ଏବେ ଏବେ ସରକାର କଲେ ବଡ଼ ଘୋଷଣା ,ନିର୍ବାଚନ ପରେ ସବୁ ଚାଷୀ ଭାଇ ମାନଙ୍କୁ ମିଳିବ ଟଙ୍କା ଜାଣନ୍ତୁ କିପରି ଲାଭ ଉଠାଇବେ

ନମସ୍କାର ବନ୍ଧୁଗନ ଏବେ ଏବେ ଆସିଛି ବହୁତ ବଡ଼ ଅପଡେଟ 2024 ନିର୍ବାଚନରେ ଯଦି ବିଜେଡି ସରକାର ଆସେ ମିଳିବ ବହୁତ ସାରା ସୁବିଧା ଘୋଷଣା ହେଲା କିଛି ନୂଆ ଯୋଜନା କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ | 2024 ନିର୍ବାଚନରେ ବିଜେଡି ଜିତିଲେ ବହୁତ ସାରା ମିଳିବ ଫାଇଦା | ତେବେ ଚାଷୀ ମାନଙ୍କୁ ବହୁତ ସାରା ଫାଇଦା ମିଳିବା ସହିତ ଝିଅ ବାହାଘର ପାଇଁ ମଧ୍ୟ ମିଳିବ 25,000 ଟଙ୍କା |

ଏହା ସହିତ ଚାଷୀ ମାନଙ୍କୁ ବିନା ସୁଧରେ ମିଳିବ ଟଙ୍କା ଚାଷୀ ମାନଙ୍କୁ ମିଳିବ ସବୁଠୁ ବଡ଼ ସୁଯୋଗ ଚଳିତ ନିର୍ବାଚନରେ ଶାସକ ଦଳର ସରକାର ଗଠନ ହେଲେ ଚାଷୀ ମାନଙ୍କୁ ମିଳିବ ଅନେକ ଫାଇଦା ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଚାଷୀ ମାନେ ସେମାନେ ସେମାନଙ୍କ ଝିଅ ବାହାଘର କରିବା ସମୟରେ

ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିବାହର ପାଇଁ 25,000 ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦେବେ | ଏଥିସହ ଚାଷୀ ମାନଙ୍କୁ ବିନା ସୁଧରେ ଚାଷୀ ମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି | ଏହା ସହିତ ମାଗଣା ବିଜୁଳି ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି

ଚାଷୀ ମାନେ ଅମଳ କରୁଥିବା ଫସଲ ବିକ୍ରୟ ପାଇଁ ପାଞ୍ଚ ଶହ କୋଟି ଟଙ୍କାର ଗୋଦାମ ଏବଂ ମଣ୍ଡି ତିଆରି କରିବାକୁ ଅର୍ଥ ମଞ୍ଜୁର କରିବେ ବୋଲି ଜଣାଇଛନ୍ତି ତେଣୁ ଏହା ସବୁ 2024 ନିର୍ବାଚନ ପରେ ବିଜେଡି ସରକାର ଆସିଲେ ଏହାର ଲାଭ ଚାଷୀ ମାନଙ୍କୁ ମିଳିବ ବୋଲି ଜଣାଯାଇଛି | ଦେଖାଯାଉ ଏଥର କିଏ ଜିତୁଛି ଆପଣଙ୍କୁ କଣ ଲାଗୁଛି ନିଶ୍ଚୟ କମେଣ୍ଟ କରନ୍ତୁ |

Leave a Reply

Your email address will not be published. Required fields are marked *