Sabitree Brata: ଆଜି ସାବିତ୍ରୀ ବ୍ରତ, ଭୁଲରେ ବି ଖାଆନ୍ତୁ ନାହିଁ ଏହି ୩ ଜିନିଷ, ନଚେତ ହେଇଯିବ ସର୍ବନାଶ…

ନମସ୍କାର ବନ୍ଧୁଗଣ ସାବିତ୍ରୀ ବ୍ରତ ରଖୁଥିବା ମା ଏବଂ ଭଉଣୀ ମାନେ ଏହି ବିଷୟ ଟିକୁ ନିଶ୍ଚିତ ଭାବରେ ଦେଖନ୍ତୁ ଆଜିର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଅଅଛୁ ଏହି ବର୍ଷର ସାବିତ୍ରୀ ବ୍ରତର ଶୁଭ ସମୟ କଣ ରହିଅଛି ଆପଣ ସାବିତ୍ରୀ ବ୍ରତ ର କେଉଁ ସବୁ ଭୁଲରୁ ବଞ୍ଚିତ ରହିବା ଉଚିତ କେଉଁ ମହିଳା ମାନେ ବ୍ରତ ନକରିବା ଉଚିତ ପୂଜା କରିବା ସମୟରେ କେଉଁ ସବୁ ଭୁଲ ନକରିବା ଉଚିତ୍ ମା ସାବିତ୍ରୀଙ୍କ କଣ ଚଢ଼ାଇବା ଉଚିତ୍ ଏବଂ ସାବିତ୍ରୀ ବ୍ରତ ଦିନ କେଉଁ ଜିନିଷ ଖାଇବା ଉଚିତ ହୋଇଥାଏ ଏବଂ କେଉଁ ଜିନିଷ ଖାଇବା ଅନୁଚିତ ହୋଇଥାଏ ।

ବନ୍ଧୁଗଣ ଓଡ଼ିଆ ଘରର ବୋହୂ ମାନଙ୍କ ଏକ ଶ୍ରେଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ଏହି ପର୍ବ 6 ଜୁନ ଅର୍ଥାତ୍ ଆଜି ପାଳନ କରାଯାଉଛି । ଓଡ଼ିଆ ଘରର ବୋହୂ ମାନେ ନିଜ ସ୍ଵାମୀଙ୍କ ଶୁଭଶୀ ଏବଂ ଦୀର୍ଘ ଆୟୁଷର କାମନା ପାଇଁ ବ୍ରତ ରଖିଥାଆନ୍ତି ସବୁ ନାରୀଙ୍କ ଇଚ୍ଛା ଥାଏ ଜୀବନ ସାରା ସଧବା ହୋଇ ରହିବା ପାଇଁ ଏଥିପାଇଁ ଏହି ବ୍ରତକୁ ନିଷ୍ଟର ସହିତ ପାଳନ କରିଥାଆନ୍ତି ଆପଣ ମାନେ ଜାଣନ୍ତି କି ଏହି ବ୍ରତ ରେ ନାରୀ ମାନେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଏହି ଦିନ କେଉଁ ଦେବତାଙ୍କ ପୂଜା କରିବା ଉଚିତ ହୋଇଥାଏ ଏହି ଦିନ ଶ୍ରୀଦେବୀ ଏବଂ ଶ୍ରିଦେବଙ୍କ ପୂଜା କରାଯାଏ । ଏହି ଦିନ ଲକ୍ଷ୍ମୀ ପାର୍ବତୀ ଏବଂ ସାବିତ୍ରୀଙ୍କ ପୂଜା କରାଯାଏ କିମ୍ବା ବ୍ରହ୍ମା,ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିପାରିବେ ଏହି ଦିନ ବରଗଛ କୁ ପୂଜା କରା ଯାଇଥାଏ ତେବେ ଭୁଲ ରେ ଏହି ଦିନ ମହିଳା ମାନେ ଘରକୁ ଆମିଷ ଆଣନ୍ତୁ ନାହିଁ ଏବଂ ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଖାଦ୍ୟ ଘରେ ବନାନ୍ତୁ ଆପଣ ଯେକୌଣସି ଜିନିଷ ଅର୍ପଣ କରନ୍ତୁ ଧ୍ୟାନ ଦେବେ।

ହେ କୌଣସି ଜିନିଷ ଖଣ୍ଡିଟ ଯେପରି ହୋଇନଥିବ ଏହା ପରେ ଆପଣ ଅର୍ପଣ ନିଶ୍ଚୟ ଆପଣ ସାବିତ୍ରୀ ବ୍ରତ ଦିନ ସବୁ ପ୍ରକାର ଫଳ ଏବଂ ପରିବା ଖାଇ ପାରିବେ କିନ୍ତୁ କୌଣସି ଫଟା ଭଙ୍ଗା ଜିନିଷ ହୋଇନଥିବା ଦରକାର । ଯେବେ ଆପଣ ଚୁଡ଼ି ପିନ୍ଧିବେ ମନେ ରଖନ୍ତୁ ସେ ଚୁଡ଼ି ଯେମିତି ଭଙ୍ଗା ଫଟା ହୋଇନଥିବ ନୀଳ ରଙ୍ଗର ଚୁଡ଼ି କିମ୍ବା କଳା ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ୍ ନୁହେଁ ଏହା ଦ୍ଵାରା ଘୋର ପାପ ଲାଗିଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ।

Leave a Reply

Your email address will not be published. Required fields are marked *