ଚେନ୍ନାଇକୁ ହରାଇବା ପରେ ବିରାଟ ଓ ଅନୁଷ୍କାଙ୍କ ଆଖିରେ ଖୁସିର ଲୁହ ବିରାଟ କହିଲେ RCB ହିଁ ନେବା ଫାଇନାଲ

ଦର୍ଶକ ବନ୍ଧୁ RCB ଜିତିବା ପରେ ଅନୁଷ୍କା ଙ୍କ ଆଖିରେ ଖୁସିର ଲୁହ ସାମ୍ନାକୁ ଆସିଲା ଭିଡିଓ ଯାହାକୁ ଦେଖିଲେ ଆପଣମାନେ ମଧ୍ୟ କାନ୍ଦି ପକାଇବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ହଁ ଦର୍ଶକ ବନ୍ଧୁ RCB IPL ୨୦୨୪ ର ୬୮ ତମ ମ୍ୟାଚ୍ ରେ CSK କୁ ପରାସ୍ତ କରି ପ୍ଲେ ଅଫ୍ ରେ ନିଜ ସ୍ଥାନ ହାସଲ କରିଛି RCB ଏହି ବିଜୟ ପରେ ବିରାଟ ଓ ଅନୁଷ୍କା ସେମାନଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଓ ଖୁସିରେ କାନ୍ଦି ପକାଇ ଥିଲେ

କୋହଲି ଓ ଅନୁଷ୍କା ଭାବପ୍ରବଣ ମୁହୁର୍ତ କ୍ୟାମେରାରେ ରେକର୍ଡ ହୋଇଥିଲା ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ତେବେ RCB ର ବିଜୟ ପରେ IPL ଅଫିସିଆଲ୍ ସୋସିଆଲ ମିଡିଆରୁ ଏକ ଭିଡିଓ ଛାଡ଼ିଥିଲେ

ଯେଉଁଥିରେ ବିରାଟ ଓ ଅନୁଷ୍କା ଦୁହିଁଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା କୋହଲି ତାଙ୍କ କ୍ୟପ କାଢି ନିଜର ଉତ୍ସବ ପାଳନ କରୁଥିଲେ ଓ ସେହି ସମୟରେ ତାଙ୍କ ଆଖିରୁ ଲୁହ ବାହାରି ଆସିଥିଲା ଓ ଷ୍ଟାଡିୟମ୍ ରେ ବସିଥିବା ଅନୁଷ୍କା ଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଥିଲା

ଅନୁଷ୍କା ଦୁଇ ହାତକୁ ଉପରକୁ ଉଠାଇ ଖୁସିରେ କୁଡ଼ିବାକୁ ଲାଗିଥିଲେ ଏହାରି ମଦ୍ୟାରେ ସେ ବହୁତ୍ ଭାବପ୍ରବଣ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ କମ୍ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *