ପୁରୁଷ ଶୂନ୍ୟ ଗାଁ ଏହି ଗ୍ରାମରେ ଗୋଟିଏ ବି ପୁରୁଷ ନାହାନ୍ତି କେଉଁଠି ଅଛି ଏହି ଜାଗା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ବନ୍ଧୁଗଣ ଏମିତି ଏକ ଗାଁ ଅଛି ଯେଉଁଠି କୌଣସି ପୁରୁଷ ରୁହନ୍ତି ନାହିଁ କେବଳ ସୁନ୍ଦରି ମହିଳାମାନେ ରୁହନ୍ତି। ଏହି ମହିଳାମାନେ ବିନା ପୁରୁଷରେ ତାଙ୍କ ଗାଆଁରେ ବୋର୍ ହୋଇଥିଲେ କରିଥାନ୍ତି ଏପରି କାମ। କଣ୍ଟା ବାଡ଼ରେ ଘେରି ରହୁଥିବା ସମ୍ବରର କେନିଆଁ କୁମୁଜା ଗାଁରେ ପୁରୁଷମାନଙ୍କୁ ଯିବାକୁ ବାରଣ କରାଯାଇଛି। ଗତ ୩୧ ବର୍ଷ ଧରି କେବଳ ମହିଳାମାନେ ନିଜ ଜୀବନ ଏକାକୀ ବିତାଉଛନ୍ତି। ୧୯୯୦ ରେ ଏହି ଗ୍ରାମଟି ୧୫ ଜଣ ମହିଳାଙ୍କ ସହ ରହିବାକୁ ମନୋନୀତ ହୋଇଥିଲା। ଯେଉଁମାନଙ୍କ ସହିତ ବ୍ରିଟିଶ ସୈନିକମାନେ ବଳାତ୍କାର କରି ଚାଲିଯାଇଥିଲେ।

ଏହାପରେ ସେହି ପୁରୁଷମାନଙ୍କ ଶିକାର ହୋଇଥିବା ମହିଳାମାନେ ଲୁଚି ରହିଲେ। ଇଂରେଜମାନେ ଏହି ମହିଳାମାନଙ୍କୁ ଧର୍ଷଣ କରିବାପରେ ଏହି ମହିଳାମାନେ ଏପରି ଏକ ନିୟମ ଲାଗୁ କରିଥିଲେ ଯେ ୟାମଧ୍ୟକୁ କୌଣସି ପୁରୁଷ ପ୍ରବେଶ କରିପାରିବେ ନାହିଁ। ଏହି ଗାଁରେ କେବଳ ମହିଳାମାନେ ବାସ କରିଥାନ୍ତି। ସେ ନିଜ ପିଲା ଏବଂ ନିଜର ଅଜଣା ଜୀବନ ସହିତ ରହିଥାନ୍ତି। ସରଲ ଭାବରେ କହିବାକୁ ଗଲେ ଏଠାରେ ଗୋଟିଏ ପୁରୁଷ ବ୍ୟକ୍ତିଙ୍କ ଆଗମନ ଉପରେ ଏକ ନିଷେଧାଦେଶ ଅଛି। ଏହାର ଏକ ଦୃଢ଼ କାରଣ ଅଛି ଯାହା ଆସନ୍ତୁ ଜାଣିବା।

ଏଠାରେ ରହୁଥିବା ମହିଳାମାନେ କେବଳ ଗର୍ଭବତୀ ନୁହନ୍ତି କୌଣସି ପୁରୁଷ ବିନା ସନ୍ତାନ ପ୍ରସଗ କରନ୍ତି। ଏବଂ ଶାରିରୀକ ସମ୍ପର୍କ ମଧ୍ୟ ରଖନ୍ତି। ଘରେ କୌଣସି ପୁରୁଷ ନଥାଇ ମଧ୍ୟ ଗ୍ରାମରେ ବର୍ତ୍ତମାନ ପ୍ରାୟ ୨୫୦ ମହିଳା ଏବଂ ଶିଶୁ ବାସ କରୁଛନ୍ତି। ଗାଁରେ ପ୍ରାଥମିକ ବିଦ୍ୟାଳୟ ଏବଂ ସଂସ୍କୃତିକ କେନ୍ଦ୍ର ଏବଂ ସମ୍ବୁର ଜାତୀୟ ଖାଦ୍ୟ ପ୍ରଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ମହିଳାମାନେ ଏକ ଅଭିଯାନ ଚଳାଉଛନ୍ତି। ଏହି ଗାଁର ନିଜସ୍ଵ ୱେବସାଇଟ ମଧ୍ୟ ଅଛି। ଏଠାରେ ରହୁଥିବା ମହିଳାମାନେ ମଧ୍ୟ ଗାଁରେ ସୁବିଧା ପାଇଁ ପାରମ୍ପରିକ ଅଳଙ୍କାର ବିକ୍ରି କରିଥାନ୍ତି।

ଏହି ଗାଁ ମଧ୍ୟକୁ ପୁରୁଷ ପ୍ରବେଶ ନିଷେଧ ଅଟେ କିନ୍ତୁ ମହିଳାମାନେ ଶାରିରୀକ ସମ୍ପର୍କ ରଖିବା ପାଇଁ ଗାଁ ବାହାର ଜଙ୍ଗଲ ମଧ୍ୟକୁ ଯାଆନ୍ତି। ସେଠାରେ ଶାରିରୀକ ସମ୍ପର୍କ ରଖି ଗାଁ ଭିତରକୁ ଫେରି ଆସନ୍ତି। ଏହି ଗାଁରେ ବିବାହ ନୁହେଁ ଯିଏ ଯାହାକୁ ପସନ୍ଦ କରିପାରିବ। ମହିଳାମାନେ ଗର୍ଭବତୀ ହୋଇ ପ୍ରସବ କରିସାରିବା ପରେ ଯଦି ପୁତ୍ର ସନ୍ତାନ ହୁଏ ତେବେ ଦଶ ବର୍ଷର ହେବାପରେ ସେମାନଙ୍କୁ ପୁଅମାନଙ୍କ ଗାଁରେ ଛାଡି ଦିଆଯାଇଥାଏ। ପୁରୁଷମାନେ ବାଳକମାନଙ୍କୁ ଶିକ୍ଷା ଦେଇଥାନ୍ତି ଓ ଲାଳନ ପାଳନ କରିଥାନ୍ତି।

Leave a Reply

Your email address will not be published. Required fields are marked *