ବାହାଘରର ତିନି ମାସ ପରେ କାହିଁକି ସ୍ତ୍ରୀଙ୍କୁ ଛାଡ଼ିଥିଲେ ମୋଦି ,ନିର୍ବାଚନ ପୂର୍ବରୁ ଖୋଲିଲା ସବୁ ଅସଲ ଗୁମର ,ପ୍ରକୃତ ସତ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ ଯଶୋଦାବେନ ମୋଦି ଯିଏ ଲୋ ଜଣେ ଅବସର ପ୍ରାପ୍ତି ଶିକ୍ଷୟିତ୍ରୀ ଅଟନ୍ତି ମାତ୍ର 17 ବର୍ଷ ବୟସରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ତାଙ୍କ ବିବାହ ପରେ ତାଙ୍କୁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା ଆମେ କହୁଛୁ ତାଙ୍କରି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ସ୍ତ୍ରୀଙ୍କ କଥା ତାଙ୍କ ସ୍ତ୍ରୀଙ୍କ ନାମ ରହିଛି ଯଶୋଦା ବେନ ମୋଦି ବିବାହ ଥିଲା ତିନିବର୍ଷ ସତ କିନ୍ତୁ ତିନି ମାସ ହଁ ସେମାନେ ଦୁହେଁ ଦୁହେଁଙ୍କ ପାଖରୁ ଅଲଗା ଯାଇଥିଲେ ପ୍ରଶ୍ନ ଉଠୁଛି ଆମ ଭାରତର ପ୍ରଧାନମନ୍ତ୍ରୀ ଅଚାନକ କାହିଁକି ନିଜ ସ୍ତ୍ରୀଙ୍କ ପାଖରୁ ଅଲଗା ହୋଇଥିଲେ କାହିଁକି ତାଙ୍କୁ ଅଧା ରାସ୍ତାରେ ଛାଡ଼ିକି ଚାଲି ଆସିଥିଲେ କାହିଁକି ନିଜ ସ୍ତ୍ରୀଙ୍କ କଥା କାହା ଆଗରେ ପ୍ରକାଶ କରି ନଥିଲେ ଏହି ସମ୍ପର୍କରେ ଟିକିନିକ ତଥ୍ୟ ଆପଣ ମାନେ ଯଦି ଜାଣି ନାହାଁନ୍ତି ନିଶ୍ଚିତ ଆଜିର ବିଷୟକୁ ଧ୍ୟାନ ର ସହ ଶେଷ ଯାଏ ଦେଖନ୍ତୁ

କାରଣ ଆଜିର ବିଷୟରେ ସମ୍ପୂର୍ଣ୍ଣ ଟିକିନିକ ତଥ୍ୟ ଆପଣ ମାନେ ଜାଣିପାରିବେ ଆମ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯୬୮ ମସିହାରେ ଯେତେବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ହୋଇଥିଲା ୧୭ ବର୍ଷ ମୋଦିଙ୍କୁ ବୟସ ହୋଇଥିଲା ମାତ୍ର ୧୮ ବର୍ଷ ଦୁହେଁ ଦୁହେଙ୍କୁ ବିବାହ କରିଥିଲେ କାରଣ ସେତେବେଳେ ବାଲ୍ୟ ବିବାହ ଥିଲା ଆଉ ଝିଅ ମାନଙ୍କୁ ସେହି ସମୟରେ ବାହା ହୋଇ ଘର ସମ୍ଭାଳିବାକୁ ପଡୁଥିଲା ସେହି ସମୟରେ ସେ ତାଙ୍କ ସ୍ତ୍ରୀ ଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କ ତିନି ମାସର ବିବାହ ତିନି ମାସରେ ଶେଷ ହୋଇଗଲା ଏମିତି ତାହେଲେ କଣ ଘଟିଲା ଯେଉଁ ଥି ପାଇ ଦୁହେଁ ଦୁହେଁ ଙ୍କ ଠାରୁ ବିଛିନ୍ନ ହୋଇଗଲେ ଆଉ କେବେବି ମିଶିଲେ ନାହିଁ । ତେବେ ଯଶୋଦାଙ୍କ କହିବା କଥା ସେ କେବେ ମୋଦୀଙ୍କ ସହିତ ସାମ୍ନା ସାମ୍ନି ଦେଖା ହୋଇ ନାହାଁନ୍ତି କିମ୍ବା କଥା ହୋଇ ନାହାଁନ୍ତି

