ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସରକାରଙ୍କ ବଡ଼ ନିଷ୍ପତି ସବୁ କର୍ମୀ ମାନଙ୍କ ବଢ଼ିବ ଦରମା ଜାଣନ୍ତୁ କେତେ ପାଇବେ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସରକାର କଲେ ବଡ ଘୋଷଣା ବଢ଼ିଲା ଅଙ୍ଗନୱାଡ଼ି କର୍ମୀ ଓ ସହକାରୀଙ୍କ ଦରମା ସରକାର ନେଲେ ବଡ ନିଶ୍ଚପତି | କେତେ ଟଙ୍କା ବଢ଼ିଲା କଣ ଆସିଛି ଅପଡେଟ ଏବଂ କେଉଁ ଜାଗାରେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ | ଅଙ୍ଗନୱାଡ଼ି କର୍ମୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର | ଅଙ୍ଗନୱାଡ଼ି କର୍ମୀଙ୍କ ଦରମା 3000 ଟଙ୍କା ବଢିଛି ଅଙ୍ଗନୱାଡ଼ି କର୍ମୀ ମାନେ ପୂର୍ବରୁ ମାସକୁ 10,000 ଟଙ୍କା ପାଉଥିବା ବେଳେ ଏବେ 13,000 ଟଙ୍କା ପାଇବେ |

ସେହି ପରି ସହାୟକ ମାନେ ମାସକୁ 5,700 ଟଙ୍କା ଦରମା ପାଇବେ | ଏଥିସହିତ ପ୍ରତିବର୍ଷ ଅଙ୍ଗନୱାଡ଼ି କର୍ମୀଙ୍କ ଦରମା 1000 ଟଙ୍କା ସହାୟକଙ୍କ ଦରମା 500 ଟଙ୍କାକୁ ବୃଦ୍ଧି କରାଯିବ | ସୂଚନା ମୁତାବକ ମଧ୍ୟପ୍ରଦେଶ ସରକାର ନିକଟଇରେ ଏହି ଭଳି ଏକ ବଡ଼ ନିଶ୍ଚପତି ନେଇଛନ୍ତି ତେଣୁ ଓଡ଼ିଶା ସରକାର କେବେ ଏହି ନିଶ୍ଚପତି ନେବେ ତାହାପାଇଁ ସମସ୍ତେ ଅପେକ୍ଷା କରିରହିଛନ୍ତି |

ମୁଖ୍ୟମନ୍ତ୍ରୀ ଶିବରାଜ ଙ୍କର ଅଧ୍ୟକ୍ଷରେ ଅନୁଷ୍ଠିତ ବୈଠକରେ ଏହି ନିଶ୍ଚପତି ନିଆଯାଇଛି | ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ଫଳରେ ରାଜ୍ୟରେ 97,135 ଅଙ୍ଗନୱାଡ଼ି କର୍ମୀ ଓ ସହାୟଙ୍କର ଫାଇଦା ହୋଇପାରିବ | ନିକଟରେ କେନ୍ଦ୍ର ସରକାର ଲଞ୍ଚ କରିଥିବା ଲଡଲି ବେହେନ ଯୋଜନ ମାଧ୍ୟମରେ ମଧ୍ୟ ଅଙ୍ଗନୱାଡ଼ି କର୍ମୀମାନେ ଉପକୃତ ହେବେ | ଯାହାକି ଅପଡେଟ ଆସୁଥିବା ମୁତାବକ ମଧ୍ୟପ୍ରଦେଶ ସରକାର ଅଙ୍ଗନୱାଡ଼ି କର୍ମୀ ଓ ସହାୟଙ୍କର ଦରମା ବୃଦ୍ଧି କରିଛନ୍ତି |

ତେଣୁ ଓଡ଼ିଶାରେ ଏହି ନିୟମ ନୂଆ ସରକାର ଗଠନ ହେବା ପରେ ଲାଗୁ କରାଯିବ ବୋଲି ସୂଚନା ମଧ୍ୟ ରହିଛି | ଆଉ ଏହା ସହିତ ଅବସର ଗ୍ରହଣ କରିଥିବା ଅଙ୍ଗନୱାଡ଼ି କର୍ମୀ ଓ ସହାୟକଙ୍କୁ ଏକ 1,25,000 ଟଙ୍କା ସହାୟତାର ରାଶି ପ୍ରଦାନ କରାଯିବ | ଏଥି ସହିତ ସ୍ୱାସ୍ଥ ଓ ଦୁର୍ଘଟଣା ବୀମା ବାବଦକୁ ୫ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *