ଆଜିର ରାଶିଫଳ 5 ଜୁନ ବୁଧୁବାର 2024, କେମିତି କଟିବ ଆଜିର ଦିନ

ମେଷ: ସଫଳତା ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁତାସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କଠାରୁ ଧନପ୍ରାପ୍ତି ଇତ୍ୟାଦିର ସମ୍ଭାବନା । ଏହି ଦିନ ଶିକ୍ଷା, ପରୀକ୍ଷା ଓ ଭ୍ରମଣ ପାଇଁ ଶୁଭ ଅଟେ |

ବୃଷ: ଅର୍ଥହାନୀ, ବିଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେଶନ୍ ଇତ୍ୟାଦିର ସମ୍ଭାବନା

ମିଥୁନ: ଉତ୍ତମ ସ୍ବାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାମ୍ୟୋଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନରେ ଶାନ୍ତି, ବନ୍ଧୁମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ଇତ୍ୟାଦିର ସମ୍ଭାବନା |

କର୍କଟ: ନିର୍ଭଶୀଳତା, ଆଳସ୍ୟ, ଇର୍ଷା, ହାନୀ, ବ୍ୟୟ, ଦୁର୍ଘଟଣା, ବନ୍ଧୁ ବାନ୍ଧବ ଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଇତ୍ୟାଦିର ସମ୍ଭାବନା |

ସିଂହ: ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ,ସର୍ବସୁଖ ପ୍ରାପ୍ତି, ଅର୍ଥଲାଭ, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ବିବାହ ଯୋଗ ଓ ସୁଖାଦ୍ୟ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

କନ୍ୟା: ଲକ୍ଷ୍ୟପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକସମ୍ପର୍କ, ସାମଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା |

ତୁଳା: ଦୌର୍ବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନୀ ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନହାନୀ ଇତ୍ୟାଦିର ସମ୍ଭାବନା |

ବିଛା: ଶତ୍ରୁବୃଦ୍ଧି, ଅର୍ଥହାନୀ, ଭୟ, ସ୍ବାସ୍ଥ୍ୟରେ ଅବନ୍ନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିର ସମ୍ଭାବନା |

ଧନୁ: ଅର୍ଥଲାଭ, ସୁଖାଦ୍ୟ ଓ ସୁବ ପ୍ରାପ୍ତି, ଯାନବାହାନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ ଓ ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର ସମ୍ଭାବନା |

ମକର: ଅର୍ଥଲାଭ, ଶତ୍ରୁ ଉପରେ ବିଜୟ ଉତ୍ତମ ସ୍ବାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି ଇତ୍ୟାଦିର ସମ୍ଭାବନା

କୁମ୍ଭ: ସ୍ବାସ୍ଥ୍ୟ ହାନୀ, ଦୁଃଖ, ସର୍ବକ୍ଷେତ୍ରରେ ବିଘ୍ନ, ପାଚନଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନୀ, ସମ୍ମାନହାନୀ, ଦାରିଦ୍ର୍ୟ, ପ୍ରେମରେ ଅସଫଳତା ଇତ୍ୟାଦିର ସମ୍ଭାବନା |

ମୀନ: ଭୟ, ଚିନ୍ନା, ଅର୍ଥହାନୀ, ପାରିବାରିକ ଅଶାନ୍ତି, ରୋଗ, ସନ୍ଦେହ ଇତ୍ୟାଦିର ସମ୍ଭାବନା | କଳହ ଓ ମତଭେଦ ରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ |

Leave a Reply

Your email address will not be published. Required fields are marked *