ଚେନ୍ନାଇକୁ ହରାଇ ପ୍ଲେ ଅଫରେ RCB ପରାଜୟ ସହ IPL 2024 ରୁ ଚେନ୍ନାଇର ହେଲା ବିଦାୟ

ଲୋକମାନେ କହୁ ଥିଲେ RCB କରି ପାରିବ ନାହିଁ କ୍ୱାଲିଫାଏ ହାରୁଥୁବା ମ୍ୟାଙ୍କୁ ଜିତି ପ୍ଲେ ଅଫ୍ ରେ RCB କାନ୍ଦି କାନ୍ଦି ବିଦାୟ ନେଲା ଚେନ୍ନାଇ ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ଗତ କାଲି ଅନୁଷ୍ଠିତ ହୋଇ ଥିବା IPL ରୋମାଞ୍ଚକର ଡୁ ଅର୍ ଡାଏ ମ୍ୟାଚରେ ବାଜି ମାରିଛି RCB ଚେନ୍ନାଇ କୁ ୨୭ ରାନରେ ପରାସ୍ତ କରିଛି RCB ପ୍ଲେ ଅଫ୍ ର ଚତୁର୍ଥ ଦଳର ସ୍ଥାନ ଅଧିକାର କରିଛି

ଅନ୍ୟ ପଟେ ଏହି ପରାଜୟ ସହିତ IPL ୨୦୨୪ ରୁ ବିଦାୟ ନେଇଛି CSK ଏଥି ସହିତ ଲଗାତାର ୬ ମ୍ୟାଚ୍ ଜିତି ଚଳିତ IPL ର ଦମଦାର ଦଳ ଭାବରେ ପ୍ରତ୍ୟାବର୍ତ୍ତନ କରିଛି RCB । RCB ଦ୍ଵାରା ଧାର୍ଯ୍ୟ ୨୧୮ ରନ୍ ର ବିଶାଳ ଲକ୍ଷକୁ ଧାର୍ଯ୍ୟ କରିବା ପାଇଁ ଯାଇ

CSK ସୀମିତ ୨୦ ଓଭର ମଧ୍ୟରେ ୭ ଟି ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଏପରିକି ପ୍ଲେ ଅଫ୍ ଆବଶ୍ୟକ ୨୦୧ ରନ୍ କରିବାରେ ଅସଫଳ ହୋଇଥିଲା CSK ତେବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା RCB ସୀମିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା

ଯାହାକୁ ପିଛା କରିବାକୁ ଯାଇ CSK ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ସତ୍ବେ ବି ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା CSK କୁ ହେଲେ ଆପଣଙ୍କୁ କଣ ଲାଗୁଛି କଣ RCB ଏଥର IPL ଟ୍ରଫି ଜିତି ପାରିବ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *