Vastu tips : ଯଦି ଦାନ୍ତ ମଝିରେ ଗେପ୍ ଓ ପାଦର ଆଙ୍ଗୁଠି ଏପରି ଥାଏ ଏହି ବିଷୟକୁ ଥରେ ନିଶ୍ଚୟ ଦେଖନ୍ତୁ ଭାଗ୍ୟ ବଦଳିଯିବ

ନମସ୍କାର ବନ୍ଧୁଗଣ ପାଦର ଆଙ୍ଗୁଠିରୁ ଜାଣନ୍ତୁ ଆପଣ ଭାଗ୍ୟଶାଳୀ କି ନୁହେଁ ଏହା ସହିତ ଆମେ ଜାଣିବା ଦାନ୍ତ ମଝିରେ ଥିବା ଗ୍ୟାପ କଣ କହିଥାଏ କିଛି ମହିଳା ମାନଙ୍କ ନିଶ ଅଛି ଏପରି ମହିଳା ମାନେ ଘର ପାଇଁ ଭାଗ୍ୟଶାଳୀ କି ନୁହଁ ଆମେ ଆପଣଙ୍କୁ ଜଣାଇବୁ ଏହା ସହିତ ଜାଣିବା କି ଯେଉଁ ପୁରୁଷ ମାନଙ୍କର ନିଶ ଦାଢ଼ି ଆସିନଥାଏ ବାସ୍ତୁ ଅନୁସାରେ ଏହି ପୁରୁଷ ମାନେ କେମିତି ହୋଇଥାଆନ୍ତି | ବନ୍ଧୁଗଣ ପୃଥିବୀରେ ଯେତେବେଳେ ମନୁଷ୍ୟ ଜନ୍ମ ନେଇଥାଆନ୍ତି ନିଜ ଭାଗ୍ୟ ସାଥିରେ ନେଇ ଆସି ଥାଆନ୍ତି ଭାଗ୍ୟ ଯଦି ସାଦ ଦେଇଥାଏ ବିନା ପରୀକ୍ଷାରେ ସେ ସଫଳତା ପାଇଥାଏ | ଶାସ୍ତ୍ରରେ ଶରୀରର ଗଠନ ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ବିସ୍ତାର କରି ଜଣାଇ ଦିଆଯାଇଛି କିଛି ଏମିତି ଲକ୍ଷଣ କୁହାଯାଇଛି ଯାହା ଦ୍ୱାରା ଆପଣ ଜାଣିପାରିବେ ବ୍ୟକ୍ତି ଭାଗ୍ୟଶାଳୀ କି ଦୁର୍ଭାଗ୍ୟଶାଳୀ ଯଦି ଆପଣଙ୍କ ଏଥି ମଧ୍ୟରୁ କିଛି ଲକ୍ଷଣ କିମ୍ବା ଚିହ୍ନ ଥାଏ ତେବେ ଆପଣ ଜାଣିପାରିବେ ଭାଗ୍ୟ ଆପଣଙ୍କ ସାଦ ଦେଉଛି | ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ଏମିତି କିଛି ଲକ୍ଷଣ ବିଷୟରେ ଯାହା ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ଆପଣ ଜାଣିପାରିବେ |

ପ୍ରଥମେ ଆସନ୍ତୁ ଜାଣିବା ପାଦର ଆଙ୍ଗୁଳି ଲମ୍ବା ବିଷୟରେ ବହୁତ ଲୋକ ଏମିତି ଅଛନ୍ତି ଯାହାର ପାଦର ଆଙ୍ଗୁଳି ଅଧା ବଙ୍କଡ଼ା ଥାଏ କେବେ ପାଦର ଆଙ୍ଗୁଡ଼ି ସାନ ବାକି ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ଏହି ଆଙ୍ଗୁଠି ବଡ଼ ହେବାର କାରଣ ଅଲଗା ମହତ୍ଵ ରହିଥାଏ ଶାସ୍ତ୍ର ଅନୁସାରେ ଏମିତି କୁହାଯାଇଛି କି ଆପଣଙ୍କ ଶରୀରର ଉପସ୍ଥିତ ଅଙ୍ଗ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ | ବନ୍ଧୁଗଣ ଜାଣିରଖନ୍ତୁ ଯାହାର ପାଦର ପ୍ରଥମ ଆଙ୍ଗୁଠି ପାଖ ଅର୍ଥାତ ଦ୍ୱିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ଏମିତି ମଣିଷ ଉର୍ଜାବାନ ହୋଇଥାଆନ୍ତି |ଏମିତି ବ୍ୟକ୍ତି କୌଣସି କାର୍ଯ୍ୟକୁ ପୁରା ଦେଖାଇବା ପାଇଁ ଜୋସ କିମ୍ବା ଉର୍ଜା ଦେଖାଇ ଥାଆନ୍ତି

ଯାହାର ପାଦର ପ୍ରଥମ ଆଙ୍ଗୁଠିର ଦ୍ୱିତୀୟ ଆଙ୍ଗୁଠିର ଦ୍ୱିତୀୟ ଆଙ୍ଗୁଠି ଛୋଟ ହୋଇଥାଏ ସେ ସବୁବେଳେ ଖୁସିରେ ରହିଥାଏ କିମ୍ବା ଖୁସିରେ ରହିବା ପାଇଁ ଚେଷ୍ଟା କରିଥାଏ ଏହା ଛଡ଼ା ଯାହାର ଦ୍ୱିତୀୟ ଆଙ୍ଗୁଠି ଅଧିକ ବଡ଼ ହୋଇଥାଏ ସେହି ବ୍ୟକ୍ତି ମସ୍ତିଷ୍କରୁ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ | ଏମିତି ବ୍ୟକ୍ତି ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହୋଇଥାଆନ୍ତି ଏମିତି ବ୍ୟକ୍ତି ଭାବି ଚିନ୍ତା କରି ସବୁ କାର୍ଯ୍ୟ କରିଥାଆନ୍ତି |

ତୃତୀୟରେ ଯେଉଁ ବ୍ୟକ୍ତିର ମଥାର ମଝିରେ କଳା ଜାଇ ଥାଏ ଏମିତି ବ୍ୟକ୍ତି ବହୁତ ଲକି ହୋଇଥାଆନ୍ତି ଠିକ ଏମିତି ହିଁ ହାତର ଡାହାଣରେ ଏବଂ ଡାହାଣ ଆଖି ଭିତରେ ଯଦି କଳାଜାଇ ଥାଏ ଏମିତି ବ୍ୟକ୍ତି ବହୁତ ଖାସ ହୋଇଥାଆନ୍ତି ଏବଂ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି |

ମୁକ୍ତା ଭଳି ଲମ୍ବା ଦାନ୍ତ କାହାକୁ ବା ପସନ୍ଦ ନୁହେଁ ଏବଂ ବିନା ଫାଟ ଥିବା ଦାନ୍ତ କାହାକୁ ବା ପସନ୍ଦ ନୁହେଁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ମଝିରେ ଫାଙ୍କା ଥାଏ ତ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି ଏମିତି ବ୍ୟକ୍ତି ଚାକିରୀରେ ଉଚ୍ଚ ପଦବୀରେ ରହିଥାଆନ୍ତି ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଫଳତା ପାଇଥାଆନ୍ତି |

Leave a Reply

Your email address will not be published. Required fields are marked *