ଏସବୁ ପ୍ରସଙ୍ଗରେ ସବୁ କିଛି ଆରମ୍ଭ ହୋଇ ସାରିଥିଲା ୨୦୧୪ ମସିହା ଠାରୁ କାରଣ ଯେବେ ମୋଦି ଗୁଜୁରାଟ ରେ ତିନିଥର ମୁଖ୍ୟମନ୍ତ୍ରୀ ହୋଇ ସାରିବା ପରେ ନରେନ୍ଦ୍ର ମୋଦୀ ପ୍ରାର୍ଥୀ ରୂପରେ ଚିହ୍ନିତ ହେଲେ ସେତେବେଳ ସେ ତାଙ୍କ ସ୍ତ୍ରୀଙ୍କ ସ୍ଥାନରେ ଯଶୋଦା ଙ୍କ ନାମ ଲେଖିଥିଲେ କିନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ କେବେବି ନିଜ ସ୍ତ୍ରୀଙ୍କ ନାମ ଲେଖି ନଥିଲେ ପ୍ରଧାନମନ୍ତ୍ରୀ ସିଟ ରେ ସେ ଲେଖିଥିଲେ ନିଜ ସ୍ତ୍ରୀଙ୍କ ନାମ ସେବେ ଠାରୁ ଏହା ଚର୍ଚ୍ଚାର ବିଷୟ ପାଲଟି ଥିଲା ଅନେକ କିଛି ପ୍ରଶ୍ନ ଉଠିଥିଲା ତାଙ୍କ ସ୍ତ୍ରୀଙ୍କୁ ନେଇ ଏସଂପର୍କରେ ପ୍ରଧାନମନ୍ତ୍ରୀ କହି ନଥିଲେ ।

ତାଙ୍କ ବଡ଼ ଭାଇ କହିବା ମୁତାବକ ଯେତେବେଳେ ଯଶୋଦା ଙ୍କୁ ୧୭ ବର୍ଷ ହୋଇଥିଲା ଏବଂ ମୋଦିଙ୍କୁ ୧୮ ବର୍ଷ ହୋଇଥିଲା ଦୁହେଁ ବିବାହ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ସମାଜ ସେବା କରିବା ପାଇଁ ଘର ପରିବାର ସବୁ କିଛି ଛାଡ଼ି ଚାଲି ଯାଇଥିଲେ ଏହା ପରେ ଅହମ୍ମଦାବାଦ ଯାଇ ତାଙ୍କର ଏକ ସମ୍ପର୍କୀୟଙ୍କ ହୋଟେଲ ରେ କାମ କରିଥିଲେ ସେବେଠୁ ସେ କେବେ ବି ଘରକୁ ଫେରି ନାହାଁନ୍ତି କାହା ସହିତ କିଛି କଥାବାର୍ତ୍ତା କରି ନାହାଁନ୍ତି। ଏହା ପରେ ପରବର୍ତ୍ତୀ ସମୟରେ ୧ ଫେବୃଆରୀ ୨୦୧୪ ମସିହାରେ

ଯଶୋଦା ଏକ ଇଣ୍ଟରଭିୟୁରେ ପ୍ରକାଶ କରିଥିଲେ ଯେ ମ୍ୟାରେଜର ଆରମ୍ଭରୁ ମୋଦୀ ତାଙ୍କୁ ବହୁତ ଭଲ ପାଉଥିଲେ ଏମିତିକି ତାଙ୍କୁ ରୋଷେଇ ରେ ସାହାଯ୍ୟ କରୁଥିଲେ ଏଥିସହ ତାଙ୍କ ପାଠ ପଢ଼ାରେ ମଧ୍ୟ ଧ୍ୟାନ ଦେଉଥିଲେ ଅନେକ ସପୋର୍ଟ ମଧ୍ୟ କରିଥିଲେ କିନ୍ତୁ ଅଚାନକ ତାଙ୍କର ଦେଶ ସେବା ପାଇଁ ଏତେ ମନ ହେଲା ଯେ ସବୁ କିଛି ଛାଡ଼ି ଦେଇ ସେ ଘରୁ ପଳେଇ ଆସିଥିଲେ ଏତେ ବର୍ଷ ଅଲଗା ରହିଲା ପରେ ମଧ୍ୟ ଯଶୋଦା ବେନ ମୋଦୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ରେ ଏପର୍ଯ୍ୟନ୍ତ ଛାଡ଼ପତ୍ର ହୋଇ ନାହିଁ ଆଜିବି ଦୁହେଁ ସ୍ଵାମୀ ସ୍ତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *