Vastu: କଳାଜାଇ ଶ-ରୀ-ର-ରେ ଏହି ଜାଗାରେ ଥିଲେ ମହିଳା ଏବଂ ପୁରୁଷ ମାନେ ଭାଗ୍ୟବାନ ହୋଇଥାଆନ୍ତି ,ଆପଣଙ୍କର ଅଛି କି ଜାଣିରଖନ୍ତୁ

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ସଂସାରର ସବୁ ମନୁଷ୍ୟଙ୍କ ଶରୀରରେ କଳାଜାଇ ଦେଖା ଯାଇଥାଏ ଏବଂ ଏହି କଳାଜାଇ ଆପଣଙ୍କ ଭାଗ୍ୟ ,ଭବିଷ୍ୟ ,ଶୁଭତା ଏବଂ ଆପଣଙ୍କୁ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ କିନ୍ତୁ ଶରୀରରେ ଥିବା ସମସ୍ତ କଳାଜାଇ କେବଳ ଶୁଭ ହେବ ଆପଣଙ୍କୁ ଲାଭ ଦେବ ଏହା ବିଲକୁଲ ଠିକ ନୁହେଁ ସାମୁଦ୍ରିକ ଶାସ୍ତ୍ରରେ ଏମିତି କଥା କୁହାଯାଇଛି ଯାହା ଦ୍ୱାରା କଳାଜାଇକୁ ଜଡ଼ିତ କେତେ ସବୁ ରହସ୍ୟ ଯୋଡ଼ି ହୋଇ ରହିଛି ଯଦି ଆପଣ କୌଣସି ବ୍ୟକ୍ତି ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ସେ କେତେ ଭାଗ୍ୟଶାଳୀ ଅଟେ ତ ଆପଣ ଏହି ତଥ୍ୟର ସାହାଯ୍ୟ ଅବଶ୍ୟ ନେଇପାରିବେ | ଆପଣଙ୍କୁ ଏକ ମହତ୍ତ୍ୱ କଥା କହୁଅଛି କଳାଜାଇ ଜନ୍ମରୁ ଆପଣଙ୍କ ଦେହରେ ରହିଥାଉ ବୟସ ବଢିବ ସମୟରେ କଳା ଯାଇ ଉତ୍ପନ ହୋଇଯାଉ ଦୁଇଟି ଯାକ ମହତ୍ତ୍ୱ ପୁରା ପୁରୀ ସମାନ ଅଟେ ଆସନ୍ତୁ କଳାଜାଇ ଏବଂ ତା ବିଷୟରେ କୁହା ଯାଇଥିବା ତଥ୍ୟ ବିଷୟରେ ଜାଣିବା |

ନମ୍ବର 1 ନାକ ଉପରେ କଳାଜାଇ ହେବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ନାକ ଉପରେ କଳାଜାଇ ଥାଏ ଏପରି ବ୍ୟକ୍ତି ସ୍ୱାଭିମାନୀ ହୋଇଥାଆନ୍ତି ସେ ସର୍ବଦା ନିଜର ଦୃଢ଼ ଇଛା ଶକ୍ତି ଦ୍ୱାରା ଆଗକୁ ବଢ଼ି ଥାଆନ୍ତି | ନାକ ଉପରେ କଳାଜାଇ ରହିବା ହେତୁ ଏମାନଙ୍କ ସ୍ଵଭାଵ ଟିକେ ନଖରା ଦେଖାଇବା ଭଳି ହୋଇଥାଏ |

ନମ୍ବର 2 ଆପଣଙ୍କ ହାତର ପାପୁଲି ମଝିରେ କଳାଜାଇ ରହିବା ଏମିତି ବ୍ୟକ୍ତିଙ୍କୁ ସବୁବେଳେ ଶୁଭ ମନା ଯାଇଥାଏ ଶାସ୍ତ୍ର ଅନୁସାରେ ଏମାନଙ୍କ କୌଣସି କାର୍ଯ୍ୟ ରୋକି ନଥାଏ କିନ୍ତୁ ଏମାନଙ୍କ ଭାଗ୍ୟ ଉଦୟ ଭାଗ୍ୟ ପରେ ହିଁ ହୋଇପାରିଥାଏ | ଯଦି ଧନର କଥା ହେବା ଏମାନଙ୍କ ପାଖରେ କେବେବି ଧନର କମୀ ହୋଇନଥାଏ ଏମିତି ବ୍ୟକ୍ତି ସ୍ୱଭାବରେ ମନ ମୋହିନେଲା ଭଳି ହୋଇଥାଆନ୍ତି |

ନମ୍ବର 3 ଗୋଡ଼ର ଆଙ୍ଗୁଳିରେ କଳାଜାଇ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଧନର ଲାଭ ଅବଶ୍ୟ ମିଳିଥାଏ କିନ୍ତୁ ଏପରି ବ୍ୟକ୍ତି ବୁଲା ବୁଲି କରିବା ମୌଜ ମସ୍ତି କରିବା ଇଛା ରଖିଥାଆନ୍ତି | ଏହି କାରଣରୁ ଏମାନଙ୍କ ପାଖରେ କେବେବି ଧନ ନଥାଏ କିନ୍ତୁ ଏମାନେ ଜୀବନକୁ ଖୁବ ଉପଭୋଗ କରିଥାଆନ୍ତି |

ନମ୍ବର 4 ହାତର ମଝି ଆଙ୍ଗୁଳିରେ କଳାଜାଇ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି କଳାଜାଇ ବହୁତ ଲୋକଙ୍କ ହାତରେ ଦେଖା ଯାଇଥାଏ ଏବଂ ଯେଉଁ ବ୍ୟକ୍ତି ହାତରେ ଏଭଳି କଳା ଜାଇ ରହିଥାଏ ଏପରି ବ୍ୟକ୍ତି କର୍ମ ଏବଂ ଭାବର ଦୁଇଟିରେ ଧନୀ ହୋଇ ଥାଆନ୍ତି ଏମିତି ବ୍ୟକ୍ତି ନିଜ ଭାଗ୍ୟ ନିଜେ ଲେଖି ଥାଆନ୍ତି |

Leave a Reply

Your email address will not be published. Required fields are marked *