ଧୋନୀ ବାଛିଲେ ପ୍ଲେଇଂ 11 ଏହି ୩ ଖେଳାଳୀଙ୍କୁ କହିଲେ OUT Dhoni ଙ୍କ ପ୍ଲେଇଙ୍ଗ 11 ଶୁଣି ଡରିଲାଣି ପାକିସ୍ତାନ ।

ହଁ ଦର୍ଶକ ବନ୍ଧୁ ସେ ଏହି ଟିମ୍ ରୁ ଜସ୍ଵଶି ଙ୍କୁ ବାହାର କରିବାକୁ ନିଷ୍ପତି ନେଇଛନ୍ତି ଏହା ସହିତ ଅକ୍ସର ଙ୍କ ଏଣ୍ଟ୍ରି ତେବେ ଏହି ପରି ଭାବରେ ଗଠନ ହୋଇପାରିବ ଟିମ୍ ଇଣ୍ଡିଆର ଠିକ୍ ପ୍ଳେଇଂ 11 ହଁ ଦର୍ଶକ ବନ୍ଧୁ ଭାରତୀୟ ଦଳ ତିକଟରେ ଅନୁଷ୍ଠିତ ହେବାକୁ ଯାଉଥିବା T20 ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଆଜି ଅର୍ଥାତ୍ ଜୁନ ମାସର ୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବାଂଲାଦେଶ ଓ ଭାରତ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍

ଯେଉଁଥିରୁ ସପଷ୍ଟ ହୋଇଯିବ ଯେ ଜୁନ ୫ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ କେଉଁ ଖେଳାଳି ମାନେ ସ୍ଥାନ ପାଇବେ ତେବେ ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ T20 ମ୍ୟାଚ୍ ରେ ଭାରତର ପ୍ଳେଇଂ 11 କଣ ହୋଇ ପାରିବ ପ୍ରଥମ ମ୍ୟାଚ୍ ରେ ପ୍ଳେଇଂ 11 କଣ ହେବ ଉଚିତ୍ ଏହି ପ୍ରସଙ୍ଗରେ ଜଡ଼ିତ ଏକ ବଡ ବୟାନ ସାମ୍ନାକୁ ଆସିଛି ଯାହାକୁ ମହେନ୍ଦ୍ର ସିଂହ ଧୋନି ପ୍ରଦାନ କରିଛନ୍ତି

ସେ କହିଛନ୍ତି ଯେ ବିରାଟ କୋହଲି ଙ୍କୁ ଦେବୁଟ୍ କରିବାକୁ ସୁଯୋଗ ପ୍ରଦାନ କରା ଯାଉ ସେ ରୋହିତ ଶର୍ମା ଙ୍କ ସହିତ ଓପ୍ନିଂ ଯୋଡ଼ିରେ ଗଲେ ଡାହାଣ ବାମ ଓପରେ ଦ୍ୟାନ ଦେବା ଅପେକ୍ଷା ଟିମ୍ ଇଣ୍ଡିଆକୁ ଅଧିକ ସ୍କୋର କରିବାକୁ ପଡ଼ିବ ଆରମ୍ଭ ମ୍ୟାଚ୍ ରେ ସ୍ଥାନ ପାଇବ ଜେଶ୍ଵଲ୍ ଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ପରେ ବୋଲି ସେ ବୟାନ ଦେଇଛନ୍ତି ହେଲେ ପରେ ସେ ଆମେରିକା ଓ କାନାଡା ଭଳି ଦଳ ବିପକ୍ଷରେ ଦଳରେ ସ୍ଥାନ ପାଇଲେ ଭଲ ହୁଅନ୍ତା

ଏହା ସହିତ ସେ ସୂର୍ଯ୍ୟ କୁମାର ଙ୍କୁ ତୃତୀୟ ସ୍ଥାନରେ ରଖିଛନ୍ତି ଓ ସେ ସୂର୍ଯ୍ୟ ଙ୍କ ପ୍ରଶଂସାରେ କରି କହିଛନ୍ତି ସେ ଦୁନିଆର ସବୁଠାରୁ ଶ୍ରେଷ୍ଠ T20 ବ୍ୟାଟ୍ସମ୍ୟାନ୍ ଏହା ସମ୍ଭବ ଯେ ସେ ୫ ରୁ ୧୦ ଟି ବଲ ମଧ୍ୟରେ ସମ୍ପୂର୍ଣ୍ଣ ଖେଳକୁ ପଲଟେଇ ପାରନ୍ତି ତେବେ ଧୋନିଙ୍କ ପ୍ଳେଇଂ 11 ହେଉଛନ୍ତି , ରୋହିତ ଶର୍ମା , ସୂର୍ଯ୍ୟ କୁମାର, ରୀଶବ୍, ବିରାଟ , ହାର୍ଦ୍ଧିକ , ସଞ୍ଜୁ , ରବୀନ୍ଦ୍ର ଜାଡେଯା , ଅକ୍ସର୍, ବୁମ୍ରା , କୁଲଦୀପ ଓ ଶେଷରେ ମହମ୍ମଦ ଶିରାଜ୍। ଶେଷ ଯାଏ ପଢ଼ି ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

Leave a Reply

Your email address will not be published. Required fields are marked *