Vastu Tips : ୬ ଜୁନ ସାବିତ୍ରୀ ବ୍ରତ ଦିନ ଭୁଲରେ କରନ୍ତୁ ନାହିଁ ଏହି ୫ଟି ଭୁଲ ସ୍ଵାମୀଙ୍କର ହେବ ଅକାଳ ମୃ-ତ୍ୟୁ ,ସବୁ ମହିଳା ନିଶ୍ଚିତ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ଓଡ଼ିଆ ଘରର ଏକ ବିଶିଷ୍ଟ ପର୍ବର ନାଁ ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା ଆସନ୍ତା 6 ଜୁନ ଗୁରୁବାର ଦିନ ଓଡ଼ିଶାରେ ଏହି ପର୍ବ ପାଳନ ହେବାକୁ ଯାଉଅଛି ଏହି ବ୍ରତରେ ଓଡ଼ିଆ ଘରର ସଧବା ନାରୀ ମାନେ ସେମାନଙ୍କ ସ୍ୱାମୀଙ୍କର ଶୁଭ ମନାସୀ ଏବଂ ଦୀର୍ଘ ଆୟୁଷର କାମନା କରି ବ୍ରତ ରଖିଥାଆନ୍ତି ସବୁ ନାରୀ ମାନଙ୍କ ଇଛା ଥାଏ କି ସାବିତ୍ରୀଙ୍କ ପରି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ଏଥିପାଇଁ ଏହି ବ୍ରତକୁ ଖୁବ ନିଷ୍ଠାର ସହିତ ପାଳନ କରିଥାଆନ୍ତି କିନ୍ତୁ ଆପଣମାନେ ଏହା ଜାଣନ୍ତି କି ଏହି ବ୍ରତର ପୂଜାରେ ନାରୀ ମାନେ କେଉଁ ସବୁ କଥା ପ୍ରତି ନିହାତି ଧ୍ୟାନ ଦେବା ଆବଶ୍ୟକ କେଉଁ ସବୁ କଥାମାନ ପାଳନ କଲେ ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ ଏବଂ କେଉଁ ସବୁ କଥାକୁ ଅଣଦେଖା କଲେ ସ୍ୱାମୀର ଆୟୁଷ ହାନି ହୋଇଥାଏ | ବାସ ଖୁବ ଶୀଘ୍ର ସ୍ୱାମୀର ମୃ-ତ୍ୟୁ ହୋଇଥାଏ ତେବେ ଆସନ୍ତୁ ଜାଣିବା ନେବା ସେହି ସବୁ ନିୟମ ମାନ କଣ ହୋଇଥାଏ |

ସାବିତ୍ରୀ ବ୍ରତ ଯଦି ମହିଳା ମାନେ ପାଳନ ବିବାହିତା ମହିଳା ମାନେ କଦାପି କଳା ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ। କାରଣ କଳା ବସ୍ତ୍ର ନକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ। ଏହାକୁ ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ପରିଧାନ କରିବା ଦ୍ଵାରା ସ୍ଵାମୀଙ୍କ ଜୀବନ ଉପରେ ସଙ୍କଟ ଆସିଥାଏ।ଏହାସହିତ ସାବିତ୍ରୀ ବ୍ରତ ପାଳନ ରାତିରେ ନିଜ ଲୁଗା ଓ ସ୍ଵାମୀଙ୍କ ଲୁଗା କଦାପି ବାହାରେ ଶୁଖାନ୍ତୁ ନାହିଁ।

ସାବିତ୍ରୀ ବ୍ରତକୁ ତିନିଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ପାଳନ କଲେ ପୂଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ଦିନ ଆମିଷ ସେବନ କରନ୍ତୁ ନାହିଁ, ନଚେତ ବ୍ରତ ଭାଙ୍ଗି ଯିବ ତେଣୁ ଆପଣ ନିଷ୍ଠାର ସହିତ ବ୍ରତ ପାଳନ କରନ୍ତୁ।

ସାବିତ୍ରୀ ବ୍ରତ ଠାରୁ ତିନିଦିନ ପର୍ଯ୍ୟନ୍ତ ଶା-ରୀ-ରି-କ ସମ୍ପର୍କ ରଖନ୍ତୁ ନାହିଁ ନଚେତ ଆପଣଙ୍କୁ ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିବ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ।

ସାଧାରଣତଃ ସାବିତ୍ରୀ ବ୍ରତ ପୂଜା ସରିବା ପରେ ମହିଳା ମାନେ କିଛି ଅନ୍ୟ କାର୍ଯ୍ୟ କରିଥାନ୍ତି। କିନ୍ତୁ ବ୍ରତ ପୂଜା ପରେ ମହିଳା ମାନେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଆପଣ ସେହିଦିନ ବିଶ୍ରାମ କରନ୍ତୁ

ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି, ତାହେଲେ ଆପଣ ବ୍ରତ କରନ୍ତୁ ନାହିଁ। ନଚେତ ଯଦି ଆପଣଙ୍କ ଘରେ ନବଜାତ ଶିଶୁର ଜନ୍ମ ହୋଇଛି, ତାହେଲେ ମଧ୍ୟ ଆପଣ ସାବିତ୍ରୀ ଓଷା କରନ୍ତୁ ନାହିଁ ନଚେତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *