ଦଶମ ପିଲାଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ,ରବିବାର ଏହି ସମୟରେ ପ୍ରକାଶ ପାଇବ ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ରେଜଲ୍ଟ

ଦର୍ଶକବନ୍ଧୁ ଫାଇନାଲ ଦଶମ ପିଲାଙ୍କ ପାଇଁ ଏକ ଖୁସି ଖବର ଆସି ଯାଇଛି ବହୁତ ଅପେକ୍ଷା ପରେ ବହୁତ ପିଲା ମାନେ କମେଣ୍ଟ କରୁଥିଲେ ଭାଇ ଫାଇନାଲ ଡେଟ କୁହ ଅଲରେଡି ଡି କ୍ଲାର ହୋଇଗଲାଣି ଆପଣ ମାନେ ଜାଣିଥିବେ ଯାହାକି ଆସନ୍ତା ୨୬ ତାରିଖ ଦିନ ରେଜଲ୍ଟ ବାହାରିବ ସମୟ ୧୦.୩୦ ରେ ବୋର୍ଡ ୱେବସାଇଟରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି

କିନ୍ତୁ ଆପଣ ଅନଲାଇନ ଯୋଗେ ଯଦି ଦେଖିବେ ତାହେଲେ ଆପଣ ୧୧.୩୦ ରେ ଦେଖି ପାରିବେ । ଯଦି ଆପଣ ୧୧.୩୦ ରେ ଚାହିଁଲେ ବୋର୍ଡ ୱେବସାଇଟରେ ଆପଣ ଦେଖିପାରିବେ ଯେଉଁ ଦିନ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ବାହାରିବ ସେହିଦିନ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଫଳ ବାହାରିବାକୁ ଯାଉଛି।

BSE odiaha nic.in ରେ ୱେବସାଇଟ ରେ ଆପଣ ଚାହିଁଲେ ଦେଖି ପାରିବେ ଏବଂ odisha .india results ଆପଣ ସେଠାରେ ଯାଇ ମଧ୍ୟ ଆପଣ ଚେକ୍ କରିପାରିବେ ।ଜାଣି ରଖନ୍ତୁ ୧୦.୩୦ ରେ ଆପଣଙ୍କ ବୋର୍ଡ ରେ ରିଲିଜ ହେବ ଆପଣ ଚାହିଁଲେ ୧୧.୩୦ ରେ ଦେଖିପାରିବେ ଆସନ୍ତା ୨୬ ତାରିଖ ରବିବାର ଦିନ

Leave a Reply

Your email address will not be published. Required fields are marked *