାକୁ ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖା ଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକ-ରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ।

ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ସକାକୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମନୁଷ୍ୟର ଜୀବନରେ ଦୁର୍ଭା-ଗ୍ୟ ଆସିଥାଏ। କାରଣ ଛାଇ ମନୁଷ୍ୟ ଜୀବନରେ ଭ୍ରମ ଏବଂ ଭ-ୟ ନିର୍ମାଣ କରିଥାଏ। ସକାଳୁ ଉଠି ଆପଣ ଆପଣଙ୍କର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କର ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ। ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ। ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ।

ସକାଳୁ ଉଠି ଆପଣ ନିଜର ହାତ ପାପୁଲି ଦେଖନ୍ତୁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ମନୁଷ୍ୟକୁ ନିଜ ହାତ ପାପୁଲି ଦର୍ଶନ କରିବା ଉଚିତ। କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି,ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ। ଏଥିପାଇଁ ଆପଣ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରନ୍ତୁ

ଗୋମାତାଙ୍କର ଦର୍ଶନ। ସକାଳୁ ଉଠିବା ପରେ ହଠାତ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମାନାଯାଇଛି। ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କର ଦ୍ୱାର ପାଖକୁ ଗାଈ ଆସେ ତ ତାକୁ ମା-ଡ଼ ମା-ରି ଓଡାନ୍ତୁ ନାହିଁ ତାକୁ ରୁଟି ଖାଇବାକୁ ଦେଇ କାନରେ ମନସ୍କାମନା କୁହନ୍ତୁ ଗୋମାତାଙ୍କର କାନରେ ଆପଣ ମନସ୍କାମନା କହିବା ଦ୍ୱାରା ଗୋମାତା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରନ୍ତି। ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ

Leave a Reply

Your email address will not be published. Required fields are marked *