ଏବେ ଏବେ ଆସିଲା ବଡ଼ ଦୁଃଖ ଖବର, ଆଉ ନାହାଁନ୍ତି ଏହି Actress, ଶୋକରେ ପୁରା କଳାକାର ଜଗତ !

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ତରଙ୍ଗ ଟିଭି ଦ୍ଵାରା ପ୍ରସାରିତ ରଜାଯୋଗ ସିରିଏଲ ଟିକୁ ନିହାତି ଭାବରେ ଦେଖିଥିବେ ହେଲେ ହେଲେ କଣ ଆପଣ ଏହି ସିରିଏଲ ର ଅଭିନେତ୍ରୀଙ୍କ ବିଷୟରେ ଜାଣିନାହାନ୍ତି ଯଦି ଜାଣିନାହାନ୍ତି ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ସୂଚନାରୁ ଜଣା ପଡ଼ିଛି ଯେ ଏହି ସିରିଏଲ ସୁଟିଂ ସମୟରେ କିଛି ଏପରି ଅଘଟଣ ଘଟିଥିଲା

ଯାହା ପାଇଁ ଆପଣ ଆସନ୍ତା କାଲିଠାରୁ ଏହି ସିରିଏଲ ଟିକୁ ଆସୁ ଟିଭି ମାଧ୍ୟମରେ ଦେଖି ପାରିବନାହିଁ ! ଏମିତି କଣ ଘଟିଲା ସୁଟିଂ ସେଟ୍ ରେ ଯାହା ଫଳରେ କାଲିଠାରୁ ଏହି ସିରିଏଲ ଟି ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ ଆସନ୍ତୁ ଜାଣିବା । ଆପଣ ମାନେ ଏହି ସିରିଏଲ ରେ ଅଭିନୟ କରିଥିବା ଅଭିନେତ୍ରୀ ଦୀୟାଙ୍କୁ ତ ନିହାତି ଭାବରେ ଜାଣିଥିବେ ତାଙ୍କ ପ୍ରକୃତ ନାମ ହେଉଛି |

ଲବ୍ରେମ୍ ଖାଁ ସେ ଏହି ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳୁଥିଲା ତାଙ୍କୁ ନେଇକି ଏବେ ଆସି ଯାଇଛି ବହୁତ୍ ବଡ଼ ଖବର ଯାହାକି ସୂଚନା ମିଳୁଛି ଯେ ଦୀୟା ଏହି ସିରିଏଲ ଟିକୁ ଅଧାତୁ ଛାଡ଼ି ଦେଇଛନ୍ତି ସେଥି ପାଇଁ ଡାଇରେକ୍ଟର ତାଙ୍କୁ ସିରିଏଲ ରେ ମୃ-ତ କରି ଦେଉଛନ୍ତି ଯେଉଁଥି ପାଇଁ ଏହି ସିରିଏଲ ଆଉ ଅଲଗା ବାଟ ନେବାକୁ ଯାଉଛି |

ସେଥି ପାଇଁ ଆପଣମାନଙ୍କୁ ଦିୟା କିଛି ଦିନ ପାଇଁ ଏହି ସିରିଅରେ ଦେଖିବାକୁ ମିଳିବେ ନାହିଁ । ହେଲେ ଏହାକୁ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ଲୋକ ମାନେ ଭୁଲ ତଥ୍ୟ ଦେଉଛନ୍ତି ଯେ ସିରିଏଲ ର କଳାକାର ସତରେ ମୃ-ତୁ ବରଣ କରିଛନ୍ତି । ଏହା ସାତ ଯେ ଏହି ସିରିଏଲ ଖୁବ୍ ଶୀଘ୍ର ଶେଷ ହୋଇଯିବ ହେଲେ କେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ କର ଏ ନେଇ କୌଣସି ସୂଚନା ଡାଇରେକ୍ଟର କି ପ୍ରଡୟୋଶର ପ୍ରଦାନ କରିନାହାନ୍ତି ।

Leave a Reply

Your email address will not be published. Required fields are marked *