ବିଦାୟୀ ବେଳେ ଭୋ ଭୋ ହୋଇ କାନ୍ଦିଲେ ନବୀନ, ଓଡିଶା ଛାଡ଼ି ତାମିଲନାଡୁ ଚାଲିଗଲେ ପାଣ୍ଡିଆନ, ଦେଖନ୍ତୁ ସମ୍ପୂର୍ଣ ଖବର

ଦର୍ଶକବନ୍ଧୁ ବସରେ ବସିଲେ ଓଡ଼ିଶା ଛାଡ଼ି ତାମିଲନାଡୁ ଚାଲିଗଲେ କୁଆଡେ ଗଲେ ପାଣ୍ଡିଆନ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ନୂଆ CM ଆସିବା ପୂର୍ବରୁ ପାଣ୍ଡିଆନ କୁଆଡେ଼ ଶୂନ୍ୟ ହୋଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇ ସାରିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବର୍ତ୍ତମାନ ସମୟରେ ଏକ ବଡ଼ ଅପଡେଟ ଆସି ପହଁଚି ଥିଲା ଯେ ପାଣ୍ଡିଆନ ଯିଏ କି ପ୍ରଥମରୁ ଇଲେକ୍ସନ ସମୟରୁ କହିଥିଲେ କି ଯଦି ସେ ହାରି ଯାଆନ୍ତି ସେ ରାଜନୀତି ରୁ ସନ୍ନ୍ୟାସ ନେବେ ।

ଆଉ ଏବେ ଇଲେସ୍କନ ରେଜଲ୍ଟ ଆସିଲା ପରେ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁ ନାହିଁ ସମସ୍ତଙ୍କର ଗୋଟିଏ ନଜର ପାଣ୍ଡିଆନ କୁଆଡେ ଗଲେ । ମୁଖ୍ୟମନ୍ତ୍ରୀ ଆଜି ସକାଳେ 11.30 ମିନିଟ ସମୟରେ ରାଜ ବାଳଙ୍କ ଅଫିସ ରେ ଯାଇ ନିଜ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇ ମନ ଦୁଃଖରେ ଫେରିଥିଲେ । ହେଲେ ସେତେବେଳେ ବି ପାଣ୍ଡିଆନ ତାଙ୍କ ସାଥିରେ ରହିଥିଲେ ଏବେ କଥା ପଡ଼ିଛି କୁଆଡେ ଗଲେ ଭିକେ ପାଣ୍ଡିଆନ ଯିଏ କୁ ରାଜନୀତି ରୁ ଇସ୍ତପା ନେବାର ଥିଲା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା

ହେଉଛି ଯେ ସେ ଏବେ କୁଆଡେ ତାମିଲନାଡୁ ଚାଲି ଯାଇଛନ୍ତି ଏମିତିକି ଟିକେଟର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ସମସ୍ତେ ଜାଣିଥିବେ ଓଡ଼ିଶାରେ ଏବେ ବିଜେପି ସରକାର ଗଡ଼ିଚି ଆପଣଙ୍କ ବହୁତ ଭଲ ପାଇବା ଏବଂ ସପୋର୍ଟ ଯୋଗୁଁ ବିଜେପି ସରକାର ନୂଆ ହେବାକୁ ଯାଉଛନ୍ତି ।

ପରିବର୍ତ୍ତନ ସୋରର ଆଜି ଲେଖା ଛିଡ଼ି ଯାଇଚି ଆପଣ ମାନେ ଜାଣିଥିବେ ନୂଆ ଇତିହାସ ରଚିବାକୁ ଯାଉଛି 24 ବର୍ଷୀୟ ମୁଖ୍ୟମନ୍ତ୍ରୀ ଏବେ ଇସ୍ତପା ଦେବା ପରେ ବିଜେପି ସରକାର ଗଡ଼ିବାକୁ ଯାଉଛି । ଏହି ସବୁ ଭିତରେ ଓଡ଼ିଆବାସୀ ଙ୍କ ମନରେ ଗୋଟିଏ ପ୍ରଶ୍ନ ଭୀକେ ପାଣ୍ଡିଆନ କୁଆଡେ ଗଲେ |

Leave a Reply

Your email address will not be published. Required fields are marked *