Cricket : ଚାଲି ଯାଇଥୁଲା ସବୁ ୱିକେଟ ତାପରେ ଆସିଲା ପାଣ୍ଡ୍ୟା ଏବଂ ପନ୍ତଙ୍କ ଝଡ଼ ହାରିବା ମ୍ୟାଚକୁ ଜିତିଲା ଭାରତ

ହାରୁ ଥିବା ମ୍ୟାଚ ଟିକୁ ଜିତିଲା ଭାରତ ରଚିଲା ନୂଆ ଇତିହାସ ବଜୀମାରିଦେଲା ଭାରତୀୟ କ୍ରିକେଟ ଦଳ ବ୍ୟାଟିଂ ବୋଲିଂ ରେ କମାଲ କଲେ ଭାରତୀୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍ ମଧ୍ୟରେ ଅତିଲଜ୍ୟ ଜନକ ଭାବରେ ପରାଜୟ ବରଣ କଲା ଟିମ୍ ବାଂଲାଦେଶ । ହଁ ଦର୍ଶକ ବନ୍ଧୁ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବ ପୂର୍ବରୁ ଭାରତ ନିଜର ଏକମାତ୍ର ମ୍ୟାଚ୍ କୁ ଜିତି ନିଜର ପ୍ରସ୍ତୁତିକୁ ଅଭ୍ୟାସ ମ୍ୟାଚ୍ ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଅତି ସୁନ୍ଦର ପ୍ରଦର୍ଶନ କରିଥିଲେ |

ବଙ୍ଗଳାଦେଶ କୁ ୬୦ ରନର ବଡ ବ୍ୟବଧାନରେ ପରାସ୍ତ କରିଛି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସୀମିତ ୨୦ ଓଭର ମଧ୍ୟରେ ୫ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା ରିଶବ ୫୩ ରନ୍ ର ଦମଦାର ପାରି ଖେଲିଥିବା ବେଳେ ହାର୍ଦ୍ଧିକ ପାଣ୍ଡିଆ ଅପରାଜିତ ୪୦ ରନ୍ ଓ ସୂର୍ଯ୍ୟ କୁମାର ୩୧ ରନର ବିସ୍ଫୋରକ ପରି ଖେଳିଥିଲେ

ତେବେ ୧୮୩ ରନର ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ବାଂଲାଦେଶ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ଭାରତର ବୋଲର ମାନଙ୍କର ଅକ୍ରମନାତ୍ମକ ବୋଲିଂ ଆଗରେ ବାଂଲାଦେଶର କୌଣସି ବ୍ୟାଟ୍ସମ୍ୟାନ୍ ଟ୍ରିଷ୍ଟି ପାରିନଥିଲେ ମଦ୍ୟକ୍ରମରେ ମହମ୍ମଦ ଅବ୍ଦୁଲା ୪୦ ରନ୍ ସଂଗ୍ରହ କରିଥିଲେ

ହସଲ୍ ୨୮ ରନ୍ କରି ଦଳକୁ ୧୦୦ ରନ୍ ପାର କରାଇବାରେ ସଫଳ ହୋଇଥିଲେ ବାକି ସାତ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ମଧ୍ୟ ଛୁଇ ପରିବାର ସକ୍ଷମ ହୋଇ ପାରିନଥିଲେ ଶେଷରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସଂଗ୍ରହ କରିପାରିଥିଲା ଓ ଲଜ୍ଜ୍ୟା ଜନକ ବିପର୍ଯ୍ୟୟ ଭୋଗିଥିଲେ ।

Leave a Reply

Your email address will not be published. Required fields are marked *