ବ୍ରଣ ଏବଂ କଳାଦାଗ ସବୁଦିନ ପାଇଁ ଗାଏବ ହୋଇଯିବ ଦିନରେ ଥରେ ଲଗାଇ ଦେଖନ୍ତୁ ନିଜ ମୁହଁରେ ତା ପରେ ଦେଖିବେ ଚମତ୍କାର

ନମସ୍କାର ବନ୍ଧୁଗଣ ତେବେ ଆମ ଶରୀରରେ ଗୋଡ଼ ଠାରୁ ଆରମ୍ଭ କରି ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖାଦେଇଥାଏ । ଏବଂ ଆମ୍ଭେ ଏହି ତ୍ଵଚାର ଉପଚାର ନିମନ୍ତେ ଅନେକ ପ୍ରକାରର ଔଷଧ ସେବନ କରିଥାଉ । ଏହା ସହିତ ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ । ଅନେକ ଡାକ୍ତର ଙ୍କ ପାଖକୁ ଯାଇଥାଉ ମାତ୍ର ଏହି ତ୍ଵଚା ଜନିତ ସମସ୍ୟା ଦୂର ହୋଇ ନଥାଏ । କିନ୍ତୁ ଆମ୍ଭେ ଯେତେ ପର୍ଯ୍ୟନ୍ତ ଔଷଧ ସେବନ କରିଥାଉ ଆମ୍ଭର ତ୍ଵଚା ସମସ୍ୟା ଭଲ ହୋଇଥାଏ । ମାତ୍ର ଯଦି ଆମ୍ଭେ ଔଷଧ ମାନ ବନ୍ଦ କରିଦେଉ ପୁନର୍ବାର ଏହି ସମସ୍ୟା ମାନ ଦେଖାଦେଇଥାଏ ।

ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇଥାଏ । ଅନେକ ସମୟରେ ଆମ୍ଭ ତ୍ଵଚରେ ଏହିଭଳି ସମସ୍ୟା ଦେଖାଯାଏ ଯାହାକୁ ଯେତେ ଭଲ କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ଆସନ୍ତୁ ଜାଣିନେବା ଏହି ତ୍ଵଚା ରେ ହେଉଥିବା ସହଜ ଏବଂ ଘରୋଇ ଉପଚାର । ସାଧାରଣ ଜୀବନରେ ଆମ୍ଭ ତ୍ଵଚା ଖରାପ ହେବାର ମୁଖ୍ୟ କାରଣ ହେଉଛି ଆମ୍ଭେ ଅଧିକ ଚିନ୍ତା କରିଥାଉ । ଦ୍ଵିତୀୟ କାରଣ ହେଉଛି ଆମ୍ଭ ପେଟ ଖରାପ ହେଲେ । ତୃତୀୟରେ ଆମ୍ଭେ ଅଧିକ ମସଲା ଜାତୀୟ ଖାଦ୍ୟ ଖାଇଲେ । ଆମ୍ଭେ ଯେତେ ଅଧିକ ଚିନ୍ତା କରିବା ଆମ୍ଭ ତ୍ଵଚା ସେତେ ମଳିନ ପଡିଯିବ ।

ଏଥି ନିମନ୍ତେ ଆମ୍ଭ ମାନଙ୍କ ଆଖି ତଳେ କଳାଦାଗ ମଧ୍ୟ ଦେଖାଯାଇଥାଏ । ଏହାର ଅନ୍ୟ ଏକ କାରଣ ହେଉଛି ସଠିକ ଭାବରେ ନ ଶୋଇବା । ଏହା ସହିତ ଆମ୍ଭ ଶରୀରର ରକ୍ତ ଯଦି ସଫା ନ ରହିବ ତେବେ ଆମ୍ଭ ମୁହଁରେ ବ୍ରଣ ଭଳି ସମସ୍ୟା ଦେଖାଯାଇଥାଏ । ଏଥି ନିମନ୍ତେ ଆମ୍ଭକୁ ନୀତିଦିନ ସବୁଜ ପଣି ପାରିବା ସେବନ ସହିତ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ଏବଂ ମସଲା ଜାତୀୟ ଖାଦ୍ୟ ବେସୀ ପରିମାଣରେ ଖାଇଲେ ଆମ୍ଭ ରକ୍ତ ଖାରାପ ହୋଇଥାଏ । ଏଥିପାଇଁ ଆମ୍ଭ ମୁହଁରେ ବ୍ରଣ ହୋଇଯାଇଥାଏ ।

ମାତ୍ର ଆପଣ ଯଦି ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କର ତ୍ଵଚା ଜନିତ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ । ପ୍ରଥମେ ଆପଣ ଏକ ଆଳୁ ନିଅନ୍ତୁ । ଏହାପରେ ଏହାର ସମସ୍ତ ଚୋପା କୁ ବାହାର କରି ଦିଅନ୍ତୁ । ଏହାପରେ ଆଳୁ କୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାପରେ ଆପଣ ଆଳୁ ର ରସ ବାହାର କରି ନିଅନ୍ତୁ । ଏହାପରେ ଅଧଚାମଚ କଫି ପକାନ୍ତୁ । ଅଧା ଚାମଚ ଏଥିରେ ପକାନ୍ତୁ ।

ଏହାପରେ ଭଲ ଭାବରେ ଏହାକୁ ମିଶାଇ ଦିଅନ୍ତୁ ଏହା ପରେ ତୁଳା ସାହାର୍ଯ୍ୟରେ ଏହାକୁ ମୁହଁରେ ଲଗାନ୍ତୁ । ଶେଷରେ ଆପଣ ପାଣିରେ ନିଜ ମୁହଁ କୁ ଧୋଇ ନିଅନ୍ତୁ । ଏହିଭଳି ଭାବରେ ଏହି ଘରୋଇ ଉପଚାର କୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଚେହେରା ଉଜ୍ଵଳ ହୋଇଥାଏ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଦେଖି ବେ ଆପଣଙ୍କ ବ୍ରଣ ଓ କଳଦାଗ ସବୁଦିନ ପାଇଁ ଆପଣଙ୍କୁ ମୁହଁ ରୁ ଛାଡ଼ି ଯିବ ।

Leave a Reply

Your email address will not be published. Required fields are marked *