ନମସ୍କାର ବନ୍ଧୁଗଣ ଶୋଇବାର ତକିଆ ଆପଣଙ୍କୁ ରାତାରାତି କରିଦେବ ମାଲାମାଲ ଶୋଇବା ସମୟରେ ତକିଆ ତଳେ ଏହି ଗୋଟିଏ ନିଶ୍ଚୟ ରଖନ୍ତୁ ଏବଂ ଦେଖନ୍ତୁ ଚମତ୍କାର ରାତାରାତି ଆପଣଙ୍କ ଭାଗ୍ୟ ଚମକିପାରେ ଆମଦାନୀ ହେବ ଦୁଇଗୁଣା ବନ୍ଧୁଗଣ ରାତିରେ ଶୋଇବା ସମୟରେ କୌଣସି ବି ବ୍ୟକ୍ତିକୁ ତକିଆ ର ଆବଶ୍ୟକତା ହୋଇଥାଏ
ଦେଖିବାକୁ ତକିଆ ଏକ ମାମୁଲି ଜିନିଷ ହୋଇଥିବା ବେଳେ ଏହା ଏକ ମାମୁଲି ଜିନିଷ ହୋଇନଥାଏ ବ୍ୟକ୍ତି ଯେତେ ଧନୀ ହୋଇଥାଉନା କାହିଁକି ଶୋଇବା ପାଇବା ପାଇଁ ସୁନାର ତକିଆ ଆବଶ୍ୟକ ନଥାଏ ମାମୁଲି ତକିଆର ଆବଶ୍ୟକ ଥାଏ ଏହାର ସଠିକ୍ ଉପଯୋଗ ଆପଣଙ୍କୁ ରାତାରାତି ଆପଣଙ୍କ ଭାଗ୍ୟ ଚମକାଇ ଦେଇପାରେ ।
ଏମିତିରେ ଆମେ ଆପଣଙ୍କୁ ବତେଇବୁ କଣ ଏମିତି ଗୋଟିଏ ଜିନିଷ ଅଛି ଯାହାକି ତକିଆ ରେ ରଖି ଶୋଇବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ପାରେ ତେବେ ଚାଲନ୍ତୁ ଜାଣିବା । ନମ୍ବର ୧ ମୟୂର ପଙ୍ଖ ସକରାତ୍ମକ ଉର୍ଜାର ପ୍ରାପ୍ତି କରିବା ପାଇଁ ଏବଂ ସଫଳତା ପାଇବା ପାଇଁ ଆପଣ ଆପଣଙ୍କ ତକିଆ ତଳେ ମୟୂର ପଙ୍ଖ ଅବଶ୍ୟ ରଖନ୍ତୁ ଏହାର ପ୍ରଭାବ ବହୁତ ଲାଭକାରୀ ହୋଇଥାଏ ।
ତକିଆ ତଳେ ମୟୁର ପଙ୍ଖ ରଖି ଶୋଇଲେ ବ୍ୟକ୍ତିର କୁଣ୍ଡଳୀରେ ଥିବା ଦୃଶ୍ୟ ଧୀରେ ଧୀରେ ସମାପ୍ତ ହୋଇଥାଏ ଏହା ଦ୍ୱାରା ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ସାଦ ଦେବ ଦୁର୍ଘଟଣାରୁ ମୟୁର ପଙ୍ଖ ଆପଣଙ୍କୁ ବଞ୍ଚାଇ ଥାଏ ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ମୟୁର ପଙ୍ଖର ଦର୍ଶନ କରନ୍ତୁ |