Chanakya neeti: ଗଙ୍ଗା ଠାରୁ ବି ଅଧିକ ପବିତ୍ର ଏହି ନାମର ଝିଅ,ଯେଉଁ ଘରକୁ ବାହା ହୋଇଯାଆନ୍ତି ସେହି ଗୃହରେ ହୁଏ ଧନର ବର୍ଷା

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ କିଛି ଝିଅ ମାନେ ଘରକୁ ସ୍ବର୍ଗ କରିବାରେ ସାହାଯ୍ୟ କରିଥାନ୍ତି ଓ କିଛି ଝିଅ ନର୍କ ହେଲେ କଣ ଆପଣ ଜାଣିଛନ୍ତି ଏପରି କିଛି ଝିଅ ମଧ୍ୟ ଅଛନ୍ତି ଯେଉଁ ମାନେ ଆପଣଙ୍କ ଘରକୁ ସ୍ବର୍ଗ ପରି କରିଦେବ ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ନାମ ବିଷୟରେ ।

୧. N ଅକ୍ଷର ଥିବା ଝିଅ – ଯେଉଁ ଝିଅ ମାନଙ୍କର ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ତେଜ ସ୍ୱଭାବର ହୋଇଥାନ୍ତି। ଏମାନେ ନିଜର ପରିବାରର ଧ୍ୟାନ ରଖିବା ସହିତ ନିଜ ଜୀବନସାଥୀଙ୍କୁ ବହୁତ ସ୍ନେହ ଦେଇଥାନ୍ତି। ଆଜ୍ଞା ହଁ ଏମାନେ ଏପରି କିଛି କାର୍ଯ୍ୟ କରନ୍ତି ନାହିଁ, ଯେଉଁଥିପାଇଁ ଏମାନଙ୍କ ପରିବାରର ନାମ ଖରାପ ହେବ ଏବଂ ଜୀବନସାଥୀଙ୍କୁ କଷ୍ଟ ହେବ। କହି ରଖୁଛୁ ଯେ ଏଭଳି ଝିଅ ମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମାନା ଯାଇଥାଏ।

୨. P ନାମ ଥିବା ଝିଅ – ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର P ହୋଇଥାଏ, ସେମାନଙ୍କୁ ସମ୍ପର୍କ ବାନ୍ଧି ରଖିବା ବହୁତ ଭଲ ଭାବରେ ଜଣା ଥାଏ। କହି ରଖୁଛୁ ଯେ ଏଭଳି ଝିଅମାନେ ପ୍ରତ୍ୟେକ ମଣିଷର ଭାବନାକୁ ଧ୍ୟାନ ସହକାରେ ବୁଝି ପାରନ୍ତି। ହୋଇପାରେ ଏମାନେ ତାଙ୍କ ଠାରୁ ବଡ଼ ହୋଇ ଥାଆନ୍ତୁ ବା ସାନ। ଏମାନେ କେବେବି କାହାକୁ ଦୁଃଖ ଦିଅନ୍ତି ନାହିଁ। ଏମାନେ ସମସ୍ତଙ୍କୁ ସର୍ବଦା ମଧୁର କଥା କୁହନ୍ତି। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମାନା ଯାଇଥାଏ।

୩. S ନାମ ଥିବା ଝିଅ – ଯେଉଁ ଝିଅ ମାନଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମାନା ଯାଇଥାଏ। ଏମାନେ ବହୁତ ଲାଜକୁଳୀ ହୋଇଥାନ୍ତି , କିନ୍ତୁ ଏମାନେ ନିଜର ପରିବାରର ସମ୍ମାନ ରଖିଥାନ୍ତି। ସିଧାସଳଖ କହିବାକୁ ଗଲେ ଏଭଳି ଝିଅମାନେ କୌଣସି ପରିସ୍ଥିତିରେ ନିଜର ପରିବାରକୁ ଖୁସିରେ ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି।

୪. M ନାମ ଥିବା ଝିଅ – ଯେଉଁ ଝିଅମାନଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ସ୍ଵଭାବ ସମସ୍ତଙ୍କ ଠାରୁ ବହୁତ ଭଲ ହୋଇଥାଏ। ଏହି ନାମର ଝିଅମାନେ ବହୁତ ଜୋରରେ କଥା କହିଥାନ୍ତି। ଏମାନେ କାହାକୁ ଅପମାନ କରନ୍ତି ନାହିଁ। ଏପରିକି ଏମାନେ ନିଜର ଜୀବନସାଥୀଙ୍କୁ ସର୍ବଦା ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି।

Leave a Reply

Your email address will not be published. Required fields are marked *