BSKY କାର୍ଡକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ,ବନ୍ଦ ହେବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସମସ୍ତେ ପାଇପାରିବେ ସୁବିଧା ଶୀଘ୍ର ଜାଣିରଖନ୍ତୁ

ବନ୍ଧୁଗଣ ଏବେ ଏବେ ବିଜୁ ସ୍ବାସ୍ଥ୍ୟ କାର୍ଡ ନେଇ ଆସିଲା ବହୁତ ବଡ଼ ଅପଡେଟ କୁହାଯାଉଛି ଯେ BSKY କାର୍ଡ ବନ୍ଦ କରାଯିବ ନାହିଁ କଣ ଆସିଚି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଚୁ ଜାଣିବା ପାଇଁ ବିଷୟ ଟିକୁ ଶେଷ ଯାଏ ଦେଖନ୍ତୁ । ଓଡ଼ିଶାରେ ବିଜେଡି ସରକାର ହଟିବା ପରେ ଏବେ ରାଜ୍ୟର ସବୁଠାରୁ ଲୋକପ୍ରିୟ ଯୋଜନା ହେଉଛି କୁହା ଯାଉଥିବା BSKY ଯୋଜନାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି ।

ପ୍ରକୃତରେ BSKY ଯୋଜନା ଲାଗୁ ହେବ କି ନାହିଁ ହସ୍ପିଟାଲ ଗୁଡ଼ିକରେ BSKY ଏହା ଭିତରେ କାମ କରିବ କି ନାହିଁ ଏବଂ କିଛି ହସ୍ପିଟାଲ ରୋଗୀଙ୍କୁ ଫେରାଉ ଦେଉଥିବା କଥା ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ କରିଛି ସ୍ବାସ୍ଥ୍ୟ ବିଭାଗ ସ୍ବାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ କହିଛନ୍ତି ଯେ BSKY ଯୋଜନା ଏବେ ବି ଜାରି ରହିଛି ।

BSKY କୁ ନେଇ ଘରୋଇ ହସ୍ପିଟାଲ ସହିତ ରାଜ୍ୟସରକାର କରୁଥିବା MOU ଏବେ ବି ବଳବତର ରହିଛି ରାଜ୍ୟରେ ବିଜେପି ସରକାର ଆସିବା ପରେ ସାମାଜିକ ଗଣ ମାଧ୍ୟମରେ ପ୍ରଚାର ହେଉଛି ଯେ ଘରୋଇ ହସ୍ପିଟାଲ ରେ BSKY ରେ ଚିକିତ୍ସା ଅର୍ଥ ଆଉ ପାଇବେ ନାହିଁ ।

ତେଣୁ ସେମାନେ ଡାକ୍ତରଖାନା ରେ ରୋଗୀଙ୍କୁ ଫେରାଇ ବାର ଅମଙ୍ଗ ହେଉଛନ୍ତି କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁଜବ ବୋଲି କହି ଗତ କାଲି ବିଜେପି ସରକାରଙ୍କ ବୟାନ ଏଭଳି ଦ୍ଵନ୍ଦକୁ ବଢାଇ ଦେଇଥିଲା ପରେ ଏନେଇ ମନମୋହନ ସ୍ପଷ୍ଟୀକରଣ କରିଥିଲେ ଯେ ଏପର୍ଯ୍ୟନ୍ତ BSKY ଯୋଜନା ବନ୍ଦ କରାଯାଇ ନାହିଁ ।

ଏବେବି BSKY ଯୋଜନା ଲାଗୁ ରହିଛି । ବହୁତ୍ ଜଲ୍ଦୀ ଲୋକ ମାନଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଓଡ଼ିଶା ବାସୀ ମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ମାଗଣା ସୁବିଧା ଯୋଗାଇ ଦିଆଯିବ

Leave a Reply

Your email address will not be published. Required fields are marked *