ନିଜ ଭକ୍ତର ଧର୍ଯ୍ୟର ପରୀକ୍ଷା ନେଲେ ପ୍ରଭୁ ଜଗନାଥ ,ପ୍ରକୃତ ସତ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ଭକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ

କାଳିଆ ଠାକୁରେ ସେ ଭାବରେ ଡାକିଦେଲେ ସେ ସବୁ କଥା ଶୁଣେ । ଖାଲିଯେ ଶୁଣେ ତା ନୁହେଁ ବରଂ ଏମିତି ଅନୁଭବ ସିଏ ଦିଏ ତାହା ଜୀବନ ଯାକ ପାଇଁ ଭୁଲି ହୁଏନି । କେହି କେହି ତାଙ୍କ କୃପା ପାଇ ନିଜ ଜୀବନକୁ ତାଙ୍କରି ନାଁରେ ସମର୍ପି ଦେଇଛନ୍ତି । ଯିଏ ଆକୁଳରେ ଡାକିଛି ତାକୁ କୋଳେଇ ନେବା ପାଇଁ ସେ ସେମିତି ଦୁଇ ହାତ ଟେକି ବସିଛନ୍ତି । ଆଉ ଭକ୍ତ ପାଇଁ ଆନନ୍ଦର ପସରା ଖୋଲି ସୁଖ ବାଣ୍ଟଛନ୍ତି । ଏଇ ଯେମିତି ଯାଜପୁରର ମନୋଜ ନାୟକଙ୍କ ଦୁଃଖକୁ ଦୂର କରି ଆନନ୍ଦ ଦେଇଛନ୍ତି ।

2020 ମସିହାରେ ପ୍ରେମ ବିବାହ କରିଥିଲେ ମନୋଜ ବାବୁ ବିବାହର 6 ମାସ ମଧ୍ୟରେ ଛୁଆଟିଏ ଚେଷ୍ଟା କଲେ ସଫଳ ହେଲେ ନାହିଁ ବାରମ୍ବାର ଚେଷ୍ଟା ସତେ ବିଫଳ ହେଲା ପରେ ମନୋଜ ଆଉ ତାଙ୍କ ସ୍ତ୍ରୀ ଯାଇ ଯାଜପୁରର ଏକ ଗହରାଈ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ନେଲେ ଏବଂ ସେଥିରେ ମଧ୍ୟ ବିଫଳ ହେଲେ ତାପରେ କିଛି ଲୋକ ପରାମର୍ଶରେ କଟକରେ ଏକ ଗହରାଈ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଲେ ସେ କିଛି ଦିନ ପାଇଁ ମେଡିସିନ ଦେଲେ ଆଉ ତିନି ମାସ ପରେ ପୁଣି ଆସିବାକୁ କହିଲେ ଆଉ |

ମେଡ଼ିସିନ ଖାଇଲେ ଆଉ ତିନିମାସ ପରେ ପୁଣି ସେହି ଡାକ୍ତରଙ୍କ ପାଖକୁ ଗଲେ ଆଉ ସେହି ଡାକ୍ତର କିଛି ଟେଷ୍ଟ କରିବାକୁ କହିଲେ ଆଉ ଟେଷ୍ଟରୁ ଯାହା ଜଣାପଡିଲା ମନୋଜ ବାବୁଙ୍କ ସ୍ତ୍ରୀଙ୍କ ଗର୍ଭାଶୟରେ କିଛି ଅସୁବିଧା ଅଛି ଯାହାପାଇଁ ସେ ମାଆ ହୋଇ ପାରୁନାହାନ୍ତି | ସେ ଡାକ୍ତର ଅଲଗା ମେଡ଼ିସିନ ଖାଇବାକୁ ଲେଖିଥିଲେ ଆଉ ନିରାଶ ନହୋଇ ପିଲାପାଇଁ ଚେଷ୍ଟା କରିବାକୁ କହି ଛାଡି ଦେଇଥିଲେ ଏହାପରେ ଦୁଇମାସପରେ ଟେଷ୍ଟରୁ ଜାଣିବାକୁ ପାଇଲେ ଯେ ସେ ମା ହେବାକୁ ଯାଉଛନ୍ତି |

ଆଉ ଏହା ଜାଣି ଦୁହେଁ ବହୁତ ଖୁସି ହୋଇଗଲେ ଆଉ ଭଗବାନଙ୍କୁ ଧନ୍ୟବାଦ ଜଣାଇଲେ ଆଉ ସେହି ଡାକ୍ତରଙ୍କ ପାଖକୁ ଗଲେ ଆଉ ଡାକ୍ତର ତାଙ୍କୁ ତିନିମାସର ଅଲଟ୍ରାସାଉଣ୍ଡ କରିବାକୁ କହିଲେ ଡାକ୍ତରଙ୍କ ପାଖରୁ ସବୁ ପରାମର୍ଶ ନେଇ କ୍ଲିନିଙ୍ଗରୁ ବାହାରିବା ବେଳେ ପୁଣି ଡାକ୍ତର ପଛରୁ ଡାକିଲେ ଟିକେ ସାବଧାନ ହୋଇ ରହିବ ଏଇଥିପାଇଁ ବହୁତ ଗୁଡିଏ ରିସ୍କ ଅଛି ଟିକେ ସାବଧାନ ହୋଇ ରହିବ ଆଉ କହିଲେ ତୁମ ଘର ଯାଜପୁରରେ ଆଉ ଗଲାବେଳେ ମା ବିରାଜଙ୍କୁ ଟିକେ ଦର୍ଶନ କରିଦେବ |

ଡାକ୍ତରଙ୍କ କହିବା ଅନୁସାରେ ମନୋଜ ଆଉ ତାଙ୍କ ସ୍ତ୍ରୀ ବହୁତ ହୁସିଆରରେ ଚଳିଲେ ଆଉ ତିନିମାସ ପରେ ସେ ଅଲଟ୍ରାସାଉଣ୍ଡ କରିଲେ କିନ୍ତୁ ରିପୋର୍ଟ ଆସିବାପରେ ତାକୁ ଦେଖି ତାଙ୍କର ପାଦତକଳୁ ମାଟି ଖସିଗଲା | ଡାକ୍ତର କହିଲେ ଯେ ପିଲାଟିର ହାଟବିଟ ଚାଲୁନି ଆଉ ପିଲାଟି ଗର୍ଭରୁ ନଷ୍ଟ ହୋଇଯାଇଛି | ଏକଥା ଶୁଣି ଉଭୟ ଭାଙ୍ଗି ପଡିଲେ ମନୋଜ କିନ୍ତୁ ରିପୋର୍ଟକୁ ଭରସା ନକରି ଆଉ ଗୋଟିଏ ଜାଗାରେ ଯାଇ ଟେଷ୍ଟ କରିଲେ କିନ୍ତୁ ସେହି ରିପୋର୍ଟବି ସମାନ ଆସିଲା ଆଉ ଏହାପରେ ଆପଣ ତଳେଦିଆଯାଇଥିବା ଭିଡ଼ିଓ ରୁ ଶୁଣି ପାରିବେ…

Leave a Reply

Your email address will not be published. Required fields are marked *