Health : ଆପଣ ଆମ୍ବ ଖାଉଛନ୍ତି କି ଭୟଙ୍କର କଥା ଛୋଟରୁ ବଡ଼ ସମସ୍ତେ ଜାଣିରଖନ୍ତୁ ,ଏହା ଆପଣଙ୍କ ଶରୀର ପାଇଁ କେତେ ଉପଯୋଗୀ

ଫଳର ରାଜା ଆମ୍ବ, ଯାହାକୁ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ହୋଇଥାଏ। ପୋଟାସିୟମ, କପର ଓ ଆଇରନରେ ଭରପୂର ଆମ୍ବ ଯେ ସମସ୍ତଙ୍କ ପାଇଁ ଲାଭଜନକ ହୋଇଥାଏ ତାହା ଭାବିବା ଭୁଲ। କାରଣ ଆମ୍ବରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ସେନେଇ କେତେ ଜଣଙ୍କୁ ଆମ୍ବ ଖାଇବାକୁ ବାରଣ ହୋଇଥାଏ। ପେଟ ରୋଗୀଙ୍କୁ ଆମ୍ବ ଖାଇବା ଅନୁଚିତ ଏ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ଆମ୍ବ ଖାଇବା ଫଳରେ ଲୁଜ୍‌ ମୋଶନ ହୋଇଥାଏ। ଆମ୍ବ ଖାଇବାରେ ତ୍ୱଚା ସମସ୍ୟା ମଧ୍ୟ ଦେଖାଯାଇଥାଏ।

ଆମ୍ବ ନସିରୁ ଖଣ୍ଡିଆ ହେବାର ଆଶଙ୍କା ଦେଖାଯାଇଥାଏ। ଆମ୍ବ ଦେଖିବା ମାତ୍ରେ କିଛି ଲୋକ ନିଜକୁ ନିୟନ୍ତ୍ରିତ ରଖିପାରି ନ ଥାନ୍ତି। ସେମାନଙ୍କୁ, ତାହାଠାରୁ ଦୂରେଇ ରହିବା ଉଚିତ। ତେବେ ନଳୀରେ ଘା ହୋଇଥିବା ଲୋକ, ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥିବା ଲୋକ ଏହାଠାରୁ ଦୂରେଇ ରହିବା ଜରୁରୀ। ଅନ୍ୟପକ୍ଷେ, ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକ ଓ ମଧୁମେହ ଲୋକ ମଧ୍ୟ ଏହାଠାରୁ ଦୂରେଇ ରହିବା ଜରୁରୀ। ଏବେ ଆସନ୍ତୁ ଜାଣିବା ଆମ୍ଭର କିଛି ଉପକାରିତା ବିଷୟରେ ।

ଶରୀରର ଆବଶ୍ୟକତା ଅନୁଯାଇ ସଠିକ ମାତ୍ରାରେ ରକ୍ତ ରହିବା ନିତାନ୍ତ ଆବଶ୍ୟକ ହୋଇଥାଏ । ହେଲେ ଯଦି କୌଣସି ବ୍ୟକ୍ତିର ଶରୀରରେ ରକ୍ତର ଅଭାବ ରହିଥାଏ । ତେବେ ତାହାକୁ ରକ୍ତହୀନତା ବୋଲି କୁହାଯାଇଥାଏ । ଶରୀରରେ ରକ୍ତର ଅଭାବ ଥିଲେ । ବିଭିନ୍ନ ପ୍ରକାର ସମସ୍ଯା ଶରୀରରେ ଦେଖାଯାଇଥାଏ । ତେବେ କେଉଁ ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରର ରକ୍ତାଭାବକୁ ଦୂର କରିପାରିବେ

ଚାଲନ୍ତୁ ଜାଣିବା । ତେବେ ବଡିରେ ରକ୍ତର ଅଭାବ ଏପରି କିଛି କାରଣ ଯୋଗୁ ହୋଇଥାଏ । ଯେପରି ପେଟରେ ଇନଫେକସନ ହେବା । ଖାଦ୍ୟରେ ପୋଷକ ତତ୍ଵର କମ ହେବା । ଶରୀରରୁ ଅଧିକ ମାତ୍ରାରେ ବ୍ଲଡ଼ ବାହାରିବା । କୌଣସି ବଡ ବେମାରୀ କାରଣରୁ ରକ୍ତ କମିଯିବା । ଯେତେବେଳେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ ।

ସେତେବେଳେ ବ୍ୟକ୍ତି ଶୀଘ୍ର ହାଲିଆ ହୋଇଯାଇଥାଏ । ଶରୀରରେ ଅଧିକ ଥକା ପଣ ଅନୁଭୂତ କରିବା । ତ୍ଵଚାର ରଙ୍ଗ ହଳଦିଆ ଦେଖାଯିବା । ଭୋକ ଲାଗିବା କି କମ ଲାଗିବା । ହାତ ଓ ଗୋଡ ମଧ୍ୟ ରକ୍ତର ଅଭାବରୁ ଫୁଲିଯାଇଥାଏ । କ୍ଷୀର ସହ ଆମ୍ବ ଖାଇଲେ ଶରୀରରେ ବ୍ଲଡ଼ ବଢିଥାଏ ।

Leave a Reply

Your email address will not be published. Required fields are marked *