ବାଛନ୍ତୁ ନିଜ ପସନ୍ଦର ଗୋଟିଏ ରଙ୍ଗର ମାଛ(Fish) ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ତିନୋଟି ରଙ୍ଗର ଆଧାରରେ ଆମେ ଜାଣିବା ବାଛନ୍ତୁ ଗୋଟିଏ ମାଛ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ ଏବେ ଆପଣ କଣ କଲେ ଜୀବନରେ ଉନ୍ନତି ଆସିବ | କେଉଁ ଭୁଲ ବା ଦୁଃଖ ଏବେ ଆପଣଙ୍କ ଜୀବନରେ ଚାଲିଅଛି କେଉଁ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ଏବଂ ତାହାର ସମାଧାନ କଣ ହେବ ସବୁ କିଛି ଆଜିର ବିଷୟରେ ଆପଣମାନେ ଆଜି ଜାଣିପାରିବେ | ତେବେ ଆପଣ ବାଛନ୍ତୁ 3ଟି ମାଛ ମଧ୍ୟରୁ କୌଣସି ଗୋଟେ ଓ ଜାଣି ନିଅନ୍ତୁ ଆପଣଙ୍କ ପାଇଁ ଟଣକ ମନରେ କଣ ଅଛି ।

ଯଦି ଆପଣ ନୀଳ ରଙ୍ଗର ମାଛ ବାଚିଛନ୍ତି ତେବେ ପ୍ରାୟତଃ ଆପଣଙ୍କ ପାଇଁ ଦୁଃଖର ସମୟ ଏବେ ଦୂର ହେବାରେ ଲାଗିଛି । ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା କ୍ରୋଧରେ ଆପଣ ଚିଡ଼ି ଚିଡ଼ା ସ୍ୱଭାବର ହେଉଥିଲେ ବହୁ ଅର୍ଥ ବ୍ୟୟ କରି ସାରିଲେଣି । ଗୃହ ଉପକରଣ ରେ ଅଧିକ ଖର୍ଚ୍ଚାନ୍ତ ହେଉଥିଲା । ସମ୍ମାନ ହରାଇ ଆପଣ ଦୁଶ୍ଚିନ୍ତାରେ ପଡିଛନ୍ତି ସେଥିପାଇଁ ଆପଣ ନିଜର ପ୍ରିୟ ଭଗବାନଙ୍କୁ ସ୍ମରଣ କରନ୍ତୁ ଶାନ୍ତି ବିଧାନ ଲାଗି ଦେବା ଦେବୀଙ୍କ ପୂଜା ଲାଗି ପଡନ୍ତୁ ଅଧିକ ଚିନ୍ତା ଆଉ କରନ୍ତୁ ନାହିଁ । ମିତ୍ର ଶକ୍ତି ଆପଣଙ୍କର ବୃଦ୍ଧି ପାଇବ । ଗ୍ରହ ଋଷ୍ଟ ଖଣ୍ଡନ ହେବ । ଆପଣ ମୁକ୍ତା କୁ ରୋପ୍ୟ ମୁଦ୍ରିକାରେ ଧାରଣ କରନ୍ତୁ ।

ଆପଣଙ୍କୁ ହଳଦିଆ ରଙ୍ଗର ମାଛ ଅଧିକ ପସନ୍ଦ କରିଥିଲେ ତେବେ ଆପଣଙ୍କ ଜୀବନରୁ ଏବେ ପାପ ଫଳମାନ ଦୂର ହୋଇ ଶୁଭ ଫଳର ଆଗମନ ହେବାକୁ ଯାଉଛି । ରୂପା ମୁଦ୍ରିକାରେ ରୋପ୍ୟ ଧାରଣ କରନ୍ତୁ । ଦେଖିବେ ସବୁ ସମସ୍ଯା ଦୂର ହେବ । ଆପଣଙ୍କ ଜୀବନରେ ସୁଖ ସୁବିଧା ମିଳିବ । ନିକଟରେ ଆପଣ ବନ୍ଧୁଙ୍କର ସହଯୋଗରେ ଆସିବେ । ଜୀବନରେ ଯାହା ବି ବିପଦ ଆପଦ ଥିଲା ତାହା ଦୂର ହେବ । ଲାଭ କ୍ଷେତ୍ରରେ ଆଶା ଅଧିକ ରହିଛି । ଆପଣଙ୍କ ପାଇଁ ଅତି ଉତ୍ତମ ରହିବ ବର୍ତ୍ତମାନ ଆପଣ 7ଦିନ ଯାଏଁ ବ୍ରାହ୍ମଣ ଙ୍କୁ ଭୋଜନ ଖାଇବାକୁ ଦିଅନ୍ତୁ ଅନେକ ଶୁଭ ଫଳ ମାନ ପ୍ରାପ୍ତ ହେବ ।

ଯଦି ଆପଣ ନାଲି ରଙ୍ଗର ମାଛକୁ ବାଛିଛନ୍ତି ତେବେ ଆପଣ ଚିନ୍ତା ମଗ୍ନ ଅବସ୍ଥାରେ ଅଛନ୍ତି ଆପଣଙ୍କର ଈଶ୍ବରଙ୍କ ଉପରେ ବିଶ୍ଵାସ ନାହିଁ । ଏପରି ସ୍ଥିତିରେ ଆପଣ ପଡିଛନ୍ତି କି ମାତା ପିତାଙ୍କ ପ୍ରତି ଦୟାବାନ ହେଉ ନାହାନ୍ତି । ଆପଣଙ୍କର ଯାହା ଯାଇଛି ତାହା ନିଶ୍ଚୟ ମିଳିବ ଆପଣ ଯେତେ ବ୍ଯାକୁଳତା ପ୍ରକାଶ କରିବେ ସେତେ ବିପଦରେ ପଡିବେ । ଗ୍ରହ ଦୋଷ ନିରାକରଣ ନିମନ୍ତେ ଗ୍ରହ ଶାନ୍ତି ପୂଜା କରନ୍ତୁ ଭାଗ୍ୟ ଉଦୟର ବିଶେଷ ସମ୍ଭାବନା ରହୁଛି ।

Leave a Reply

Your email address will not be published. Required fields are marked *